Browsing Category
ଶିକ୍ଷା
ରେଳବାଇରେ ଆପ୍ରେଣ୍ଟିସ ପୋଷ୍ଟ ପାଇଁ ପଦବୀ ଖାଲି, ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧୦
ଓଡ଼ିଶା ଭାସ୍କର: ରେଳବାଇରେ ଆପରେଣ୍ଟିସ ପୋଷ୍ଟ ପାଇଁ ବମ୍ପର ନିଯୁକ୍ତି ସୁଯୋଗ । ଭାରତୀୟ ରେଳବାଇରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏନେଇ ରେଳବାଇ ନିଯୁକ୍ତି ସେଲ୍ ଜୟପୁର…
ଲାକ୍ଷାଦ୍ୱୀପ ଉପରେ କବଜା କରିବାକୁ ଚାହୁଁଥିଲା ପାକିସ୍ତାନ, ସବୁ ଷଡ଼ଯନ୍ତ୍ରକୁ ଏପରି ଫେଲ୍ କରିଥିଲେ ସର୍ଦ୍ଦାର ପଟେଲ: ଜାଣନ୍ତୁ ପୁରା କାହାଣୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନ୍ଦର ଲାକ୍ଷାଦ୍ୱୀପ ଗସ୍ତ ପରେ ଏହା ସମଗ୍ର ଦୁନିଆର ନଜରରେ ଆସିଛି । କିନ୍ତୁ ଭାରତର ପଶ୍ଚିମ ଉପକୂଳଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପ କିପରି…
ବାବାରେ ଶୀତ! ଥଣ୍ଡା ପାଇଁ ବଦଳିଗଲା ସ୍କୁଲ ସମୟ: ଏଣିକି ୧୦ଟାରେ ଆରମ୍ଭ ପାଠପଢା
ନୂଆଦିଲ୍ଲୀ: ସାରା ଦେଶରେ ଏବେ ଶୀତର ଲହରୀ ଜାରି ରହିଛି । ଅସହ୍ୟ ଜାଡ଼ରେ କମ୍ପୁଛି ଦେଶର ବିଭିନ୍ନ ରାଜ୍ୟ । ଏଭଳି ସ୍ଥିତିରେ ସକାଳୁଆ ସ୍କୁଲ ପିଲାମାନଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ…
UIIC ପକ୍ଷରୁ ବିଜ୍ଞପ୍ତି: ପୂରଣ ହେବ AO ପଦ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ଚାକିରି ଖୋଜୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି କିଛି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ୟୁନାଇଟେଡ ଇଣ୍ଡିଆ…
ଆୟକର ବିଭାଗରେ ବାହାରିଲା ନିଯୁକ୍ତି ସୁଯୋଗ: ୨୯୧ ପଦବୀରେ ହେବ ଭର୍ତ୍ତି, ଆଜି ହିଁ କରନ୍ତୁ ଆବେଦନ
ଓଡ଼ିଶା ଭାସ୍କର: ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । ଆୟକର ବିଭାଗରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏ ନେଇ ଆୟକର ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ମୁମ୍ବାଇ ରିଜନରେ ଏହି…
ସେଣ୍ଟ୍ରାଲ ବ୍ୟାଙ୍କରେ ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ବମ୍ପର ନିଯୁକ୍ତି: ଶୀଘ୍ର ଆବେଦନ କରନ୍ତୁ, ୯୦ ମିନିଟ୍ ପରୀକ୍ଷା ମାଧ୍ୟମରେ କରାଯିବ ଚୟନ
ନୂଆଦିଲ୍ଲୀ: ଯଦି ଆପଣ ଦଶମ ପାସ୍ କରିଛନ୍ତ ଏବଂ ସରକାରୀ ଚାକିରି ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରୀୟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସଫାଇ କର୍ମଚାରି ପଦବୀରେ ନିଯୁକ୍ତି ପାଇଁ…
ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଛାତ୍ରଛାତ୍ରୀ ଲେଖିବେ ନିଜର ପୁସ୍ତକ ‘ମୋ କଥା ମୋ କାହାଣୀ’
ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲଗାତାର ପ୍ରୟାସ ଜାରି ରଖିଛି ଗଣଶିକ୍ଷା ବିଭାଗ । ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ…
ପାଠ ପଢା ପାଇଁ ସରକାରଙ୍କ ଆର୍ଥିକ ସହାୟତା: +୨ ଯାଏ ଝିଅଙ୍କୁ ମିଳିବ ୧୨ ହଜାର ଟଙ୍କା!
ଓଡିଶା ଭାସ୍କର: ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସାରା ଯୋଜନା ପ୍ରଣୟନ କରାଯାଇଛି। କିଛି ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବେଳେ ଆଉ କିଛି ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ…
SSB ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି: ଜାନୁଆରୀ ୮ରୁ ଅନଲାଇନ୍ ଆବେଦନ ଆରମ୍ଭ, ପୂରଣ ହେବ ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆ ବର୍ଷ ଆରମ୍ଭରୁ ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଶୁଭ ଖବର । ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ପକ୍ଷରୁ ୨୦୬୪ଟି ଶିକ୍ଷକ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ…
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ SSBକୁ ଚିଠି: ୬୦ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କ ନିଯୁକ୍ତି ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଚାକିରି ଋତୁ ଚାଲିଛି । ବିଭିନ୍ନ ପଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହିତ ଯୋଗ୍ୟ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଯୁକ୍ତି…