Browsing Category

ଶିକ୍ଷା

ଦଶମ-ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଲା CBSE; ୧୦ମ’ରେ ୩ଟି ଭାଷା ଓ ୭ଟି ଅତିରିକ୍ତ ବିଷୟ ସାମିଲ୍

ନୂଆଦିଲ୍ଲୀ: ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଦଶମ ଶ୍ରେଣୀରେ ଦୁଇଟି ଭାଷା ଅଧ୍ୟୟନରୁ ତିନୋଟି କରାଯାଇଛି, ଯେଉଁଥିରେ…

ୟୁଜିସି ଜାରି କଲା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି, ଏହି ଦୁଇଟି ପୋଗ୍ରାମର MPhil ଡିଗ୍ରୀ ବୈଧ

ନୂଆଦି: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମଫିଲ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ, କ୍ଲିନିକାଲ୍ ସାଇକୋଲୋଜିରେ ଏମଫିଲ ଏବଂ ସାଇକିଆଟ୍ରିକ୍ ସୋସିଆଲ ୱାର୍କରେ…

ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଜ୍ଞପ୍ତି: କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଡାଟା ଆସିଷ୍ଟାଣ୍ଟ ଓ ଫିଜିଓଥେରାପିଷ୍ଟ ପଦରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ନିଯୁକ୍ତି ସୁଯୋଗ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ ଅଫିସର ଆୟୁଷ-…

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବଦଳିବ ସ୍ନାତକ ପାଠ୍ୟକ୍ରମ, ୨୦୨୪-୨୫ ଶିକ୍ଷାବର୍ଷରୁ ଲାଗୁହେବ ନୂଆ ପାଠ୍ୟ ଖସଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ (ୟୁଜି)ରେ ପାଠ୍ୟକ୍ରମ ବଦଳିବ । ୨୦୨୪-୨୫ ଶିକ୍ଷାବର୍ଷରୁ ନୂଆ ପାଠ୍ୟ ଖସଡ଼ା ଲାଗୁ କରାଯିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ବୃଦ୍ଧି ହେଲା କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା

ଓଡ଼ିଶା ଭାସ୍କର: ଅନଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଫେବ୍ରୁଆରୀ ୮ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ…

ଗଣମାଧ୍ୟମ ଶିକ୍ଷାନୁଷ୍ଠାନ ଆଇଆଇଏମ୍‌ସିକୁ ମିଳିଲା ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (ଆଇଆଇଏମ୍‌ସି)କୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଏହି ଅନୁଷ୍ଠାନକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା…

କନିଷ୍ଠ ଶିକ୍ଷକ ନିଯୁକ୍ତି: ଆସିଲା ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ମାମଲା ରୁଜୁ…

NEET PG ୨୦୨୪ ପରୀକ୍ଷା ଫିସ୍ ହ୍ରାସ ଘୋଷଣା

ନୂଆଦିଲ୍ଲୀ: ନିଟ୍ ଆଶାୟୀଙ୍କ ପାଇଁ ନିଟ୍ ପିଜି ପରୀକ୍ଷା ଫିସ୍ ହ୍ରାସ କରାଯାଇଛି । ଚିକିତ୍ସା ବିଜ୍ଞାନରେ ଜାତୀୟ ବୋର୍ଡ ପରୀକ୍ଷା (ଏନବିଇଏମଏସ) ପକ୍ଷରୁ ଏନେଇ ଏକ ଘୋଷଣା କରାଯାଇଛି । ଏହା ଫଳରେ ଏହି ପରୀକ୍ଷା ଦେବାକୁ…

ଇସ୍ରାଏଲ ପାଇଁ ଭାରତରେ ବମ୍ପର ନିଯୁକ୍ତି, ଆହୁରି ୫ ରାଜ୍ୟ ସାମିଲ

ନୂଆଦିଲ୍ଲୀ: ଭାରତରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ପାଇଁ କୁଶଳୀ ଶ୍ରମିକମାନଙ୍କର ଜବରଦସ୍ତ ନିଯୁକ୍ତି ରହିଛି । ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ବର୍ତ୍ତମାନ ଆଉ ପାଞ୍ଚଟି ରାଜ୍ୟ ଆଗକୁ ଆସିଛନ୍ତି ଯେଉଁମାନେ ଏହି ନିଯୁକ୍ତି…

OSSC ଜାରି କଲା ଲିଷ୍ଟ: ୮୮୫୨ ଜଣ ପ୍ରାର୍ଥୀଙ୍କ ଅନଲାଇନ୍ ଆପ୍ଲିକେସନ ରିଜେକ୍ଟ, ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରିଥିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ…