Browsing Category
ମନୋରଞ୍ଜନ
୨୪ ବର୍ଷ ବୟସରେ ୩୦୦ ମିଲିୟନ instagram ଫଲୋଅର୍: ପ୍ରଥମ ମହିଳା ଭାବେ ରଚିଲେ ଇତିହାସ
ନୂଆଦିଲ୍ଲୀ: ପ୍ରଥମ ମହିଳା ଭାବେ ଇତିହାସ ରଚିଛନ୍ତି ହଲିଉଡ୍ ସୁନ୍ଦରୀ କାଇଲି ଜେନର। ସୋସିଆଲ ମିଡ଼ିଆ ସାଇଟ Instagram ରେ କାଇଲିଙ୍କ ଫଲୋଅର ସଂଖ୍ୟା ୩୦୦ ମିଲିୟନ ଛୁଇଁଛି। ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ…
ଭାଇଜାନଙ୍କ ସହିତ ରୋମାନ୍ସ କରିବେ ଡେଜି ଶାହ, ଫିଲ୍ମରେ ରହିବେ ୯ ହିରୋଇନ୍
ମୁମ୍ବାଇ: ଦର୍ଶକଙ୍କ ମନ ଜିଣିଥିବା ‘ଜୟ ହୋ’ ର ଲୋକପ୍ରିୟ ଯୋଡ଼ି ବଲିଉଡ଼ ସୁପରଷ୍ଟାର ସଲମାନ ଓ ଡେ଼ଜି ଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କ ଗହଣରେ ବେଶ ପ୍ରସଂଶା ସାଉଁଟିଥିଲା। ବଲିଉଡ଼ର ଦବଙ୍ଗ ଖାନ ନିଜ ଜନ୍ମଦିନରେ…
ଲତା ମଙ୍ଗେସକରଙ୍କୁ କରୋନା ସହ ହୋଇଛି ନିମୋନିଆ, ଜାଣନ୍ତୁ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୯୨ ବର୍ଷୀୟା ଲତା ମଙ୍ଗେସକର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଲତା ଦିଦି ଖୁବଶୀଘ୍ର ସୁସ୍ଥ…
ଲତା ମଙ୍ଗେସକର୍ କରୋନା ପଜିଟିଭ୍, ହସ୍ପିଟାଲ ଆଇସିୟୁରେ ଭର୍ତ୍ତି
ମୁମ୍ବାଇ: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ମାନେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ସୁର ସାମ୍ରାଜ୍ଞୀ ଲତା…
ଇଏ ହେଉଛନ୍ତି ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ, ଗୁଜବ ପରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ବଲିଡଉର ମୋଷ୍ଟ ବ୍ୟାଚେଲର ତଥା ଦବଙ୍ଗଷ୍ଟାର ଭାଇଜାନ୍ ସଲମାନ୍ ଖାନଙ୍କ ମ୍ୟାରେଜକୁ ନେଇ ଅଧିକାଂଶ ସମୟରେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥାଏ । ତେବେ ନିକଟରେ ଏନେଇ ଏକ ନୂଆ ଗୁଜବ ଚାରିଆଡ଼େ…
Golden Globe 2022: ସ୍ମିଥ ଓ ଗାରଫିଲ୍ଡ ଜିତିଲେ ବେଷ୍ଟ ଆକ୍ଟର ଆୱାର୍ଡ, ଦେଖନ୍ତୁ ୱିନରଙ୍କ ଲିଷ୍ଟ
ନୂଆଦିଲ୍ଲୀ: ଗୋଲ୍ଡେନ ଗ୍ଲୋବ ପୁରସ୍କାରର ୭୯ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷିତ ହୋଇଯାଇଛି । ଏହି ଅବସରରେ ଲସ୍ ଏଞ୍ଜେଲସର ବେବର୍ଲି ହିଲଟନ ହୋଟେଲରେ ବିନା ଦର୍ଶକରେ ଏହା ଆୟୋଜନ କରାଯିବା ସହ ସିଧା ପ୍ରସାରଣ…
India’s Best Dancer 2 ଟ୍ରପି ଜିତିଲେ ‘ଛୋଟି ହେଲେନ୍’ ସୌମ୍ୟା, ପୁରସ୍କାରରେ ମିଳିଲା ୧୫ ଲକ୍ଷ ଟଙ୍କା ଓ କାର୍
ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ' ଇଣ୍ଡିଆସ୍ ବେଷ୍ଟ୍ ଡାନ୍ସର୍ ସିଜନ୍-୨କୁ ତାର ୱିନର୍ ମିଳିସାରିଛି । ଶୋ'ର ଫାଇନାଲ ଏପିସୋଡ଼୍ ଖୁବ୍ ଭବ୍ୟଥିଲା । ସମସ୍ତ ପ୍ରତିଯୋଗି ମାନେ ଦମଦାର୍ ପ୍ରଦର୍ଶନ କରିଥିଲେ । ଆଉ ଶୋ'ର ଦ…
ଇଶା ଗୁପ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ, ପୋଷ୍ଟ୍ କରି ଦେଲେ ସୂଚନା
ମୁମ୍ବାଇ: ବଳିଉଡ୍ ଇଣ୍ଡଷ୍ଟ୍ରୀ ଉପରେ କରୋନା ମାଡ଼ ଦେଖିବାକୁ ମିଳିଛି । ପ୍ରତିଦିନ ସେଲେବ୍ ମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଥିବାର ଖବର ଶୁଣିବାକୁ ମିଳୁଛି । ଏବେ ଅଭିନେତ୍ରୀ ଇଶା ଗୁପ୍ତା କୋଭିହ୍ ପଜିଟିଭ୍ ଚିହ୍ନଟ…
ପାରିଶ୍ରମିକ ବଢ଼ାଇଲେ ଦିଶା ! ଅନ୍ଟାଇଟ୍ଲଡ ସିନେମାରେ କଲେ ସାଇନ୍
ମୁମ୍ବାଇ: ଦିଶା ପଟାନିଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା । ସେ କୁଆଡେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି । ହେଲେ ଏ ବିଷୟରେ ପଚାରିଲା ବେଳକୁ ସେ ଏହାକୁ ଏଡାଇ ଦେଇ କହୁଛନ୍ତି ଯେ, ଖାଲି ଗୁଜବ । କଥା କଣ କି ଏବେ ତ…
ପ୍ରଯୋଜନାରେ ପାଦ ଥାପିଲେ ଝିଲିକ୍; ଓଡ଼ିଆ ସିନେମା ରୁଦ୍ରାଣୀର ଶୁଭ ମହୁରତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି । ନିଜର ଅଭିନୟରେ ବଳରେ ଓଡ଼ିଶାବାସୀଙ୍କ ହୃଦୟ ଜିତିଛନ୍ତି ଏହି ଅଭିନେତ୍ରୀ । ବିବାହ ପରେ…