Browsing Category

Featured

(Video) ସାପ ଖେଳଣା ନୁହେଁ… ପ୍ରାଇଭେଟ ପାର୍ଟକୁ କାମୁଡ଼ିଦେଲା ସାପ: ବିଷଧର ସହ ଖେଳିବା ପଡ଼ିଲା ମହଙ୍ଗା

ଓଡ଼ିଶା ଭାସ୍କର: ସାପ ଏମିତି ଏକ ଜନ୍ତୁ, ଯାହାକୁ ଦୂରରୁ ଦେଖିବା ପାଇଁ ଖୁବ ମଜା ଲାଗେ । କିନ୍ତୁ ପାଖକୁ ଗଲେ ଏହା କେତେ ଯେ ଭୟଙ୍କର, ତାହା କଳ୍ପନା କରିବା କଷ୍ଟକର । ତେଣୁ ଗୁରୁଜନମାନେ କହିଛନ୍ତି ଯେ, ସାପଠାରୁ…

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତାକାଲି (ବୁଧବାର) ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ଗତି…

Big Breaking; ୨୩ ତାରିଖରେ ଅଚାନକ ହେବ ମତଦାନ: ଏହି ବୁଥ୍ ପାଇଁ ନୂଆ ତାରିଖ ଦେଲେ କମିଶନ୍

ଓଡ଼ିଶା ଭାସ୍କର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ମେ’ ୨୫ ତାରିଖରେ ହେବାକୁ ସୂଚୀ ରହିଛି । କିନ୍ତୁ ଏହାପୂର୍ବରୁ ନିର୍ବାଚନ କମିଶନ୍ ଏକ ବଡ଼ ଘୋଷଣା କରିଛନ୍ତି…

ମୋ ନିର୍ଦ୍ଦେଶରେ କୃଷକଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା; ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମୟରେ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇବା ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଭିଜ୍। ଅନୀଲ ଭିଜ୍ କହିଛନ୍ତି, "ଯେ କେହି ନିର୍ଦ୍ଦେଶରେ କୃଷକଙ୍କ…

ଏଣିକି ଗାଈର ହାକୁଟିରୁ ତିଆରି ହେବ ହୀରା! ଜାଣନ୍ତୁ କେମିତି ଅସମ୍ଭବ ହେବ ସମ୍ଭବ

ଓଡ଼ିଶା ଭାସ୍କର: ମଣିଷର ଆବଶ୍ୟକତା ହିଁ ମଣିଷ ଦ୍ୱାରା ବଡ଼ ବଡ଼ ଆବିଷ୍କାର କରାଇଥାଏ । ଏହି ଆବଶ୍ୟକତା ପାଇଁ ହିଁ ମଣିଷ ଆଜି ପୃଥିବୀର ସୀମା ଲଙ୍ଘି ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିଛି । ତେବେ ବେଳେ ବେଳେ ଏମିତି ଅଦ୍ଭୁତ…

Dot Balls ଜାଗାରେ କାହିଁକି ରହିଛି ‘ଗଛ’ର ଚିହ୍ନ? ମହାନ୍ ଉଦ୍ଦେଶ୍ୟରେ ନିଷ୍ପତ୍ତି ନେଇଛି BCCI…

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ଖେଳାଯାଉଛି ଆଇପିଏଲ-୨୦୨୪ର ପ୍ରଥମ କ୍ୱାଲିଫାୟାର ମ୍ୟାଚ । କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୋୟଲ୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ…

(Video) ଗତକାଲି ଅଟୋରେ ଭୋଟରମାନଙ୍କୁ ନେଇଯାଉଥିଲେ ରାସ୍ତାରେ ଶେଷ କରିଦେଲେ; ପୁଣି ଆଜି …

ବରଗଡ଼: (ଓଡ଼ିଶା ଭାସ୍କର) ସରସରା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା: ବିଜେଡ଼ି-ବିଜେପି କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ । ରାଜ୍ୟରେ ଦ୍ଵିତୀୟ ପର‌୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଗତ କାଲି ସୋମବାର ବରଗଡ଼ ଜିଲ୍ଲା ସରସରାରେ…

କଥା କଥାରେ ରାଗିଯାଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

କ'ଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି ।…

MDH ଓ ଏଭରେଷ୍ଟ ମସଲାର ୨୮ ସାମ୍ପଲରେ ମିଳିଲାନି କ୍ୟାନ୍ସର ପାଇଁ ଦାୟୀଥିବା ETO

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଉପଲବ୍ଧ ମସଲା ପାଇଁ ନିଆଯାଇଥିବା ନମୁନାରେ ଇଥିଲିନ୍ ଅକ୍ସାଇଡ୍ (ଇଟିଓ) ନାହିଁ  । ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ମଙ୍ଗଳବାର ଏହି ସୂଚନା ଦେଇଛି  ।…

ଜାତକର ଏହି ସ୍ଥାନରେ ଶନି ଥିଲେ ତୁରନ୍ତ କରନ୍ତୁ ଏସବୁ ପ୍ରତିକାର; ନଚେତ୍ ହୋଇଯିବ ଅନର୍ଥ

ଓଡ଼ିଶା ଭାସ୍କର: ଆପଣଙ୍କ ଜୀବନ କେମିତି ଚାଲିଛି ତାହା ମୁଖ୍ୟତଃ ଜନ୍ମ ଜାତକରେ ଥିବା ଗ୍ରହମାନଙ୍କ ସ୍ଥିତି ଉପରେ ନିର୍ଭର କରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ ।…