Browsing Category

ଅପରାଧ

Video; ସରକାରଙ୍କୁ ଓପନ୍ ଚ୍ୟାଲେଞ୍ଜ କଲେ ବାଲି ମାଫିଆ, ଚଢାଉ ବେଳେ ମାଇନିଂ ଅଫିସରଙ୍କୁ ଘେରିଗଲେ…

କପ୍ତିପଦା: (ଓଡ଼ିଶା ଭାସ୍କର) ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡି ଏବଂ ଅଧିକାରୀ ରଖିଲେ ଅଟକ ।…

ବଡ଼ ଖବର; ଓୱେସିଙ୍କ ବାସଭବନ ଉପରେ ଆକ୍ରମଣ; ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଘର ବାହାରେ ନାରାବାଜି ଓ କଳା କାଳି ଫିଙ୍ଗିବା ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ। ଏହି ଘଟଣାରେ ଏତଲା…

Video; ରାତାରାତି ନେଲେ ଆକ୍ସନ, କୋଟିପତି ମାଫିଆଙ୍କ ହଜିଲା ନିଦ, ରାତିରେ ଆସି ମୋରମକୁ ନିଲାମ କଲା ପ୍ରଶାସନ

ବାଲେଶ୍ୱର: (ଓଡ଼ିଶା ଭାସ୍କର) କୋଟିପତି ମାଫିଆଙ୍କ ଉପରେ ଆକ୍ସନ । ରାତା ରାତି ହେଉଥିଲା ଚୋରି, ସାଧା ପୋଷାକରେ ଆସି କଲେ ସାବାଡ଼ । ମୋହନ ସରକାର ହଜାଇଦେଲେ ନିଦ । ରାତିରେ ଆସିଲେ ସରକାରୀ କର୍ମଚାରୀ କଲେ ନିଲାମ । ଯାହା…

Video; କୁକୁର ଛାଡ଼ିବା ଅଭିଯୋଗକୁ ଖଣ୍ଡନ କଲେ ରଘୁନନ୍ଦନ ଦାସ, କହିଲେ ”ମୁଁ ଭାବିଲି କ୍ରିମିନାଲ ପଶି ଆସିଛନ୍ତି ବୋଲି”

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡିର ପୂର୍ବତ୍ତନ ବିଧାୟକ ରଘୁ ନନ୍ଦନ ଦାସ । ଗଣ ମାଧ୍ୟମ ପ୍ରତିନିଧିଙ୍କ ଉପରକୁ କୁକୁର ଛଡ଼ି ଦେଇଥିଲେ । ଯାହା ପରେ ଥାନାରେ ହୋଇଥିଲା ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ ମାମଲା ।…

ଚୋରି କରି ସୁନ୍ଦରୀ ଝିଅଙ୍କ ପଛରେ ଟଙ୍କା ଉଡ଼ାଉଥିଲେ ବୃଦ୍ଧ; ଧରାପଡ଼ିଗଲା କାରନାମା

ଇନ୍ଦୋର: ବଲିଉଡର ଲୋକପ୍ରିୟ ଗୀତ 'ଦିଲ୍ ତୋ ବଚା ହୈ ଜୀ' ଆପଣ ନିଶ୍ଚୟ ଶୁଣିଥିବେ। ମଧ୍ୟପ୍ରଦେଶର ଇନ୍ଦୋରରୁ ଧରାପଡ଼ିଥିବା ଜଣେ ବୟସ୍କ ଚୋରଙ୍କ ସହ ଏହି ଗୀତଟି ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି। ଏହି ବୃଦ୍ଧ ବ୍ୟକ୍ତି ଜଣକ…

ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ

ଓଡିଶା ଭାସ୍କର : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡଧରଣର ସଫଳତା । କାଶ୍ମୀରସ୍ଥିତ ଡୋଡାରେ ଭାରତୀୟ ସୈନିକଙ୍କ ହାତରେ ନିପାତ ହୋଇଛନ୍ତି ୩ ଆତଙ୍କବାଦୀ । ଗତ କିଛି ଦିନ ହେବ ସୁରକ୍ଷାକର୍ମୀ ଓ…

କୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟ୍‌କା; ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୩ ଦିନିଆ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି…

ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ; ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ

କୋରାପୁଟ: (ଓଡ଼ିଶା ଭାସ୍କର) ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ହୃଦୟବିଦାରକ ଖବର । ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲା ଦୁର୍ବୃତ୍ତ । ବାଇକ୍‌ରେ ଆଣି…

ଲୁଟେରା ଗ୍ୟାଙ୍ଗର ଶିକାର ହେଲେ ଲୋକ ପାଇଲଟ, ୩ ଗିରଫ

ଭୁବନେଶ୍ୱର: ରାଉରକେଲା ଅଞ୍ଚଳରୁ କିଛିଦିନ ତଳେ ଜଣେ ଲୋକ ପାଇଲଟ ଲୁଟର ଶିକାର ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହି ଦୁର୍ବୃତ୍ତ ଲୋକ ପାଇଲଟଙ୍କୁ ଅପହରଣ କରିନେଇ ସୁନା ଚେନ ସହ ୧ ଲକ୍ଷ ୨୪ ହଜାର ଟଙ୍କା ଲୁଟ…

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଟ୍ରେନରେ ଯାତ୍ରାରେ ମିଳିବ ବିଶେଷ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳିବ ଜବରଦସ୍ତ ଫାଇଦା । କୋରନା ମହାମାରି ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ଲାଗୁ ହୋଇଥିବା ଟ୍ରେନ ଭଡାର ରିହାତି ଅଟକ ରହିଥିଲା । ବର୍ତ୍ତମାନ ଏହା ପୁଣିଥରେ…