Browsing Category
ଶିକ୍ଷା
ଅଧିକ ରିଲ୍ ଦେଖୁନାହାଁନ୍ତି ତ ଆପଣ ? ହୋଇପାରେ ଏହିସବୁ ରୋଗ
ସୋସିଆଲ ମିଡିଆରେ ରିଲ୍ କିମ୍ବା ସର୍ଟ ଭିଡିଓ ଦେଖିବା ଆଜିକାଲି ଲୋକଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ହେବାରେ ଲାଗିଛି । କେବଳ ଘରେ ନୁହେଁ ବରଂ ବଜାର କିମ୍ବା ଅଫିସରେ ମଧ୍ୟ ଅନେକ ଲୋକ ରିଲ୍ ଦେଖୁଥିବାର ନଜର ଆସୁଛନ୍ତି ।…
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ତେବେ ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଏକ ଖୁସି ଖବର ଆସିଛି । ମଧ୍ୟାହ୍ନ ଭୋଜନରେ ଏଣିକି…
UGC NET 2024: ସ୍ଥଗିତ ହେଲା 15 ଜାନୁଆରୀରେ ହେବାକୁ ଥିବା ପରୀକ୍ଷା, ଏହି କାରଣ କହିଲା NTA
ନୂଆଦିଲ୍ଲୀ: ସ୍ଥଗିତ ହେଲା UGC NET ପରୀକ୍ଷା । ଜାନୁଆରୀ 15 ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ତେବେ ଏହାର କାରଣ ମଧ୍ୟ କୁହାଯାଇଛି ।
ଏହି କାରଣ ପାଇଁ ପରୀକ୍ଷା…
୪୦ ହଜାର ଫ୍ରେସରଙ୍କୁ ନିଯୁକ୍ତି ଦେବ TATA Consultancy; ଗୋଟିଏ ବର୍ଷରେ ଦିଆଯିବ ଚାକିରି
ନୂଆଦିଲ୍ଲୀ: ଟାଟା କନସଳଟେନ୍ସି ସର୍ଭିସେସ(TCS)ରେ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଫ୍ରେସର ମାନଙ୍କ ପାଇଁ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରୁଛି ଟିସିଏସ ।…
ଟିସିଏସରେ ଚଳିତ ବର୍ଷ ୪୦,୦୦୦ ଫ୍ରେସର୍ସଙ୍କୁ ନିଯୁକ୍ତି ଦେବ ବୋଲି ବିଶ୍ୱାସ: ମିଲିନ୍ଦ ଲକ୍କଡ
ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ)ର ବରିଷ୍ଠ ପରିଚାଳନା ଚଳିତ ବର୍ଷ ବ୍ୟବସାୟରେ ଭଲ ପ୍ରଦର୍ଶନର ଆଶା ପ୍ରକାଶ କରିଛି । କମ୍ପାନୀ ଆଶା କରୁଛି ଯେ ଆର୍ଥିକ ବର୍ଷ ୨୫ ରେ ଏହାର କର୍ମଚାରୀ ସଂଖ୍ୟା ୫,୦୦୦…
ଜାନୁଆରୀ ୧୫ ଏବଂ ୧୬ ର UGC NET ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, ଏହି ଡାଇରେକ୍ଟ ଲିଙ୍କରୁ କରନ୍ତୁ ଡାଉନଲୋଡ୍
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ୍ ଏନଟିଏ ଏବେ ଜାନୁଆରୀ ୧୫ ଏବଂ ୧୬ ରେ ହେବାକୁ ଥିବା ଟଏଉ ଘଋଞ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଏହି ପରୀକ୍ଷାରେ ଯୋଗଦେବାକୁ ଥିବା ସମସ୍ତ ପ୍ରାର୍ଥୀ…
ଦିନରେ ଚାକିରି, ରାତିରେ ପାଠପଢ଼ା: ପ୍ରଥମେ ପାସ୍ କଲେ BPSC, ପରେ UPSC ଓ ହୋଇଗଲେ IAS ଅଫିସର୍
ନୂଆଦିଲ୍ଲୀ : ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ବିଶ୍ୱର ସବୁଠାରୁ କଷ୍ଟକର ପରୀକ୍ଷା ତାଲିକାରେ ଅନ୍ତର୍ଭୁକ୍ତ । ଅଧିକାଂଶ ପ୍ରାର୍ଥୀ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ କୋଚିଂର ସାହାଯ୍ୟ ନିଅନ୍ତି…
AIIMSରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଏହି ପଦବୀ ପାଇଁ କରନ୍ତୁ ଆବେଦନ, ୨ଲକ୍ଷ ଉପରେ ଦରମା
AIIMS ବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାରେ ଚାକିରିର ସ୍ୱପ୍ନ ଦେଖୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏମ୍ସ, ବିଲାସପୁର ହିମାଚଳ ପ୍ରଦେଶ ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ ଏକ…
BSEB D.EL.Ed 2025: ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୟସ ସୀମା
ନୂଆଦିଲ୍ଲୀ: ଶିକ୍ଷକତାରେ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିହାର D.EL.Ed ୨୦୨୫ ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା ।
ବିହାର ସ୍କୁଲ ଆଡମିସନ ବୋର୍ଡ଼ ଜାନୁଆରୀ ୧୧ ତାରିଖରୁ ଆବେଦନ…
କାମ ଭଲ ହେଲେ ରହିବ ଚାକିରି, ଗୋଟିଏ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ମାଇକ୍ରୋସଫ୍ଟ
ନୂଆ ଦିଲ୍ଲୀ: ବିଶ୍ୱର ପ୍ରଯୁକ୍ତିବିଦ୍ୟାର ଟପ୍ ମାଇକ୍ରୋସଫ୍ଟରୁ ଏକ ଖରାପ ଖବର ଆସୁଛି । କମ୍ପାନୀ ଘୋଷଣା କରିଛି ଯେ ଏହା ୨୦୨୫ ମସିହାରେ ଚାକିରି ହ୍ରାସ କରିବାକୁ ଯୋଜନା କରୁଛି ଏବଂ କମ୍ପାନୀର କାର୍ଯ୍ୟଦକ୍ଷତା…