Browsing Category

ଅପରାଧ

Big Breaking:ସମ୍ବଲପୁରରେ ପୁଣି ୮ଜଣ ଓକିଲ ଗିରଫ

ସମ୍ବଲପୁର:ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ପୁଣି ୮ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ଜଣଙ୍କୁ ଗିରଫ କରାଇଛି । ପୂର୍ବରୁ…

Video: ଭଉଣୀ ସହ ଛିଡାହୋଇଥିବା ଛାତ୍ରୀଙ୍କ ଉପରେ ଏସିଡ୍ ଆଟାକ୍, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ଏକ ସ୍କୁଲ ଛାତ୍ରୀଙ୍କ ଉପରେ ହୋଇଛି ଏସିଡ୍ ଆଟାକ୍ । ଏହି ଘଟଣା ଆଜି ସକାଳ ପ୍ରାୟ ୯ଟାରେ ହୋଇଥିବା ଜଣାପଡିଛି । ଏହା ପରେ ଯୁବତୀଙ୍କର ସଫଦରଗଞ୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ଶ୍ରଦ୍ଧାଞ୍ଜଳୀଙ୍କୁ ହାଇକୋର୍ଟଙ୍କ ଝଟକା; ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ହନି ଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମାଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରତ୍ୟେକ ଦିନ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଅଡୁଆ…

VIDEO: ସ୍ମାର୍ଟଫୋନ ଚୋରିକରି ପଳାଉଥିଲା ଚୋର, ଶେଷରେ କବାଟ ପାଖେ ଘଟିଲା ଏପରି ଦୃଶ୍ୟ

ଚୋରି କରିବା ଏକ ଅପରାଧ , ଏହା ସମସ୍ତେ ଜାଣିଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ । ଏହା ସତ୍ତ୍ୱେ, କିଛି ଲୋକ ଶୀଘ୍ର ଟଙ୍କା ରୋଜଗାର ପାଇଁ ଚୋରି କରିବାକୁ ପଛାଉ ନାହାନ୍ତି। ଏହା ମଧ୍ୟ କୁହାଯାଇଛି ଯେ ଜଣେ…

ହାତୀକୁ ପୋଡି ପ୍ରମାଣ ନଷ୍ଟ ମାମଲା, ୩ କର୍ମଚାରୀ ଗିରଫ

ବାରିପଦା: ଆଜି ଶିମିଳିପାଳରେ ବନ୍ୟପ୍ରାଣୀଙ୍କୁ ନେଇ କଡା ତଦନ୍ତ ଜାରି ରଖିଛି । ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବଢିଯିବା କଥା ସାମ୍ନାକୁ ଆସୁଛି । ସକାଳେ ମହାବଳ ବାଘ ଚମଡା ବିକ୍ରି ପାଇଁ ଜଣେ ଗିରଫ ହୋଇଥିବା…

(Video) ଭଗବାନଙ୍କୁ ବି ଛାଡ଼ିଲେନି! ଘରର ମନ୍ଦିରରେ ଲୁଚାଇଥିଲେ ବେଆଇନ ମଦ, ଏପରି ଖୋଜିଲା ପୋଲିସ

ମଦ ଚୋରା ଚାଲାଣକାରୀମାନେ ବେଆଇନ ମଦ ବିକ୍ରି ପାଇଁ ଅନେକ ଅଜବ ଆଇଡିଆ ବାହାର କରନ୍ତି । କେତେକ ଲୋକ ଗାଡ଼ିର ଡୋରରେ ଲୁଚାଇ ରଖନ୍ତି ତ’ ଆଉ କେଉଁ ସ୍ଥାନରେ ହ୍ୟାଣ୍ଡ ପମ୍ପରୁ ମଦ ବାହାରେ । ବର୍ତ୍ତମାନ ଏହି ମଦ ଚୋରା…

ଅସୁରକ୍ଷିତ ଶିମିଳିପାଳ, ଜବତ ହେଲା ମହାବଳ ବାଘ ଚମଡ଼ା

ବାରିପଦା: ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶିକାରୀମାନେ ଶିମିଳିପାଳରେ ପଶୁଙ୍କୁ ଶିକାର କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତଥ୍ୟକୁ ପୋଡ଼ିଦେଇଥିବା ବେଳେ, ବର୍ତ୍ତମାନ ଅନ୍ୟ ଏକ…

ଭୁବନେଶ୍ୱରରେ ଚାଞ୍ଚଲ୍ୟ; ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାର ଲାଗିଛି । ଖାସ କରି ଝିଅ ଓ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଏହି ସମାଜ । ଫଳରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ନାରୀ…

ବିବାଦ ଘେରରେ କୋଟା : ଦିନ କୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ସଂଖ୍ୟା, ଛାତ୍ରଛାତ୍ରୀ ପାଇଁ କୋଟା ସୁରକ୍ଷିତ କି ?

କୋଟା: କୋଟା ରାଜସ୍ଥାନର ଏକ ସହର ଯାହା କେବଳ ଏହାର ପ୍ରାଚୀନ ସ୍ଥାପତ୍ୟ ସ୍ଥାନ ଏବଂ ଚମତ୍କାର ଉଦ୍ୟାନ ପାଇଁ ପ୍ରସିଦ୍ଧ ନୁହେଁ ବରଂ ଆଇଆଇଟି ଏବଂ ମେଡିକାଲ୍ କଲେଜରେ ଦାଖିଲା ଭରିବା ପାଇଁ ଉଚ୍ଚତ୍ତମ କୋଚିଂ କ୍ଲାସ୍…

ଭାରତ ଯୋଡୋ ଯାତ୍ରାରେ ତମ୍ବୁ ଜାଳିବାକୁ ଉଦ୍ୟମ: ଚାରିଜଣ ଅଭିଯୁକ୍ତକାରୀ ଗିରଫ

ନୂଆଦିଲ୍ଲୀ :ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରର ଏକ ତମ୍ବୁରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ସାୱାଇମାଧୋପୁରର ବାମନୱାସରେ କିଛି ଅଜ୍ଞାତ ବ୍ୟକ୍ତି ନିଆଁ ଲଗାଇବାକୁ ପ୍ରସ୍ତୁତ…