Browsing Category

ଅପରାଧ

୭୦୦ କି.ମି ଦୂର ଚାଲି ଚାଲି ଗଲେ ନାବାଳିକା : ପ୍ରେମ ପାଇଁ ବ୍ଲେଡରେ କାଟିଲେ ହାତ

ଉତ୍ତରପ୍ରଦେଶ : ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମରେ ମଣିଷ କିଛି ବି କରିପାରେ । ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଆସିଛି ଉତ୍ତରପ୍ରଦେଶର କାନପୁର ଦେହତରୁ । ସେଠାରେ ଜଣେ ନାବାଳିକା ନିଜ ପ୍ରେମିକ…

ବେଆଇନ୍ ଦରଘା ହଟାଇବା ନୋଟିସ ପରେ ଜୁନାଗଡରେ ହିଂସା: ଡିଏସପିଙ୍କ ସମେତ ୪ ପୋଲିସ ଆହତ

ଜୁନାଗଡ: ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଜୋର ଧରିଛି ହିଂସା । ଜବରଦଖଲ ଜମିରେ ନିର୍ମିତ ଦରଘା ଭାଙ୍ଗିବା ପାଇଁ ନୋଟିସ ଦିଆଯିବା ପରେ ଏଠାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ମାରପିଟ ଏବଂ ଗଣ୍ଡଗୋଳ ଭଳି…

ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ, ପେଟ୍ରୋଲିଂ ସମୟରେ ଅଘଟଣ

କରଞ୍ଜିଆ: ଜଣେ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗାମୁଛାଝରଣ ଉପର ବାହାକାମୁଡାରେ ଘଟିଛି ଏପରି ଅଘଟଣ । କିଛିଦିନ ହେବ ଶିମିଳିପାଳ…

ମହିଳା IPS ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାମିଲନାଡୁର ପୂର୍ବତନ DGP, ମିଳିଲା ୩ ବର୍ଷର ଦଣ୍ଡ

ତାମିଲନାଡୁ : ମହିଳା IPS ଅଫିସର ଯୌନ ନିର୍ଯାତନା ମାମଲାରେ ତାମିଲନାଡୁର ପୂର୍ବ DGP ରାଜେଶ ଦାସଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାର ଆଦେଶ ହୋଇଛି । ଭିଲୁପୁରମର କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ସୂଚନା…

(Video) ଶେଷରେ ଭଗବାନଙ୍କ ଅବଢା ବି ଆସିଲା ନକଲି: ପୁରୀରେ ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା…

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲା: ବ୍ରିଜଭୂଷଣଙ୍କୁ କାହିଁକି ମିଳିଲା ଆଶ୍ୱସ୍ତି, ଆଗକୁ କ’ଣ ହେବ?

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ରାଷ୍ଟ୍ରପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ କୁସ୍ତି ନାରୀମାନଙ୍କ ଦ୍ୱାରା ଯୌନ ଶୋଷଣ ମାମଲାରେ ଏକ ବଡ଼ ଅଶ୍ଵସ୍ତି ପାଇଛନ୍ତି। ଦିଲ୍ଲୀ ପୋଲିସ…

ଗାର୍ଲଫ୍ରେଣ୍ଡକୁ ଅଧ ରାତିରେ ଦେଖାକରିବାକୁ ଡାକି ଟ୍ରେନ ସାମ୍ନାକୁ ଠେଲିଦେଲା, କହିଲା ମୁଁ ଟାଇମ ପାସ୍ କରୁଥିଲି ଏବଂ ସେ..

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ବାରାଣାସୀ-ପ୍ରତାପଗଡ ରେଳ ବିଭାଗର କାଠ୍ରିପୁର ନିକଟରେ ରେଳ ଟ୍ରାକରେ ଜଣେ ନାବାଳିକାର ମୃତଦେହ ମିଳିଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ୧୨ ଘଣ୍ଟା ମଧ୍ୟରେ ଗିରଫ କରି ଘଟଣାର…

ଫୁଟିଲା ଗୁଳି : ପୂର୍ବ ଶତ୍ରୁତାକୁ ନେଇ ଘଟିଲା ଅଘଟଣ

ଫୁଲବାଣୀ : ପ୍ରତ୍ୟେକ ଦିନ ମଣିଷ ଜୀବନରେ ଛୋଟ/ବଡ଼ କିଛି ନା କିଛି ଅଘଟଣ ଘଟିଥାଏ । କିଏ ଆତ୍ମହତ୍ୟା କରେ, ତ କିଏ ହତ୍ୟାର ଶୀକାର ହୋଇଥାଏ । ସେହିପରି ଏକ ଖବର ସାମ୍ନାକୁ ଆସିଛି ଫୁଲବାଣୀରୁ । ଫୁଲବାଣୀର ଡ଼ାକପାଲା ମଝିଆ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୧ କି.ମି ପର୍ଯ୍ୟନ୍ତ ଶୁଭିଲା ଧମାକାର ଶବ୍ଦ

ସମ୍ବଲ : ୟୁପିର ସମ୍ବଲ ଜିଲ୍ଲାର ଜନଗହଳି ଅଞ୍ଚଳର ଘର ଭିତରେ ବେଆଇନ ଭାବେ ଚାଲୁଥିବା ବାଣ ଫ୍ୟାକ୍ଟରିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୬ମାସର ଶିଶୁ ସହିତ ୨ଟି ଝିଅ ଏବଂ…

ଗାର୍ଲଫ୍ରେଣ୍ଡ ପ୍ରେମ ପଠାଇଦେଲା ଜେଲ: ବାର୍ ଭିତରେ ଗଣ୍ଡଗୋଳ କରି ୧୦ ଗିରଫ

ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ପାଇଁ ବାର ଭିତରେ ସୃଷ୍ଟି ହୋଇଛି ମହାଭାରତ କାଣ୍ଡ । ଗୋଟିଏ ନୁହେଁ ପ୍ରେମିକାଙ୍କ ପାଇଁ ଦୁଇଟି ବାର୍ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାମଲାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ…