Browsing Category

ଅପରାଧ

ପଶ୍ଚିମବଙ୍ଗରେ ୬୫ କୋଟିର ହେରୋଇନ୍ ଜବତ: ୨ ଓଡ଼ିଆ ଗିରଫ

ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଧରାପଡ଼ିଲା ବଡ଼ଧରଣର ନିଶା ର୍ୟାକେଟ । ଚଢ଼ାଉ କରି ୬ ନିଶା ମାଫିଆଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍ । ୬ ନିଶା ମାଫିଆଙ୍କ ଠାରୁ ଜବତ ହେଲା ୧୩ କେଜି ହେରୋଇନ୍ । ଜବତ ହେରୋଇନର ମୂଲ୍ୟ…

୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ରେକର୍ଡ କରି ଧମକ, ୩ ଗିରଫ

ନୂଆଦିଲ୍ଲୀ: ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଘଟଣା ସମୟର ଭିଡିଓ କରି ଧମକ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୋକ୍ସୋ ଆକ୍ଟ୍ ଅଧୀନରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହିଭଳି ଏକ ଘଟଣା…

କଦଳୀ ଗଛ କଟାକୁ ନେଇ ୨ ପରିବାରର ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୫ ଗୁରୁତର, ୧୧ ଆହତ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମରେ ଏକ ପୋଖରୀ ସୀମାରେ କଦଳୀ ଗଛ କଟାକୁ ନେଇ ବିବାଦରୁ ଗଣ୍ଡଗୋଳ ପରେ ରକ୍ତାକ୍ତ ସଂଘର୍ଷ ହୋଇ ୨ ପରିବାରର ୧୧ ଆହତ ହୋଇ ବାଲିପାଟଣା ଗୋଷ୍ଠି…

ରାଜଧାନୀର ରାସ୍ତାକଡ଼ରେ ଚାଲିଥିଲା ମଦ ଆସର, ହଠାତ୍ ହେଲା ଚଢାଉ: ଇତିଶ୍‌ ପ୍ରଧାନଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏପଟେ କରୋନା ସଂକ୍ରମଣ ସହରୀବାସୀଙ୍କୁ ଭୟଭୀତ କରିଥିବାବେଳେ ସେପଟେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମଦ ଆସର ଜମାଇବା କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହିପରି ଏକ…

ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଅନ୍‌ଲାଇନ୍‌ରେ ଯୁବକ ଠକି ନେଲେ ଲକ୍ଷାଧିକ ଟଙ୍କା, ପ୍ରତାରକ ପ୍ରେମିକକୁ ଟ୍ରାକ୍ କରି ଧରିଲା ପୁଲିସ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ସୋସିଆଲ ମିଡିଆ ଜରିଆରେ ସମ୍ପର୍କ ରଖି ବିବାହ ପ୍ରତିଶୃତି ଦେଇ ଓଡିଶାର ବିଭିନ୍ନ ସ୍ଥାନର ନିରୀହ ଯୁବତୀମାନଙ୍କୁ ଟଙ୍କା ଠକେଇ କରୁଥିବା ଯୁବକଙ୍କୁ ଛତ୍ରପୁର ପୋଲିସ ଗିରଫ କରିବାରେ ସକ୍ଷମ…

ଥାନା ଆଇଆଇସିଙ୍କୁ ଛୁରାମାଡ଼ ଅଭିଯୋଗ: ଆକ୍ରମଣକାରୀଙ୍କ ନାଁରେ ପୋଲିସର ମାମଲା ରୁଜୁ

କଳାହାଣ୍ଡି: ଜୟପାଟଣା ଥାନା ଆଇଆଇସିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ । ଛୁରାମାଡ଼ରେ ଥାନା ଆଇଆଇସି ବାସୁଦେବ ଛତ୍ରିଆ ଆହତ ହୋଇଛନ୍ତି । ତେବେ ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ…

ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା: ଗାଁ ମଝିରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ

ଢେଙ୍କାନାଳ: ଗାଁ ମଝିରେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା । କଙ୍କଡାହାଡ ଗାଁର ୱାର୍ଡ ମେମ୍ବର ଲିଲି ବେହେରାଙ୍କ ସ୍ୱାମୀ ବିଜୟଙ୍କୁ ହତ୍ୟା । ସଦର ଥାନା ନମିଚିରା ଗାଁରେ କିଛି ଦୁର୍ବୁତ୍ତ ଖଣ୍ଡାରେ…

ବଧୂହତ୍ୟା ଅଭିଯୋଗ ନେଇ ଥାନା ଘେରିଲେ ବାପ ଘର ଲୋକ: ଦେଖନ୍ତୁ ଭିଡିଓ…

ଯାଜପୁର ଜିଲା ବିଂଝାରପୁର ଥାନା ଉତ୍ତରକୁଳ ଗାଁ ରେ ବଧୁ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ। ସୂଚନା ମୁତାବକ ମଙ୍ଗଳପୁର ଥାନା ନିଜାମପୁର ଗାଁ ର ତପସ୍ୱିନି ଉତ୍ତରକୁଳ ଗାଁର…

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ମାମଲା: ଗିରଫ ହେଲା ବ୍ଲାକମେଲର ପିଣ୍ଟୁଆ(Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗ୍ରାମର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଉଭୟଙ୍କୁ ବ୍ଲାକ ମେଲ କରୁ୍ଥିବା ଅଡିଓ ଭାଇରାଲ ପରେ ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁଆ କୁ ଗିରଫ…

ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରି ସ୍କୁଲ ଶିକ୍ଷକ ଗିରଫ

ଜୟପୁର: ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଉ ଏହିଭଳି କାଣ୍ଡ ଘଟାଇଛନ୍ତି ପୀଡ଼ିତାଙ୍କ ସ୍କୁଲର ଶିକ୍ଷକ । ଅଭିଯୁକ୍ତ ଶିକ୍ଷକଙ୍କୁ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏହିଭଳି…