Browsing Category
ଅପରାଧ
ଅବକାରୀ ବିଭାଗର ଚଢ଼ଉ, ଦେଶୀ ମଦ ସହ ପାଞ୍ଚ ଗିରଫ
ବାଲେଶ୍ୱର: ବଢ଼ିବାରେ ଲାଗିଛି ଚୋରା ମଦ କାରବାର । ଦିନ ଦ୍ୱିିପ୍ରହର ଘରକୁ ଘରକୁ ଯାଇ ବିକ୍ରି କରାଯାଉଛି ମଦ । ତେବେ ଶୁକ୍ରବାର ବାଲେଶ୍ୱର ଅବକାରୀ ଅଧିକ୍ଷକ ଅଶୋକ ଶତପଥୀଙ୍କ ନେତୃତ୍ୱରେ ସୋର ଅବକାରୀ ଏବଂ ଖଇରା ଅବକାରୀ…
MPରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ୱର! ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦାବି
ଓଡ଼ିଶା ଭାସ୍କର ବ୍ୟୁରୋ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶୁଭିଲା ଦେଶଦ୍ରୋହର ସ୍ୱର । ପାକିସ୍ତାନ ଜିନ୍ଦାବାଦ ନାରା ଦେବା ମହଙ୍ଗା ପଡ଼ିଲା କେତେକ ଅସାମାଜିକ ବ୍ୟକ୍ତିଙ୍କୁ । ଆଉ ଏହାକୁ ନେଇ ଆହ୍ୱାନ ଆଖଡ଼ାର ମହାମଣ୍ଡଳେଶ୍ୱର…
ଗାଡ଼ିରେ ସିକ୍ରେଟ୍ ଚାମ୍ବର କରି ଚାଲିଥିଲା ଗଞ୍ଜେଇ କାରବାର, ଧରିଲା ପୋଲିସ: ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଅଟକ
ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚାଲାଣ
Bedରେ ସ୍ତ୍ରୀ ସହ ପଡ଼ୋଶୀକୁ ଦେଖିବା ପରେ…ସ୍ୱାମୀ ବଖାଣିଲେ
ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ପରେ ସ୍ତ୍ରୀକୁ ପଡ଼ୋଶୀ ସହ ପ୍ରେମ ହୋଇଗଲା । ସ୍ୱାମୀକୁ ଧୋକା ଦେଇ ପଡ଼ୋଶୀ ସହ ରାତି ରାତି ମିଶିବାକୁ ଯାଉଥିଲେ ସ୍ତ୍ରୀ । ଆଉ ଏହି କଥାକୁ ସବୁ ରେକର୍ଡ କରିଦେଲା ଘରେ ଲାଗିଥିବା ସିସିଟିଭି…
ଏସିଏଫ୍ ମୃତ୍ୟୁ ରହସ୍ୟ: ଥାନାଧିକାରୀ ମମତା ପଣ୍ଡାଙ୍କୁ ଚାଲିଛି ଜେରା, ପୋଲିସ ଦେଇଥିଲା କ୍ଲିନଚିଟ୍, କ୍ରାଇମବ୍ରାଞ୍ଚ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଜାରି ରହିଛି । ତେବେ ଆଜି ଗୁରାଣ୍ଡି ଥାନାଧିକାରୀ ମମତା ରାଣୀ…
ସେକ୍ ରେହେମାନ୍ ହତ୍ୟା ମାମଲାର ମୁଖ୍ୟ ଆସାମୀ ଦାରା ସିଂ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ (ଭାସ୍କର ନ୍ୟୁଜ୍): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଲୁଗା ବ୍ୟବସାୟୀ ସେକ୍ ରେହେମାନ୍ ହତ୍ୟା ମାମଲାରେ ଆସାମୀ ଦାରା ସିଂଙ୍କ ଆବେଦନର ଶୁଣାଣି ଶେଷ ହୋଇଯାଇଛି । ହାଇକୋର୍ଟ ଏହାର ଶୁଣାଣି ଶେଷ କରି ମାମଲାର ରାୟକୁ…
ଚାକିରୀ ଦେବୁ ବୋଲି କହି ଚଳନ୍ତା କାରରେ ମହିଳାଙ୍କୁ ଦୁଷ୍କର୍ମ
ନୂଆଦିଲ୍ଲୀ: ଦେଶ ଆଗକୁ ବଢ଼ିବା ସହିତ ବିଭିନ୍ନ ପ୍ରାନ୍ତରୁ ଅପରାଧର ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଖୋଦ୍ ଜାତୀୟ ରାଜଧାନୀ ଦିଲ୍ଲୀରୁ ମହିଳାଙ୍କ ପ୍ରତି କରାଯାଇଥିବା ଏକ କ୍ରୁର ଅପରାଧର ଖବର ସାମନାକୁ ଆସିଛି ।…
ବ୍ୟାଟେରି ଚୋରି ରାକେଟ୍ ପର୍ଦ୍ଦାଫାସ, ବନ୍ଧାହେଲେ ୬ ଜଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ରାଜ୍ୟରେ ମାତିଛନ୍ତି ବ୍ୟାଟେରି ଚୋର । ଆଉ ଏହି ରାକେଟ ଗଞ୍ଜାମରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ଅଭିନବ କୌଶଳରେ ବିଭିନ୍ନ ଗାଡ଼ିରୁ ବ୍ୟାଟେରି ବାହାର କରି…
ମମତାଙ୍କୁ ଝଟକା: CBI କରିବ ବେଙ୍ଗଲ ହିଂସାର ତଦନ୍ତ
ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାର…
ସୀମା ଟପିଲା ବର୍ବରତା; ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା
ନୂଆଦିଲ୍ଲୀ: ଗୋଟିଏ ପଟେ ତାଲିବାନ ବର୍ବରତାରେ ଆଫଗାନ ବାସୀ ଅତିଷ୍ଠ ହୋଇଥିବା ବେଳେ ବିଶ୍ୱର ଅନ୍ୟ ଏକ ପ୍ରାନ୍ତରେ ୩୭ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଆଫ୍ରିକୀୟ ରାଷ୍ଟ୍ର ନାଇଜରରେ ଘଟିଯାଇଛି ଏହି ବର୍ବର ଘଟଣା…