CHARIDHAM
Browsing Category

ମନୋରଞ୍ଜନ

ପରଲୋକରେ ସାଉଥ ଅଭିନେତା ହରିଶ ପେଙ୍ଗନ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ସାଉଥ ଅଭିନେତା ହରିଶ ପେଙ୍ଗନ ଆଉ ନାହାନ୍ତି । ମାତ୍ର ୪୯ ବର୍ଷ ବୟସରେ ହରିଶଙ୍କ ଆରପାରିକୁ ଚାଲିଯାଇଛନ୍ତି । ଫୁସଫୁସ ଜନିତ ବୀମାରୀରେ ସେ କିଛିଦିନ…

ସଡକ ଦୁର୍ଘଟଣାର ଶିକାର ହେଲା ‘ପୁଷ୍ପା-୨’ ଟିମ୍ ବସ୍: ୨ କଳାକାର ଆହତ

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଅଭିନୀତ 'ପୁଷ୍ପା-୨' ସିନେମାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହି ଫିଲ୍ମ ଏବଂ ଏହାର କଳାକାରମାନଙ୍କୁ ନେଇ ବର୍ତ୍ତମାନ ଏକ ଦୁଃଖଦ ଘଟଣା ସାମନାକୁ…

ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯାତ୍ରା ଜଗତରୁ ଆସିଛି ଏକ ଦୁଃଖ ଖବର । ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ…

କିଏ ଏହି ଛଦ୍ମବେଶୀ ରାମଦେବ? ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ଭାବିବେ ବାବା ରାମଦେବଙ୍କର କଣ ମୁଣ୍ଡ ଖରାପ ହୋଇଗଲା ନା ତାଙ୍କର ପରିବର୍ତ୍ତନ ଘଟିଲା । କିନ୍ତୁ ପ୍ରକୃତ ଘଟଣାଟିକୁ ଜାଣିଲେ ଆପଣ ନ ହସି ରହିପାରିବେ ନାହିଁ । ସାଉଥ୍ ସୁପରଷ୍ଟାର ଧନୁଷ…

ଅନୁଷ୍କାଙ୍କ ମୋବାଇଲରେ ବିରାଟ ପତି ପରମେଶ୍ୱର ଆଉ ବିରାଟଙ୍କ ମୋବାଇଲ୍ ରେ ଅନୁଷ୍କା ଡାର୍ଲିଂ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ବାଙ୍ଗାଲୁରରେ ଏକ ସ୍ପୋର୍ଟସ୍ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ଇଭେଣ୍ଟରୁ କିଛି ଭିଡିଓ ଏବେ ସୋସିଆଲ୍…

ହେମା ମାଳିନିଙ୍କ ମନ ମୋହିଛି ନୂଆ ସଂସଦ ଭବନ, ଫଟୋ ସୁଟ୍ କରି ସେୟାର କଲେ …

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ରେ ନୂତନ ସଂସଦ ଗୃହର ଉଦଘାଟନ କରିଛନ୍ତି। ନୂଆ ସଂସଦ ଭବନର କାରୁକାର୍ଯ୍ୟ ଅଭିନେତ୍ରୀ ତଥା ରାଜନେତା ହେମା ମାଳିନିଙ୍କ ମନ ମୋହିଛି । ବିଭିନ୍ନ ସ୍ଥାନରେ ଫଟୋ…

“ଦ ଡାଏରୀ ଅଫ୍ ୱେଷ୍ଟ ବେଙ୍ଗଲ’- ଟ୍ରେଲରରେ ପଶ୍ଚିମବଙ୍ଗର ଅବସ୍ଥା କେରଳ ଠାରୁ ବି ଆହୁରି ହିନସ୍ତା, ନିର୍ମାତାଙ୍କୁ କୋଲକାତା…

କୋଲକାତା : ' ଦ କେରଳ ଷ୍ଟୋରୀ' ପରେ ପଶ୍ଚିମବଙ୍ଗରେ ଆଉ ଏକ ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଦେଇଛି। 'ପଶ୍ଚିମବଙ୍ଗର ଡାଏରୀ'ର ନିର୍ଦ୍ଦେଶକ ତଥା ନିର୍ମାତାଙ୍କୁ କୋଲକାତା ପୋଲିସ ଏକ ନୋଟିସ ପଠାଇଛି। ଖବର ଅନୁଯାୟୀ,…

୨୨ ବର୍ଷ ପରେ ଫେରୁଛି ଗଦର:ଏକ ପ୍ରେମ କଥା

ମୁମ୍ବାଇ : ଫିଲ୍ମ ଦୁନିଆକୁ ପୁଣି ଫେରୁଛି ଗଦର : ଏକ ପ୍ରେମ କଥା ,ଏହା ସନି ଦେୱଲଙ୍କର ସୁପର ହିଟ ଫିଲ୍ମରେ ଗଣତି ହେବାକୁ ଯାଉଛି । ୨୦୦୧ ମସିହା ପ୍ରଥମେ ଯେତେବେଳେ ଗଦର ଫିଲ୍ମଟି ଆସିଥିଲା ,ସେହି ସମୟରେ ଦର୍ଶକ…

ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ମ୍ୟାରେଜ୍: ୬୦ ବର୍ଷରେ ରୁପାଲିଙ୍କ ହାତ ଧରିଲେ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି । ୬୦ ବର୍ଷ ବୟସରେ ଆଶିଷ ଦ୍ୱିତୀୟ ବିବାହ କରିଛନ୍ତି । ଆସାମର ରୁପାଲି ବରୁଆଙ୍କୁ ଆଶିଷ ବିବାହ କରିଥିବା ଜଣାପଡ଼ିଛି ।…

ପୁଣି ଆସିଲା ଦୁଃଖ ଖବର: ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସୁବାଷ ତିୱାରୀଙ୍କ ପରଲୋକ

ନୂଆଦିଲ୍ଲୀ: ଗତ ୩ ଦିନ ମଧ୍ୟରେ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ୬ ଜଣ ବ୍ୟକ୍ତିବିଶେଷଙ୍କର ମୃତ୍ୟ ଘଟିଲାଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା…