Browsing Category
ମନୋରଞ୍ଜନ
ଅକ୍ଷୟ କୁମାର ଦ୍ୱିତୀୟ ଥର କୋଭିଡ୍ ପଜିଟିଭ୍: ମିସ୍ କରିବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍
ନୂଆଦିଲ୍ଲୀ:ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଗତ ବର୍ଷ ଏପ୍ରିଲରେ କରୋନା ଆକ୍ରାନ୍ତ ହୋଇଥିବା ଅକ୍ଷୟ ଆଉଥରେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍…
କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଯିବେ ନାହିଁ
ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ୍ ଖିଲାଡ଼ି ଅକ୍ଷୟ କୁମାର । ଅକ୍ଷୟ ଏହି ବିଷୟରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ…
RRR ଓଟିଟି ରିଲିଜ୍, ଜାଣନ୍ତୁ କେବେ ଘରେ ବସି ଦେଖିପାରିବେ ଏହି ବ୍ଲକବଷ୍ଟର ଫିଲ୍ମ
ଏସଏସ ରାଜାମୌଲୀଙ୍କ ଫିଲ୍ମ RRR ବକ୍ସ ଅଫିସରେ ଇତିହାସ ରଚିଛି । ସାଉଥ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ଦମଦାର ଅଭିନୟ ଯୋଗୁଁ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । କରୋନା ମହାମାରୀ କାରଣରୁ ଫିଲ୍ମର ରିଲିଜ…
ଗଛ ଚଢିବା ପାଇଁ ଲାଗିଲା ମହାଯୁଦ୍ଧ: ଭାଇରାଲ ହେଉଛି ଗୋଟିଏ ଡଜନ କୋବ୍ରାଙ୍କ ଲଢେଇର ଏହି ଭିଡିଓ
ସାପକୁ ନେଇ ଅନେକ ମଜାଦାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । କେବେ ସାପ ସହ ଅନ୍ୟ ଜୀବଜନ୍ତୁଙ୍କ ଲଢେଇ ତ କେବେ ନିଜ ଭିତରେ । ତା ଛଡା ଏମିତି ଆହୁରି ଅନେକ ଭିଡିଓ ବି ସୋଶିଆଲ ମିଡିଆରେ ଘୁରି ବୁଲୁଛି । କିନ୍ତୁ…
ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜ୍ ତାରିଖ ଘୋଷଣ, ଏହି ଦିନ ବଡ଼ ପରଦାରେ ଦେଖିପାରିବେ ଦର୍ଶକ
ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମୀର ଖାନ । ପ୍ରତିଟି ଫିଲ୍ମ ତାଙ୍କର ବକ୍ସ ଅଫିସରେ ସୁପର ହିଟ୍ ହୋଇଥାଏ । ଫ୍ୟାନ୍ସମାନେ ବହୁ ପ୍ରତିକ୍ଷାର ସହ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥାନ୍ତି । ପ୍ରାୟ…
ସଲମାନଙ୍କର ଆଉ ଜଣେ ଭାଇ ନେଲେ ଡିଭୋର୍ସ, ୨୪ ବର୍ଷ ପରେ ଅଲଗା ହେଲେ ସୋହେଲ ଏବଂ ସୀମା
ମୁମ୍ବାଇ: ସଲମାନ ଖାନଙ୍କ ସାନ ଭାଇ ସୋହେଲ ଖାନ ଏବଂ ତାଙ୍କର ପତ୍ନୀ ସୀମା ଖାନ ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଡିଭୋର୍ସ ପାଇଁ ଆବେଦନ କରିଛନ୍ତି । ଦୁହେଁ ନିଜ ବୈବାହିକ ଜୀବନ ଶେଷ…
୪୧ ବର୍ଷରେ ଚମକୁଛନ୍ତି ସନ୍ନି, ଆଜି ବି ଗର୍ଜନ କରୁଛି ଯୌବନର ଲହରୀ
ନୂଆଦିଲ୍ଲୀ: ଆଜି ହେଉଛି ହଟ୍ କୁଇନ୍ ସନ୍ନି ଲିଓନିଙ୍କଙ୍କର ଜନ୍ମଦିବସ । ୪୧ଟି ବସନ୍ତ ଅତିକ୍ରାନ୍ତ କରିଥିଲେ ମଧ୍ୟ ଆଜି ବି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ସ୍ୱପ୍ନ ହୋଇ ରହିଛନ୍ତି । ନା କିମିଛି ତାଙ୍କର ଚାହିଦା ନା…
ଜାହ୍ନବୀଙ୍କ ସହ ନଜର ଆସିଲେ ମିଷ୍ଟ୍ରିମ୍ୟାନ, ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ
ମୁମ୍ବାଇ: ଜାହ୍ନବୀ କପୁର ବଲିଉଡ୍ର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସୋସିଆଲ ମିଡିଆରେ ଜାହ୍ନବୀ ଖୁବ୍ ଆକ୍ଟିଭ୍ ରୁହନ୍ତି । ‘ଧଡ଼କ’ରେ ଡେବ୍ୟୁ କରିବା ପରେ ସେ ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।…
ଛଳରେ ମହିଳାଙ୍କ ଗର୍ଭାଶୟରେ ରଖିଲେ ସ୍ପର୍ମ, ୯୪ ପିଲାଙ୍କ ପିତା ବନିଗଲେ ଡାକ୍ତର; ନେଟ୍ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ହେଲା…
ନୂୂଆଦିଲ୍ଲୀ: ଆମେରିକାର ଇଣ୍ଡିଆନାପଲିସ୍ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଡାକ୍ତର ୯୪ ପିଲାଙ୍କର ବାପା ବୋଲି ଜଣାପଡ଼ିଛି । ଡାକ୍ତର ଜଣକ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀଙ୍କ ଗର୍ଭାଶୟରେ ନିଜ…
କପିଲ ଶର୍ମା ଶୋ ଛାଡିବେ କି ଅର୍ଚ୍ଚନା?: ଶେଖର ସୁମନଙ୍କ ସହ ନୂଆ ଶୋ କରିବାକୁ ନେଇ କଲେ ଘୋଷଣା
ମୁମ୍ବାଇ: ଲୋକପ୍ରିୟ କମେଡି ଟିଭି ଶୋ କପିଲ ଶର୍ମା ଶୋର ଜଜ୍ ଅର୍ଚ୍ଚନାଙ୍କୁ ନେଇ ଆସିଛି ବଡ ଖବର । କମେଡିଆନ ଶେଖର ସୁମନଙ୍କ ସହ ଏକ ନୂଆ ଶୋ କରୁଥିବା ନେଇ ଭିଡିଓ ଅପଲୋଡ କରିଛନ୍ତି ଅର୍ଚ୍ଚନା । ଯାହା ପରେ ଏହାକୁ ନେଇ…