CHARIDHAM
Browsing Category

ମନୋରଞ୍ଜନ

ସାମ୍ନାକୁ ଆସିଲା କିଆରା-ସିଦ୍ଧାର୍ଥଙ୍କ ବିବାହର ପ୍ରଥମ ଫଟୋ, ଦୁହେଁ କହିଲେ- ‘ହୋଇଗଲା ପରମାନେଣ୍ଟ ବୁକିଂ’

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫିଲ୍ମ 'ଶେର୍ ଶାହା' ରୁ ଆରମ୍ଭ ହୋଇଥିବା ଉଭୟଙ୍କ ପ୍ରେମ କାହାଣୀ ବର୍ତ୍ତମାନ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି।…

ସାତ ଜନ୍ମର ସାଥି ହେଲେ ସିଦ୍ଧାର୍ଥ-କିଆରା, ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ସମ୍ପନ

ନୂଆଦିଲ୍ଲୀ: ଶେରଶାହା ଯୋଡ଼ି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଦମ୍ପତିଙ୍କ ବିବାହର କୌଣସି ଫଟୋ ପ୍ରକାଶ ପାଇନାହିଁ। କିନ୍ତୁ ବିବାହରେ ଅଂଶଗ୍ରହଣ…

ଚିକିତ୍ସା ପାଇଁ ଦିଲ୍ଲୀ ଯାତ୍ରା କଲେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଲକ୍ଷ ଲକ୍ଷ ସିନେପ୍ରେମୀଙ୍କୁ ହସାଉଥିବା ଓ କନ୍ଦାଉଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ପିଣ୍ଟୁଙ୍କର ସ୍ୱାସ୍ଥ୍ୟ…

ଅଧିକ ଚିକିତ୍ସା ପାଇଁ କାଲି ଦିଲ୍ଲୀ ସ୍ଥାନାନ୍ତର ହେବେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଅଧିକ ଚିକିତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କାଲି ଦିଲ୍ଲୀ ନିଆଯିବ । ଦିଲ୍ଲୀର ଆଇଏସବିଏଲରେ ପିଣ୍ଟୁ ନନ୍ଦଙ୍କ ଅଧିକ ଚିିକିତ୍ସା କରାଯିବ । ଦିଲ୍ଲୀ ସ୍ଥାନାନ୍ତର ନେଇ ପିଣ୍ଟୁଙ୍କ ପରିବାର ଲୋକଙ୍କ…

ଆଜି ବି ଅମର କୋକିଳ କଣ୍ଠୀ ଲତା ମଙ୍ଗେସକର; ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବାଲୁକା ଚିତ୍ରକଳା ମାଧ୍ୟମରେ ସମ୍ମାନ ଦେଲେ ଶୀଳ୍ପି ସୁଦର୍ଶନ…

ପୁରୀ: ମେରି ଆୱାଜ ହି ମେରା ପେହେଚାନ ହେ..ଏହି ପକ୍ତିଂକୁ ସତ କରିଦେଇଛନ୍ତି ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର । ଲତାଜୀ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ମଧୁର ସ୍ୱରରେ ସେ ଶ୍ରୋତାଙ୍କ ହୃଦୟରେ ଚିର ଅମର…

Grammy Awards 2023: ଭାରତକୁ ପୁଣି ଗର୍ବିତ କଲେ ରିକି କ୍ରେଜ୍‌, ସର୍ବାଧିକ ଗ୍ରାମୀ ପୁରସ୍କାର ଜିତି ଇତିହାସ ରଚିଲେ ବିୟୋନ୍ସ

ନୂଆଦିଲ୍ଲୀ: ଭାରତୀୟ ସଂଗୀତଜ୍ଞ ରିକି କେଜ ୬୫ ତମ ଗ୍ରାମୀ ପୁରସ୍କାରରେ ତୃତୀୟ ଗ୍ରାମୀ ପୁରସ୍କାର ଜିତି ଭାରତକୁ ପୁଣି ଗର୍ବିତ କରିଛନ୍ତି। ଆମେରିକାର ଜନ୍ମିତ ରିକି କେଜ୍ ଆଇକନିକ୍ ବ୍ରିଟିଶ୍ ରକ୍ ବ୍ୟାଣ୍ଡ୍…

ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସ୍ୱାସ୍ଥବ୍ୟସ୍ଥା ଖରାପ; ହସ୍ପିଟାଲରେ କରାଗଲା ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…

ପରଲୋକରେ ରବି କିଶନଙ୍କ ବଡ଼ଭାଇ: ଗୋଟିଏ ବର୍ଷରେ ଚାଲିଗଲେ ଦୁଇଭାଇ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତା ରବି କିଶନଙ୍କ ବଡ଼ ଭାଇଙ୍କର ପରଲୋକ ଘଟିଛି । ଗତବର୍ଷ ମାର୍ଚ୍ଚ ମାସରେ ରବିଙ୍କ ବଡ଼ଭାଇ ରମେଶ ଶୁକ୍ଲା ମୃତ୍ୟୁବରଣ କରିଥିଲେ । ଏବେ ରବିଙ୍କ ବଡ଼ଭାଇ ରାମ କିଶନ ଶୁକ୍ଲା ଆରପାରିକୁ…

କିଆରା ଲଗାଇବେ ସିଦ୍ଧାର୍ଥଙ୍କ ନାମରେ ମେହେନ୍ଦୀ, ଏହି ତାରକାମାନେ ହେବେ ଖାସ ଅତିଥି

ଜୈସଲମେର: ବଲିଉଡ୍ ର ଲବ୍ ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ଼ୱାଣୀ ସବୁବେଳ ପାଇଁ ଏକାଠି ହେବାକୁ ଯାଉଛନ୍ତି । କିଆରା ଏବଂ ସିଦ୍ଧାର୍ଥ ୬ ଫେବୃଆରୀରେ ରାଜସ୍ଥାନର ଜୈସଲମେରରେ ବିବାହ କରିବାକୁ ଯାଉଛନ୍ତି । ଏହି…

CID ପରଦାକୁ ଫେରୁଛି? ସାମ୍ନାକୁ ଆସିଲା ଦୟା ଓ ଏସିପି ପ୍ରଦ୍ୟୁମ୍ନଙ୍କ ଫଟୋ

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସିଆଇଡି ଶୋ’ ଦେଶର ଘରେ ଘରେ ପରିଚିତ । ଏହି ପପୁଲାର ଶୋର ଦ୍ୱିତୀୟ ସଂସ୍କରଣକୁ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ସିଆଇଡିକୁ ନେଇ ଆସିଛି ଏକ ବଡ଼ ଖବର ।…