fbpx
Browsing Category

ଅପରାଧ

କାନପୁର ହିଂସା: ୩୫ ଗିରଫ, ୧୦୦୦ଙ୍କ ବିରୋଧରେ ମାମଲା; ଦୁର୍ବୁତ୍ତଙ୍କ ସମ୍ପତ୍ତି ଉପରେ ଚାଲିବ ବୁଲଡୋଜର

କାନପୁର: ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ଉତ୍ତର ପ୍ରଦେଶର କାନପୁରଠାରେ ତୁମୁଳ ସଂଘର୍ଷ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ସଂଘର୍ଷରେ ପ୍ରବଳ…

୫ଟଙ୍କାର ଲେମ୍ବୁ ପାଇଁ ବିବାଦ; ଗ୍ରାହକଙ୍କୁ ଗୁଳି କଲା ଦୋକାନୀ

ରାଜସ୍ଥାନ: ପାଞ୍ଚ ଟଙ୍କାର ଲେମ୍ବୁକୁ ନେଇ ବିବାଦରେ ଜଣେ ବ୍ୟକ୍ତିଙ୍କ ଜୀବନ ଶେଷ ହୋଇଯାଇଛି। ଏହି ଘଟଣା ରାଜସ୍ଥାନର ଭରତପୁରରେ ଘଟିଛି। ରାଜସ୍ଥାନର ଭରତପୁର ଡିଗ ଥାନା ଅଞ୍ଚଳରେ ୫ଟଙ୍କାର ଲେମ୍ବୁ କିଣିବାକୁ ନେଇ…

ପ୍ରଥମେ କିଡନୀ ରାକେଟ୍ ର ଶିକାର ହୋଇଥିଲେ, ତା’ପରେ ନିଜ ଗ୍ୟାଙ୍ଗ ଚଳାଇ ଲୋକଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ କିଡନୀ ପ୍ରତିରୋପଣ ରାକେଟ୍ ମାମଲାରେ ୧୦ ଜଣଙ୍କୁ ଗିରଫ ହେବାର ଗୋଟିଏ ଦିନ ପରେ ପୋଲିସ ଏହି ଗ୍ୟାଙ୍ଗ ବିଷୟରେ ପୋଲିସ ଅଧିକ ସୂଚନା ଦେଇଛି। ପୋଲିସ କହିଛି ଯେ ଏହି ଗ୍ୟାଙ୍ଗର ଅଭିଯୁକ୍ତ…

ଲେଡିସ୍ ହଷ୍ଟେଲ୍ ବାଥରୁମ ସାୱାରରେ କ୍ୟାମେରା ଲଗାଇଥିଲା ଡାକ୍ତରଙ୍କ ପୁଅ, ଭିଡିଓକୁ ନେଇ କରୁଥିଲା ବ୍ଲାକମେଲ

ପ୍ରୟାଗରାଜ: ଆପଣ ତ ଜାଣିଥିବେ ଏପରି କିଛି ଚେଞ୍ଜିଂ ରୁମ ବା ବାଥରୁମ ଅଛି ଯେଉଁଠାରେ ଅପରାଧୀ ମାନେ ବିଭିନ୍ନ କୌଶଳରେ ଛୋଟ ଛୋଟ କ୍ୟାମେରା ଲଗାଇଥାଆନ୍ତି । ଯଦି ଆପଣ ଛାତ୍ରାବାସରେ ରହୁଛନ୍ତି ତାହାଲେ ହୋଇଯାଆନ୍ତୁ…

ଧରାପଡ଼ିଲା କିଡନୀ ରାକେଟ, ୩ଲକ୍ଷରେ କିଣି ୩୦ ଲକ୍ଷରେ ବିକୁଥିଲେ

ଦିଳ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ଗରିବ ଲୋକଙ୍କୁ ଟାର୍ଗେଟ କରୁଥିବା କିଛି କିଡନୀ ଦଲାଲଙ୍କର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହି ରାକେଟରେ ସମ୍ପୃକ୍ତ ଥିବା ୧୦ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ…

୨୦ ଦିନ ତଳେ ହୋଇଥିଲା ପ୍ରେମ ବିବାହ, ପତ୍ନୀଙ୍କ ସହ ହେଲା ଝଗଡ଼ା, ଦେଇଦେଲେ ଜୀବନ

ମାତ୍ର ୨୦ ଦିନ ପୂର୍ବରୁ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କ ଆତ୍ମହତ୍ୟା କରିବା ମାମଲା ସମସ୍ତଙ୍କୁ ଚକିତ କରିଛି । ଉତ୍ତରପ୍ରଦେଶ ଇଟାୱାରା ଉସରାହାର ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଯୁବକ ଜଣକ କାହିଁକି…

ପାକିସ୍ତାନରେ ଲଜ୍ଜା: ଚଳନ୍ତା ଟ୍ରେନରେ ଏସି କମ୍ପାର୍ଟମେଣ୍ଟରେ ସିଟ୍‌ ଅଫର କରି ମହିଳାଙ୍କୁ ଧର୍ଷଣ

ଇସଲାମାବାଦ: ସମାଜରେ ନାରୀମାନେ ଆଜି ବି ଅସୁରକ୍ଷିତ । ଭାରତ ହେଉ ବା ପାକିସ୍ତାନ, ମହିଳାମାନେ କେଉଁଠି ବି ସୁରକ୍ଷିତ ନାହାଁନ୍ତି । ରକ୍ଷକ ଯଦି ଭକ୍ଷକ ସାଜିବ କାହା ଉପରେ ଭରଷା କରିବେ ଲୋକେ । ଏହାରି ମଧ୍ୟରେ…

ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅଜବ କାରନାମା: ଶେଷରେ ଏୟା କଲେ!!

ଅନୁଗୋଳ(ସିପୁନ ସାହୁ-ଓଡିଶା ଭାସ୍କର): ଶିଶୁଙ୍କ ପାଇଁ ବିଦ୍ୟାଳୟକୁ ଆସୁଥିବା ଅଣ୍ଡା ଉପରେ ବି ଚୋରଙ୍କ ନଜର । ପିଲାମାନେ ପାଇବା ପୂର୍ବରୁ ଗାଏବ ହୋଇଯାଉଛି ଅଣ୍ଡା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ନିରାଟ…

ସ୍ୱାମୀଙ୍କ ସହ ପରକୀୟାପ୍ରୀତି ଥିବା ସନ୍ଦେହ କରି ମହିଳାଙ୍କୁ ଗଣଦୁଷ୍କର୍ମ କରାଇଲେ ସ୍ତ୍ରୀ

ହାଇଦ୍ରାବାଦ(ଓଡ଼ିଶା ଭାସ୍କର): ସ୍ୱାମୀଙ୍କର ପରକୀୟାପ୍ରୀତି ସମ୍ପର୍କ ଥିବା ସନ୍ଦେହରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଇବା ଭଳି ଅଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରତିଶୋଧର ଏକ ବିକୃତ ମାମଲା…

ଅଭାବନୀୟ: ନିଜ ହାତରେ ୬ ସନ୍ତାନଙ୍କୁ କୂଅରେ ଫିଙ୍ଗି ହତ୍ୟା କଲା ମା’

ନିଷ୍ଠୁର ସାଜିଲା ମମତାମୟୀ ମା’ । ସ୍ନେହ ବଦଳରେ ଦେଲା ମୃତ୍ୟୁ । ଆଉ ନିଜ ହାତରେ କରିଦେଲା ଛଅ ଛଅଟି କଅଁଳ ଶିଶୁଙ୍କ ହତ୍ୟା । ମହାରାଷ୍ଟ୍ରର ରାୟଗଡ଼ରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ…