Browsing Category

ଶିକ୍ଷା

୩,୦୦୦ରୁ ଅଧିକ କର୍ମଚାରୀଙ୍କୁ ବହିଷ୍କାର କଲା ଡିଜିଟାଲ ପ୍ରିଣ୍ଟିଂ ଆଣ୍ଡ ଡକ୍ୟୁମେଣ୍ଟ ମ୍ୟାନେଜମେଣ୍ଟ (ଜେରକ୍ସ) କମ୍ପାନୀ

ଓଡ଼ିଶା ଭାସ୍କର: ସିଏନବିସିର ଏକ ରିପୋର୍ଟ ଅନୁଯାୟୀ, ଜେରକ୍ସ କମ୍ପାନୀ "ନୂତନ କାର୍ଯ୍ୟନିର୍ବାହୀ ନେତୃତ୍ୱର ଏକ ତାଲିକା ମଧ୍ୟ ଘୋଷଣା କରିଛି। ଜେରକ୍ସ କମ୍ପାନୀର ଏ ଛଟେଇ ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ କମ୍ପାନୀ ୨୦୨୨…

ଇଣ୍ଡିଆନ୍ ଅଏଲ୍ ରେ ସରକାରୀ ଚାକିରିର ସୁଯୋଗ: ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ, ଜାଣନ୍ତୁ ଓଡ଼ିଶାରେ କେତେ ରହିଛି ଖାଲି ପଦବୀ

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ୍) ରେ ସରକାରୀ ଚାକିରି ଖୋଜୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି । ଆସନ୍ତାକାଲି ଅର୍ଥାତ୍ ୫ ଜାନୁଆରୀ ହେଉଛି ଆଇଓସିଏଲ ନିଯୁକ୍ତି ମାଧ୍ୟମରେ…

OSSC ପକ୍ଷରୁ ଦିଆଗଲା ସୂଚନା: CGL ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦର ଅନଲାଇନ୍ ଆବେଦନ ତାରିଖ ବଦଳିଲା

ବର୍ତ୍ତମାନ ସମୟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସେସବୁର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଗତ ମାସ ୨୬ ତାରିଖରେ ଓଏସଏସସି ପକ୍ଷରୁ ମିଳିତ…

PGT ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓପିଏସସି: ୨୩ଟି ବିଷୟରେ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

ନୂଆବର୍ଷ ଅବସରରେ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୫୦ଟି…

OSSC ପକ୍ଷରୁ ଜରୁରୀ ନୋଟିସ୍: ପରିସଂଖ୍ୟାନ ସହାୟକ ପଦ ପାଇଁ ଅନଲାଇନ୍ ଆବେଦନ ତାରିଖ ବଦଳିଲା

ନୂଆଦିଲ୍ଲୀ: ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ସମସ୍ତ ସରକାରୀ…

ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ…

ଲୋକାର୍ପିତ ହେଲା ଦେଶର ପ୍ରଥମ ମହିଳା ସୈନିକ ସ୍କୁଲ: ଜାଣନ୍ତୁ କିପରି ନେବେ ଆଡ଼ମିଶନ

ନୂଆଦିଲ୍ଲୀ: ଦେଶରେ ମହିଳା ତଥା ଝିଅମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହା ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ ଝିଅମାନଙ୍କ ପାଇଁ ପ୍ରଥମ ସୈନିକ ସ୍କୁଲ ଉତ୍ତର…

ଏଣିକି ଉଚ୍ଚଶିକ୍ଷା-ବୈଷୟିକ ଶିକ୍ଷାନୁଷ୍ଠାନରେ ଆଡମିଶନ ବେଳେ ନିଶାମୁକ୍ତି ଘୋଷଣାନାମା ଦେବେ ପିଲା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା । ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ନିଶାମୁକ୍ତି ଘୋଷଣାନାମା ଦେବା ପାଇଁ ନିର୍ଦ୍ଦେଶ ରହିଛି ।…

OSSC ପକ୍ଷରୁ ବିଜ୍ଞପ୍ତି: ରାଜ୍ୟରେ ନିଯୁକ୍ତି ପାଇବେ କନିଷ୍ଠ ପ୍ରବର୍ତ୍ତନ ଅଫିସର

ନିକଟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କିଛି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ରାଜ୍ୟରେ କନିଷ୍ଠ ପ୍ରବର୍ତ୍ତନ ଅଫିସର ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି: OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ନିକଟରେ କିଛି ପଦ ପାଇଁ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ପୁଣି ଥରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ…