Browsing Category

ବାଣିଜ୍ୟ

ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବ ଏଲଆଇସି

ନୂଆ ଦିଲ୍ଲୀ, ୦୫/୦୫: କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ସହ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡିଛି । ଏଭଳି ସ୍ଥିତିରେ ସରକାର ନିଜର ବିନିବେଶ ଜାରି ରଖିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଆଇଡିବିଆଇ…

କର୍ମଚାରୀଙ୍କ ପାଇଁ ଖୁସି ଖବର ! ଦୁଇଗୁଣ ହୋଇପାରେ ଦରମା, ଜାଣନ୍ତୁ କେଉଁଠି ଓ କେତେ ?

ନୂଆଦିଲ୍ଲୀ,୫ ।୫: କରୋନା ସଙ୍କଟ ମଧ୍ୟରେ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପଞ୍ଜାବ ସରକାର । ରାଜ୍ୟ ସରକାରଙ୍କ ଷଷ୍ଠ ବେତନ ଆୟୋଗ କର୍ମଚାରୀଙ୍କ ଦରମା ଦୁଇଗୁଣ କରିବାକୁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ସମସ୍ତ…

ସେୟାର ମାର୍କେଟ: ୪୨୪ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ

ନୂଆ ଦିଲ୍ଳୀ,୦୫/୦୫: ବୁଧବାର ସକାଳେ ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀର ପ୍ରଭାବ ସେୟାର ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେନସେକ୍ସ ୪୨୪ ପଏଣ୍ଟ ବଢି ୪୮,୬୭୭ ପଏଣ୍ଟ ରେ ବନ୍ଦ ହୋଇଛି  । ଏଥି ସହିତ…

କରୋନା ପାଇଁ ସହାୟତା ଘୋଷଣା କଲା ଆରବିଆଇ, ଜାଣନ୍ତୁ କେତେ

ନୂଆଦିଲ୍ଲୀ, ୫ା୫: ଦେଶରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେବେ କରୋନା ସ୍ଥିତି ନେଇ…

ପୁଣି ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲର ଦାମ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଆଜି ଦ୍ୱିତୀୟ ଦିନରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଛି । ବୁଧବାର ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରାଯାଇଛି । ଗତକାଲି ପେଟ୍ରୋଲ ୧୫…

କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର: ୭୦ ଲକ୍ଷ ଲୋକ ଚାକିରି ହରାଇଲେଣି, ଆଗକୁ ଆହୁରି ବଢ଼ିବ!!!

ନୂଆଦିଲ୍ଲୀ, ୪ା୫: କରୋନା ପ୍ରଭାବରେ ସମଗ୍ର ଦେଶବାସୀ ଶନିଦଶା ଭୋଗୁଛନ୍ତି । ଦିନକୁ ଦିନ ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନାର ପ୍ରଥମ ଲହରରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ହରାଇ ବେକାର ହୋଇଥିଲେ ।…

ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା

ନୂଆଦିଲ୍ଲୀ, ୪ା୫: ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକଟ ଲାଗି ରହିଥିବା ବେଳେ ପୁଣି ତୈଳ ଦର ବୃଦ୍ଧି ପାଇଛି । ୧୮ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ରହିବା ପରେ ଆଜି ପୁଣି ଦାମ ପରିବର୍ତ୍ତନ ହୋଇଛି । ଆଜି…

ମେ’ ୧୫ରୁ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌, ଏହା ପୂର୍ବରୁ କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ ଖବର । ନୂଆବର୍ଷରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା ।…

ଏପ୍ରିଲରେ ୧,୪୧,୩୮୪ କୋଟିର ଜିଏସଟି ସଂଗ୍ରହ: ଲଗାତାର ୭ମ ମାସରେ ୧ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆ ଦିଲ୍ଳୀ, ୦୨/୦୫: ଏପ୍ରିଲରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶର ସ୍ଥିତି ସଂଙ୍ଗୀନ ରହିଥିଲା  । ସେପଟେ ଅନେକ ରାଜ୍ୟରେ କରୋନାକୁ ନେଇ ଲକଡାଉନ ଲଗାଯାଇଛି । ତେବେ ଏହାପରେ ମଧ୍ୟ ଏପ୍ରିଲ ମାସରେ ଜିଏସଟି କଲେକ୍ସନ ର…