Browsing Category
ନିଯୁକ୍ତି
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା, କଟକ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରୋଜେକ୍ଟ ମ୍ୟାନେଜର ଓ ପ୍ରୋଜେକ୍ଟ ଆସୋସିଏଟ ପଦ…
RBI ସହାୟକ ପରୀକ୍ଷା ତାରିଖ ବଦଲିଲା: ସମସ୍ତ ଆଶାୟୀଙ୍କ ପାଇଁ ବ୍ୟାଙ୍କ ଜାରି କଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ସହାୟକ ପଦ ପାଇଁ ଆବେଦନ କରିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସହାୟକ ପଦ ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏନେଇ ବ୍ୟାଙ୍କ ପକ୍ଷରୁ…
ଅଗ୍ନିବୀରରୁ ଅବସର ପରେ ମିଳିବ ଅନେକ ନିଯୁକ୍ତି ସୁଯୋଗ, ଏହି ବିଭାଗଗୁଡ଼ିକରେ ପାଇବେ ସଂରକ୍ଷଣ
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ଅଗ୍ନିବୀରଙ୍କୁ ଅନେକ ବିଭାଗରେ ଚାକିରିରେ ଆରାମ ଦିଆଯିବ । ଅଗ୍ନିପଥ ଯୋଜନା ଅଧୀନରେ ଚାରି ବର୍ଷରେ ଅଗ୍ନିବୀରଙ୍କୁ ଅବସର ନେବା ପାଇଁ ବ୍ୟବସ୍ଥା ରହିଛି ।…
ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର : FY2024 ପାଇଁ ୪୦,୦୦୦ ଫ୍ରେଶର୍ ନିଯୁକ୍ତ କରିବ TCS
ନୂଆଦିଲ୍ଲୀ: ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଟିସିଏସରୁ ଆସିଛି ବଡ଼ ଖୁସି ଖବର । କମ୍ପାନୀର ସିଓଓ ଏନ୍ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, କମ୍ପାନୀ ଖୁବ ଶୀଘ୍ର FY2024 ପାଇଁ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି…
OSSC CGL 2023: ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ…
ଓଡ଼ିଶାରେ ୧୩୦୦ ସରକାରୀ ପଦ ଖାଲି: ଅକ୍ଟୋବର ୧୬ ଆବେଦନର ଶେଷ ତାରିଖ
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ଅଧିନରେ ୧୩୦୦ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନ କରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ…
IB Recruitment 2023: ୧୦ମ ଉତ୍ତୀର୍ଣ୍ଣଙ୍କ ଲାଗି ଆସିଲା ବଢିଆ ନିଯୁକ୍ତି ସୁଯୋଗ, ୭୦,୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ଦରମା
ନୂଆଦିଲ୍ଲୀ: ଇଣ୍ଟେଲିଜେନ୍ସ ବ୍ୟୁରୋ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦ମ ପାସ୍ ପ୍ରାର୍ଥୀଙ୍କ ଲାଗି ବମ୍ପର ନିଯୁକ୍ତି ସୁଯୋଗ ଆସିଛି । ଆଇବିରେ ସୁରକ୍ଷା ସହାୟକ, ମୋଟର ଟ୍ରାନ୍ସପୋର୍ଟ, ମଲ୍ଟିଂ ଟାକ୍ସିଂ ଷ୍ଟାଫ ଆଦି ପଦରେ…
ଅପେକ୍ଷାର ଅନ୍ତ ଘଟିଲା! ଆମେରିକାର ଏହି ନିଷ୍ପତ୍ତିରେ ଭାରତୀୟଙ୍କୁ ମିଳିବ ବଡ଼ ଫାଇଦା
ୱାଶିଂଟନ୍: ଗ୍ରୀନ୍ କାର୍ଡକୁ ଅପେକ୍ଷା କରିଥିବା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି। ଏହି ପଦକ୍ଷେପ ଦ୍ୱାରା ଆମେରିକାରେ ବାସ…
କ୍ୟାବିନେଟ ସଚିବାଳୟରେ ସରକାରୀ ଚାକିରି, ମାଗଣାରେ କରନ୍ତୁ ଆବେଦନ : ଦରମା ୯୦୦୦୦
ନୂଆଦିଲ୍ଲୀ: ଯଦି ଆପଣ ଭାରତ ସରକାରଙ୍କ ଏକ ସରକାରୀ ବିଭାଗରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ସରକାରଙ୍କ କ୍ୟାବିନେଟ ସଚିବାଳୟରେ ଡେପୁଟି ଫିଲ୍ଡ ଅଫିସର…
ଗୁଇନ୍ଦା ସଂସ୍ଥାରେ ୬୭୭ ପଦ ଖାଲି: ଦଶମ ପାସ୍ ପ୍ରାର୍ଥୀଙ୍କୁ ସୁରକ୍ଷା ସହାୟକ ଓ MTS ପଦରେ ଦିଆଯିବ ନିଯୁକ୍ତି
ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ସିକ୍ୟୁରିଟି ଆସିଷ୍ଟାଣ୍ଟ ଓ ଏମଟିଏସ୍ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ମୋଟ ୬୭୭ଟି ପଦ ଖାଲି ରହିଥିବା ବେଳେ…