Browsing Category

ମନୋରଞ୍ଜନ

ଅନ୍ତର୍ଜାତୀୟ ସ୍ତରର ଗାୟିକା ଓ ଅଭିନେତ୍ରୀ ଜାନେ ବିରକିନଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଜଣାଶୁଣା ଗାୟିକା ଓ ଅଭିନେତ୍ରୀ ଜାନେ ବିରକିନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ବିରକିନଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଇଂରାଜୀ-ଫ୍ରେଚରେ ବିଶେଷ…

Exclusive: ବିବାଦ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର, ଆଉ ଦେଲେ କଡ଼ା ଜବାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ବଲିଉଡ, ଓଲିଉଡ ଓ ଟଲିଉଡ ଅଭିନେତା ମନୋଜ ମିଶ୍ର ଏବେ ବିବାଦ ଘେରରେ । ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ମନୋଜ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତାମତ…

ସାଉଥର ଏହି ଫିଲ୍ମ ବକ୍ସ ଅଫିସରେ କରୁଛି ଧମାଲ: ୧୪ କୋଟି ବଜେଟରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ର ସାମ୍ନାରେ ସବୁ ପଡିଲେ ଫିକା

ହାଇଦ୍ରାବାଦ : ଆଜିକାଲି ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ରରେ VFX ଯୋଡି ବଜେଟକୁ ତିନିଗୁଣ କରିବାକୁ ଦ୍ୱିଗୁଣିତ କରିଛନ୍ତି। ପ୍ରତ୍ୟେକ ଥର ଫିଲ୍ମରେ VFX ଅନ୍ତର୍ଭୁକ୍ତ କରିବା ଜରୁରୀ ନୁହେଁ।ଚଳଚ୍ଚିତ୍ରର କାହାଣୀ…

ଭାରତରେ OTT ପ୍ଲାର୍ଟଫର୍ମରେ ଅପଲୋଡ୍ ହୋଇଥିବା ଭିଡିଓରୁ ଅଶ୍ଳୀଳ ସିନ୍‌ କାଟିବାକୁ ପଡ଼ିପାରେ, ପ୍ରସ୍ତାବ ଦେଲେ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତରେ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ, ପ୍ରାଇମ୍ ଭିଡିଓ, ଡିଜନୀ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ଆଗାମୀ ଦିନରେ ସେମାନଙ୍କ ଆପ୍‌ରେ ଅପଲୋଡ୍ ହୋଇଥିବା ଭିଡିଓରେ ଥିବା ଅଶ୍ଳିଳ ସିନ୍‌କୁ…

ମରାଠୀ ଅଭିନେତା ରବିନ୍ଦ୍ର ମହାଜନୀଙ୍କ ପରଲୋକ: ଘରର କବାଟ ଭାଙ୍ଗି ଶବକୁ କରାଯାଇଥିଲା ବାହାର

ମରାଠୀ ସିନେମାର ଜଣାଶୁଣା ଅଭିନେତା ରବିନ୍ଦ୍ର ମହାଜନୀଙ୍କ ଦେହାନ୍ତ ହୋଇଛି। ୭୭ ବର୍ଷିୟ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି ।  ପୁନେର ଅମ୍ବି ଗାଁରେ ଭଡାରେ ଏକ ଫ୍ଲାଟରେ ରହୁଥିଲେ ।…

ଅଲଗା ହେବେ ଅନୁଭବ-ବର୍ଷା! ୩ ମାସ ମଧ୍ୟରେ ଛାଡ଼ପତ୍ର ମାମଲା ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ରକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ୩ ମାସ ମଧ୍ୟରେ ଏହି ଷ୍ଟାର କଳିକୁ ଶେଷ କରିବା ପାଇଁ ଫ୍ୟାମିଲି କୋର୍ଟକୁ…

ଯବାନର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେବା ପର ଠାରୁ ଚର୍ଚ୍ଚାରେ ଶାହରୁଖଙ୍କ ମୁଣ୍ଡର ଟାଟୁ , ଏବେ ଏହାର ଅର୍ଥ ଜଣାଇଲେ ଟ୍ରେଡ୍ ଆନାଲିଷ୍ଟ

ମୁମ୍ବାଇ: ୧୦ ଜୁଲାଇରେ ଶାହରୁଖ ଖାନଙ୍କ ଅପକମିଂ ମୁଭି ଯବାନର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେବା ପର ଠାରୁ ଏହାକୁ ନେଇ ଚର୍ଚ୍ଚା ଥମୁ ନାହିଁ । ନିର୍ଦ୍ଦେଶକ ଅଟଲୀଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ନୟନତାରାଙ୍କ…

ଥାଲାପତି ବିଜୟଙ୍କର ‘ଲିଓ’ ହେବ ଶେଷ ଫିଲ୍ମ! ଜାଣନ୍ତୁ କାହିଁକି ଏପରି ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ : ତାମିଲ ସୁପରଷ୍ଟାର ଥାଲାପତି ବିଜୟ ନିଜର ଦୁଇଟି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଜୟଙ୍କ ପ୍ରଥମ ଫିଲ୍ମଟି ହେଉଛି 'ଜୱାନ୍', ଯେଉଁଥିରେ ସେ ଶାହାରୁଖ ଖାନଙ୍କ ସହ ଫିଲ୍ମରେ କ୍ୟାମୋ ଭୂମିକାରେ…

ଜଟାଧାରୀ ଅବତାରରେ ଦେଖାଦେଇଛନ୍ତି ଏବେ ଖିଲାଡ଼ି : ରିଲିଜ ହେଲା ‘OMG 2’ ର ଟିଜର

ଭୁବନେଶ୍ୱର : ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଛି । ଏହି ସମୟରେ ଖିଲାଡି ଜଟାଧାରୀ ଅବତାରରେ ଦର୍ଶକଙ୍କ ପାଇଁ ଏକ ବଲିଉଡ ଫିଲ୍ମ ନେଇ ଆସିଛନ୍ତି, ଯାହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମଟିର ନାଁ…

ଆଉ ନାହାନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ, ଝୁରୁଛି ଯଲିଉଡ଼

କଟକ: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ତଥା ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳଙ୍କ ପରଲୋକ ଘଟିଛି। ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ସେ ଗତକାଲି କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।…