Browsing Category

ଶିକ୍ଷା

ନିଟ୍ କ୍ୱାଲିଫାଇ ପରେ ମଧ୍ୟ ଭାଙ୍ଗିଗଲା ଡାକ୍ତର ହେବା ସ୍ୱପ୍ନ… ଦିନେ ଥିଲେ ମିସ୍ ଡେରାଡୁନ୍ ଆଜି ଜଣେ IAS ଅଫିସର

ନୂଆଦିଲ୍ଲୀ: କଥାରେ ଅଛି ଗୋଟିଏ ଦିନରେ ସଫଳତା ମିଳିନଥାଏ । ପ୍ରତ୍ୟେକ ପରାଜୟ ସଫଳତା ପାଖକୁ ପହଞ୍ଚିବାର ଏକ ମାଧ୍ୟମ ପାଲଟିଥାଏ । ଏଥିପାଇଁ ନିରନ୍ତର ପ୍ରୟାସ ଓ ଧୈର୍ଯ୍ୟ ଆବଶ୍ୟକ । ଆଜି ଆମେ ଏଭଳି ଜଣେ ମହିଳାଙ୍କ…

ଡିସେମ୍ବର ୭ରୁ ଆରମ୍ଭ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ଏନଫୋର୍ସମେଣ୍ଟ ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ୭ ତାରିଖରୁ ପ୍ରିଲିମ୍ସ ପରୀକ୍ଷା ଆରମ୍ଭ ହୋଇ ୧୧ ତାରିଖରେ ତାହା ସମାପ୍ତ…

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟରେ ନିଯୁକ୍ତି ସୁଯୋଗ: ଶତାଧିକ ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶର ସର୍ବୋଚ୍ଚ ନ୍ୟାୟାଳରେ ପୂରଣ ହେବ ଶତାଧିକ ପଦ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଅନଲାଇନ୍…

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ ଘୋଷଣା: ଆଜି ପୁରୀରେ ବନ୍ଦ ରହିବ ଘରୋଇ ଓ ସରକାରୀ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…

ଡିସେମ୍ବର ୮ରେ ହେବ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) (ସିଭିଲ) ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଓପିଏସସି ତରଫରୁ ଏଇଇ ପଦର ପ୍ରିଲିମିନାରୀ…

ଡିସେମ୍ବର ୪ରେ ସ୍କୁଲ ଛୁଟି ଘୋଷଣା: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…

ପ୍ରାଇଭେଟ ଚାକିରିଆଙ୍କ ମୂଳ ବେତନ ସୀମା ବଢାଇବେ ସରକାର: ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରାଇଭେଟ କ୍ଷେତ୍ରରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ କର୍ମଚାରୀଙ୍କ ମାସିକ…

OUATରେ ନିଯୁକ୍ତି: SRF ଓ ଫିଲ୍ଡ ଆସିଷ୍ଟାଣ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ବେତନ ୪୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ…

ସିବିଏସଇର ବଡ ପରିବର୍ତ୍ତନ: ଛାତ୍ରଛାତ୍ରୀମାନେ ସେମାନଙ୍କର ଦକ୍ଷତା ଅନୁଯାୟୀ ବାଛିପାରିବେ ପରୀକ୍ଷା ସ୍ତର

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) ଆସନ୍ତା ବର୍ଷରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଅନୁଯାୟୀ ପରୀକ୍ଷା ଦେବାକୁ ଏକ ନୂଆ ବିକଳ୍ପ ଦେବାକୁ ଚିନ୍ତା କରୁଛି । ଏହି ଯୋଜନା ଅଧୀନରେ…

ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏହି ଦିନରୁ ଡାଉନ ଲୋଡ଼ ହେବ ଆଡ଼ମିଟ କାର୍ଡ

ଭୁବନେଶ୍ୱର: ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ। ତେବେ ସକାଳ ୯ ଟାରୁ ୧୧…