CHARIDHAM
Browsing Category

ଅପରାଧ

ଯାଜପୁର: ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ନାବାଳିକା ଫେରାର

ଯାଜପୁର: (ଓଡ଼ିଶା ଭାସ୍କର) ପରିବାର ଲୋକଙ୍କୁ ନିଶା ଦେଇ ଘରୁ ଫେରାର ହୋଇ ଯାଇଛି ନାବାଳିକା। କୁଆଖିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ଫେରାର।…

ବନ୍ଧୁକ ଦେଖାଇ ରାଜସ୍ୱ ନିରୀକ୍ଷକଙ୍କଠୁ ସୁନା ଚେନ୍‌ ଓ ଟଙ୍କା ଲୁଟି ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ: ବନ୍ଧୁକ ଦେଖାଇ ରାଜସ୍ୱ ନିରୀକ୍ଷକଙ୍କ ଅଫିସରୁ ଲୁଟ୍‌। କରଞ୍ଜିଆ ଥାନା ପାଟ୍‌ବିଲ୍‌ RIଙ୍କ ଠାରୁ ଲୁଟିନେଲେ ସୁନା ଚେନ୍‌ ଓ ଟଙ୍କା। ୨ ଦୁର୍ବୃତ୍ତ ଲୁଟି ଚମ୍ପଟ୍‌, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌।…

ପ୍ରେମିକା ସହ ଡାକ୍ତରଙ୍କ ଅଶ୍ଲୀଳ ବ୍ୟବହାର, ପ୍ରେମିକ କରିଦେଲା ମର୍ଡର୍

ନୂଆଦିଲ୍ଲୀ: ଇକୋଟେକ୍-୩ ଅଞ୍ଚଳରେ ଦିଲ୍ଲୀରେ ରହୁଥିବା ଜଣେ ଡାକ୍ତରଙ୍କୁ ହତ୍ୟା ମାମଲାରେ ପୁଲିସ ତାଙ୍କ ଭଡ଼ାଟିଆକୁ ଗିରଫ କରିଛି। ଭଡ଼ାଟିଆ ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କ ପ୍ରେମିକାଙ୍କୁ ଅଶ୍ଳୀଳ ବ୍ୟବହାର…

ଯାତ୍ରା ଦେଖିବା ପଡ଼ିଲା ମହଙ୍ଗା, ୪ ଜଣଙ୍କ ଘରେ କଳାକନା ବୁଲାଇଲେ ଚୋର

ସୋର: ଯାତ୍ରା ଦେଖିବାକୁ ଯାଇଥିବା ସମୟରେ କଳାକନା ବୁଲାଇଲେ ଚୋର । ଚାରି ଜଣଙ୍କ ଘରୁ କବାଟ ତାଡ଼ି ଲୁଟି ନେଲେ ସୁନା ଗହଣା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ସୋର ଥାନା ଅନ୍ତର୍ଗତ ତୁଣ୍ଡପଡ଼ା ଗାଁରେ ।…

ବାରିପଦା: ଶୁଆ ଶାବକ ଚୋରା ଚାଲାଣ ବେଳେ ଧରି ଦେଲା ବନ ବିଭାଗ

ବାରିପଦା: ଆଖି ଖୋଲିବ ଆଗରୁ ମାଆ ଶୁଆ ପାଖରୁ ଶୁଆ ଶାବକ ଚୋରାଇ ଆଣିଥିଲା ଦୁର୍ବୃତ୍ତ। ବଜାରରେ ଚଢ଼ା ଦରରେ ବିକ୍ରି କରି ମଲେମାଲ ହେବା ଆଶା ନେଇ କରୁଥିଲା ଚୋରା ଚାଲାଣ। ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ବନ…

ପୋଲିସକୁ ବଡ଼ ସଫଳତା: ୧୩୧୩ କିଲୋ ଗଞ୍ଜେଇ ଜବତ, ୪ ଜଣ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ 1313 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ…

ଆଶ୍ଚର୍ଯ୍ୟ! ନିର୍ମାଣଧିନ ରାସ୍ତାତଳୁ ବାହାରୁଛି ପାହାଡ଼ି ରତ୍ନ ପଥର, ବୋହି ନେଉଛନ୍ତି ଲୋକେ

ବୌଦ୍ଧ: ନିର୍ମାଣଧୀନ ରାସ୍ତା ତଳୁ ଖୋଳିଲେ ବାହାରୁଛି ମୂଲ୍ୟବାନ ରତ୍ନପଥର। ଏହାକୁ ପାଇବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଛି । କେଜି ପିଛା ୨୫ଶହରୁ ୩ହଜାର ଟଙ୍କା ଦେଇ କିଣି ନେଉଛନ୍ତି ମାଫିଆ । ଏଭଳି…

Breaking: ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପୋଲିସର ପଚରା ଉଚରା ଜାରି

ବଣାଇ: ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର ମାରିଛନ୍ତି । ମହୁଲପଦା ଥାନା ସହିଡିହା ୟୁପି ସ୍କୁଲର ୧୫ ଛାତ୍ର ହଷ୍ଟେଲରୁ ଫେରାର୍ ହୋଇଯାଇଥିବା ସୂଚନା । ଫେରାର୍ ଛାତ୍ରମାନଙ୍କୁ ବାରକୋଟ୍ ଅଞ୍ଚଳରୁ ଉଦ୍ଧାର…

ବେଇମାନ ସାଙ୍ଗ! ମାତ୍ର ୧୦୦ ଟଙ୍କା ଦେଇ ନିଜ ସାଙ୍ଗକୁ ବଳାତ୍କାର କରାଇବାକୁ ଚାହୁଁଥିଲା, ଆଉ ତା’ ପରେ…

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣମାନଙ୍କୁ ଚିନ୍ତାରେ ପକାଇଦେବ ନିଶ୍ଚୟ । ଜଣେ ସ୍କୁଲ  ଛାତ୍ର କ୍ଲାସର ଜଣେ ଛାତ୍ରୀଙ୍କୁ ରେପ୍ ଓ ହତ୍ୟା କରିବା ପାଇଁ ଦେଇଛନ୍ତି ସୁପାରୀ ।…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରିବ ସାଇଣ୍ଟିଫିକ ଟିମ୍

ମାଲକାନାଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ୨୨ ବର୍ଷୀୟ…