Browsing Category

ଶିକ୍ଷା

ଜୁଲାଇ ୨୦ରେ ହେବ ସିଷ୍ଟମ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା: OSSC ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଫେବୃଆରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଏହି…

ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି: ଜୁଲାଇ ୧୪ରେ ଲିଖିତ ପରୀକ୍ଷା, ସମ୍ପୂର୍ଣ୍ଣ ବିବରଣୀ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାୟପକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି…

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଇମରଜେନ୍ସିର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ବିବାହିତ ମହିଳାମାନଙ୍କୁ ଦେଉନାହାନ୍ତି ଚାକିରି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ଫକ୍ସକନ ଇଣ୍ଡିଆ ନିଜ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ କାମରେ ରଖୁନାହିଁ । ଏଥିରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ତାମିଲନାଡୁର ଶ୍ରମ ବିଭାଗରୁ ରିପୋର୍ଟ…

ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଟ୍ରିକ ପ୍ରମାଣପତ୍ର, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ସଂଶୋଧନ ?

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଦଶମ ଶ୍ରେଣୀ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସବୁ ଜିଲାର ସଦର ମହକୁମାରେ ବିତରଣ କେନ୍ଦ୍ର ଖୋଲାଯାଇଛି।…

ଭାରତୀୟ ସେନାରେ ଅନେକ ପଦବୀ ପାଇଁ ବମ୍ପର ନିଯୁକ୍ତି: ଦଶମ ପାସ୍ କରିଥିଲେ ତୁରନ୍ତ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ଭାରତୀୟ ସେନା ହାବିଲଦାର ଏବଂ ନାଏବ ସୁବେଦାର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।…

ଜୁନିୟର MVI ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ର ଜୁନିୟର ଏମଭିଆଇ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଗତ ୯ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରିଲିମିନାରୀ…

OJS-2023 ପ୍ରିଲିମ୍ସ ପରୀକ୍ଷାର Answer Key ଜାରି କଲା OPSC: ଜୁଲାଇ ୩ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ୍ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପ୍ରିଲିମିନାରୀ ପରୀକ୍ଷାର ଆନସର କି ଜାରି କରାଯାଇଛି । ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ…

ଆସନ୍ତା ସପ୍ତାହରେ ଘୋଷଣା ହେବ NEET-PGର ନୂଆ ପରୀକ୍ଷା ତାରିଖ: NBEMS ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ଜୁନ୍ ୨୩ରେ ହେବାକୁ ଥିବା ନୀଟ-ପିଜି ୨୦୨୪କୁ ସ୍ଥଗିତ ରଖାଯାଇଥିଲା । ପରୀକ୍ଷାର ପୂର୍ବ ଦିନ ଜୁନ୍ ୨୨ରେ ରାଷ୍ଟ୍ରୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ (ଏନବିଇଏମଏସ) ଦ୍ୱାରା ଏହି ନିଷ୍ପତ୍ତି…

ଭାରତୀୟ ସେନାରେ ଆସିଲା ନୂତନ ନିଯୁକ୍ତି ସୁଯୋଗ, ଏବେ ଠାରୁ କରନ୍ତୁ ଆବେଦନ

ଓଡିଶା ଭାସ୍କର: ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ…