Browsing Category

Featured

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ: ନହଲେ ହୋଇପାରେ ଭୟଙ୍କର ରୋଗ

ଓଡିଶା ଭାସ୍କର: ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ ।…

ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେଇଥାଏ ସୁନା, ଆସନ୍ତୁ ଜାଣିବା କ’ଣ ସେହିସବୁ ରାଶି

ଓଡ଼ିଶା ଭାସ୍କର:ଭାରତୀୟ ମାନଙ୍କର ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ଏହା ବ୍ୟତିତ ସୁନାକୁ ଭାଗ୍ୟଲକ୍ଷ୍ମୀ ସହ ମଧ୍ୟ ଯୋଡା ଯାଇଥାଏ । ବାସ୍ତୁଶାସ୍ତ୍ରରେ ବି ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗ୍ରହ ଦୋଷ…

ଭାରତରେ ଲଞ୍ଚ୍ ହେଲା ‘Hanooman’: ଦେଶର ପ୍ରଥମ ସ୍ୱଦେଶୀ AI ଟୁଲରେ କ’ଣ ରହିଛି ଫିଚର୍

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବେ ଖୁବ ବିକାଶ ଦିଗରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରିବା ଜାରି ରଖିଛନ୍ତି ଦେଶର ବୈଜ୍ଞାନିକ । ବର୍ତ୍ତମାନ AI ଦୁନିଆରେ…

ଅବଦୁଙ୍କୁ ମିଳିଗଲା ୫ ଫୁଟ ଉଚ୍ଚତାର ଜୀବନସାଥୀ, କହିଲେ ପ୍ରଥମ ଦେଖାରେ କିପରି ହେଲା ପ୍ରେମ

ଓଡ଼ିଶା ଭାସ୍କର: ବିଶ୍ୱ ପ୍ରସିଦ୍ଧ ଗାୟକ ତଥା ବିଗ୍ ବସ୍ ଫେମ୍ ଅବଦୁ ରୋଜିକ୍ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏ ନେଇ ସେ ଖୁବ୍ ଉତ୍ସାହିତ ହୋଇ ପଡିଛନ୍ତି । ଅବଦୁଙ୍କର ନିଜ ଲେଡି ଲଭ୍ ଅମୀରାଙ୍କ ସହ ନିର୍ବନ୍ଧ…

ଆର୍ଟିକିଲ ୩୭୦ ହଟିବା ପରେ ବଦଳିଗଲା କାଶ୍ମୀରର ଭୋଟିଂ ପ୍ରକିୟା, ଶ୍ରୀନଗରରେ ଭାଙ୍ଗିଲା ୨୫ ବର୍ଷର ରେକର୍ଡ

ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ହଟାଯିବା ପରେ ସେଠାରେ ହେଉଥିବା ପ୍ରଥମ ନିର୍ବାଚନରେ ଲୋକମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । କେନ୍ଦ୍ରରେ ମୋଦୀ ସରକାର ୨୦୧୯ରେ…

ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ

ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ…

Big Breaking; ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତ୍ରୁଟି: ସସପେଣ୍ଡ ସହ ଗିରଫ ହେବେ ପ୍ରଜାଇଡିଂ ଅପିସର

ଗଞ୍ଜାମ: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ଦିନ ନିର୍ବାଚନରେ ହିଁ ଦେଖିବାକୁ ମିଳିଛି ବଡ଼ ଧରଣର ତ୍ରୁଟି । ନିର୍ବାଚନ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବା ପରେଚ ୨ ଜଣ ପ୍ରିଜାଇଡିଙ୍ଗ…

(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖି ଭେଁ-ଭେଁ ହୋଇ କାନ୍ଦିଲେ ମହିଳା, ମଥା ଉପରେ ହାତ ରଖି ଏପରି ଆର୍ଶୀବାଦ ଦେଲେ PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବିହାରରେ ତିନୋଟି ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ହାଜୀପୁର ଏବଂ ମୁଜଫରପୁରରେ ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ସାରଣ ପହଁଚିଥିଲେ । ଏହି ସମୟରେ…

ସିବିଏସଇ ଦ୍ୱାଦଶ ପରୀକ୍ଷା; ୯୯.୨% ମାର୍କ ରଖି ଟପ୍ପର ହୋଇଥିବା ସୁରଭି କହିଲେ କିପରି କରୁଥିଲେ ପ୍ରସ୍ତୁତି

ନୋଏଡା: ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଦିଆଯାଇଛି । ତେବେ ଏଥିରେ ନୋଏଡାର ଆମିଟି ସ୍କୁଲର ଛାତ୍ରୀ ସୁରଭି ମିତ୍ତଲ ସର୍ବାଧିକ ୯୯.୨% ମାର୍କ ରଖିଛନ୍ତି । ଏଥିମଧ୍ୟରୁ ସେ ଇଂରାଜୀରେ ୧୦୦ ଓ ଗଣିତରେ ୯୮…

ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆବେଦନ: ଜାଣନ୍ତୁ କିପରି Apply କରିପାରିବେ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) - 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) - 02/2024 ବ୍ୟାଚରେ ଭର୍ତ୍ତି ପାଇଁ…