Browsing Category
ବାଣିଜ୍ୟ
ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଛୁଟିର ଲିଷ୍ଟ୍
ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଯାଉଛି, ଯାହାର ଶୁଭାରମ୍ଭରେ ଅନେକ ଜିନିଷ ବଦଳିଯିବ । ଜାନୁଆରୀ ୧ରୁ କିଛି ନିୟମ ଲାଗୁ ହୋଇଯିବ ଓ ବ୍ୟାଙ୍କିଙ୍ଗ ସହ ଜଡ଼ିତ ଅନେକ ଜିନିଷରେ ବି ପରିବର୍ତ୍ତନ ହେବ । ତେବେ ଜାନୁଆରୀ ୨୦୨୨ରେ…
Paytmର ନୂଆ ଅଫର୍: ମୋବାଇଲ୍ ରିଚାର୍ଜ କଲେ ମିଳିବ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଜିତିବାର ମଉକା
ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ଓ ୱାଲେଟ୍ ଆପ୍ ପେଟିଏମ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଥିରେ ଏବେ ମୋବାଇଲ୍ ରିଚାର୍ଜ କଲେ ମିଳିବ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦିଆଯାଉଛି । ଏହି ଅଫର୍ ଯେକୌଣସି…
ଭାରତ ହେବ ବିଶ୍ୱର ତୃତୀୟ ମହାଶକ୍ତି, ଅର୍ଥନୀତିରେ ଫ୍ରାନ୍ସ ଓ ବ୍ରିଟେନକୁ ଅତିକ୍ରମ କରିବ: ରିପୋର୍ଟ
ନୂଆଦିଲ୍ଲୀ: ଆସନ୍ତା ୨୦୨୨ ନୂଆବର୍ଷ ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ । ଆସନ୍ତା ବର୍ଷ ଭାରତ ଅର୍ଥନୀତିରେ ଫ୍ରାନ୍ସକୁ ଟପିଯିବ ଓ ୨୦୨୩ ବେଳକୁ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଯିବ । ସେହିପରି ୨୦୩୧ ବେଳକୁ…
ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିବସ ଡିସେମ୍ବର ୩୧
ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ୨୦୨୧ ମସିହା ଶେଷ ହେବ । ସରକାର ବିଭିନ୍ନ ପ୍ରକାର ଆର୍ଥିକ କାରବାର ସଂପର୍କିତ କାର୍ଯ୍ୟ ପାଇଁ ଡିସେମ୍ବର ୩୧ ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରିଛନ୍ତି । ତେଣୁ ସବୁ…
ବିମାନ ସେବା ଶିଳ୍ପ ଉପରେ ଓମିକ୍ରନ୍ ପ୍ରଭାବ: ୫୭୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିମାନ ସେବା ଶିଳ୍ପ ଉପରେ ବଡ଼ଧରଣର ପ୍ରଭାବ ପଡ଼ିଛି । ଖ୍ରୀଷ୍ଟମାସ ଦିନ ସପ୍ତାହାନ୍ତରେ ବିଶ୍ୱରରେ ୫୭୦୦ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ବିମାନ ଚଳାଚଳ ବିଳମ୍ବ ହୋଇଛି । ଏଥିପାଇଁ…
LIC ଆଣିଛି ଦମଦାର ଅଫର; ଥରେ ପ୍ରିମିୟମ ଦେଇ ମାସକୁ ପାଆନ୍ତୁ ୧୨ ହଜାର ଟଙ୍କା
ନୂଆଦିଲ୍ଳୀ: ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ ଚମକ୍ରାର ଅଫର ଆଣିଛି ଏଲଆଇସି । ଏଲଆଇସି ପକ୍ଷରୁ ଆପଣଙ୍କ ଅବସରକାଳୀନ ଯୋଜନା ଭାବରେ ଏହି ପ୍ଲାନ…
ବଡ଼ ଖବର! ଏହି ଚାଷୀଙ୍କୁ ମିଳିବନି ୧୦ମ କିସ୍ତିର ୨୦୦୦ ଟଙ୍କା, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ୧ ଜାନୁଆରୀରେ ଆସିଯିବ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୯ମ କିସ୍ତି ପଠାସରିଛି । ଚାଷୀଙ୍କ…
ପୋଷ୍ଟ ଅଫିସର ସୁପରହିଟ୍ ଯୋଜନା! ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ
ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ କରାଯାଉଥିବା ନିବେଶକୁ ସୁରକ୍ଷିତ ବୋଲି କୁହାଯାଏ । ସାଧାରଣତଃ ଯେକୌଣସି ବିନିଯୋଗ ସହିତ ବିପଦ ଜଡ଼ିତ ରହିଥାଏ । କିନ୍ତୁ ପୋଷ୍ଟ ଅଫିସରେ ସୁରକ୍ଷିତ ନିବେଶ ସହିତ ଭଲ ରିଟର୍ଣ୍ଣ ବି ମିଳିଥାଏ ।…
ମାସକୁ ୩ ହଜାର ଟଙ୍କା ଦେଉଛନ୍ତି ମୋଦୀ ସରକାର: କରିବାକୁ ପଡିବ ଏମିତି କାମ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ମାନେ ନିଜ ଅବସର ଯୋଜନାକୁ ନେଇ ଏତେ ମାତ୍ରାରେ ଚିନ୍ତିତ ନଥାନ୍ତି ମାତ୍ର ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଏହାକୁ ନେଇ ଚିନ୍ତାରେ ରହିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ…
PF ଆକାଉଣ୍ଟ ଧାରୀଙ୍କ ପାଇଁ ଆସିଲା ନୂଆ ନିୟମ: ଫଟାଫଟ୍ କରି ନିଅନ୍ତୁ ଏହି କାମ, ଟ୍ୱିଟ୍ କରି ସୂଚନା ଦେଲା EPFO
ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଆଉ ଆପଣଙ୍କକର ଇପିଏଫ୍ ଆକାଉଣ୍ଟ ରହିଛି ତେବେ ଏହି ଖବରକୁ ଧ୍ୟାନ ଦିଅନ୍ତୁ । ଚାକିରି ବଦଳାଇବା ସହିତ ଆପଣ ପ୍ରୋଭିଡେଣ୍ଟ ଫଣ୍ଡକୁ ନୂଆ ପିଏଫରେ ଟ୍ରାନ୍ସଫର କରିଛନ୍ତି କି । ଯଦି…