CHARIDHAM
Browsing Category

Featured

ଖରା ଦିନେ ସପ୍ତାହେ ପର୍ଯ୍ୟନ୍ତ ତାଜା ରହିବ କଞ୍ଚା ଲଙ୍କା, ଆପଣାନ୍ତୁ ଏହି ସହଜ ଉପାୟ

ଓଡ଼ିଶା ଭାସ୍କର: ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଲଙ୍କା ଦେଖିବାକୁ ମିଳିଥାଏ । ଲଙ୍କା ବିନା ଯେପରି ଖାଦ୍ୟ ଫିକା ପଡ଼ିଯାଏ । ଡାଲି ଛୁଙ୍କ ଦେବା, ଖଟା, ଆଚାର, ଚଟଣୀ, ତରକାରୀ ଇତ୍ୟାଦିରେ ଲଙ୍କାର ବ୍ୟବହାର…

ଇଣ୍ଟରନାସନାଲ ନମ୍ବରରେ NRI କରିପାରିବେ ୟୁପିଆଇ ପେମେଣ୍ଟ, ICICI ବ୍ୟାଙ୍କ ଆରମ୍ଭ କଲା ଏହି ସୁବିଧା

ନୂଆଦିଲ୍ଲୀ:ଭାରତ ନିଜ ୟୁପିଆଇ ସେବାକୁ ସାରା ଦୁନିଆରେ ପ୍ରସାରିତ କରିବା ଲାଗି ପ୍ରୟାସ ଜାରି ରଖିଛି । ଅନେକ ଦେଶ ସହ ଏହି ସମ୍ବନ୍ଧରେ ବୁଝାମଣା ବି ହୋଇସାରିଛି । ଏହା ବ୍ୟତୀତ ଅନେକ ଦେଶ ୟୁପିଆଇ ସର୍ଭିସକୁ ଆରମ୍ଭ…

ଭୟଙ୍କର ବିପଦରେ Android User! ଅନ୍ୟ କେହି ବ୍ୟବହାର କରୁନାହାନ୍ତି ତ ଆପଣଙ୍କ ଫୋନ୍?

ଓଡ଼ିଶା ଭାସ୍କର: କୋଟି କୋଟି ଆଣ୍ଡ୍ରଏଡ ୟୁଜରମାନଙ୍କ ପାଇଁ ଚେତାବନୀ ଜାରି କରିଛି Mcrosoft। ୟୁଜରମାନଙ୍କ ପାଇଁ ମାଲଓୟାର ଭାବରେ ଏକ ନୂଆ ବିପଦ ସେମାନଙ୍କୁ ଟାର୍ଗେଟ କରୁଛି । ଏହାଦ୍ୱାରା ଅନ୍ୟ ଜଣେ ଆପଣଙ୍କ ଫୋନ୍ ନ…

(Video) ନୂଆ ଜର୍ସିରେ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ଗେରୁଆ ରଙ୍ଗରେ ସଜେଇ ହେବ ‘ଭାରତ’

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ତରଫରୁ ଜର୍ସି ଲଞ୍ଚ୍ କରାଯାଇଛି । ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପୁଣିଥରେ ଗେରୁଆ ରଙ୍ଗରେ ସଜେଇ ହେବ ରୋହିତ ସେନା । ପୂର୍ବରୁ ବିଶ୍ୱକପ…

କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ? ଜାଣନ୍ତୁ ଉପ-ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୁଏ…

ଓଡ଼ିଶା ଭାସ୍କର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁଇଟି ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେରଳର ୱାୟନାଡ ଏବଂ ଉତ୍ତରପ୍ରଦେଶର ରାୟବରେଲୀ ସିଟ୍ ପାଇଁ ରାହୁଲ ସାଂସଦ…

ମଙ୍ଗଳବାର ମାଙ୍କଡ଼ଙ୍କୁ ଦିଅନ୍ତୁ ଏହି ଜିନିଷ, ଦୂରେଇ ଯିବ ଆର୍ଥିକ ସଂକଟ ଅଟକିଥିବା କାମରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ସପ୍ତାହର ୭ଟି ଦିନ ବିଶେଷ ଦେବୀ ଦେବତାଙ୍କୁ ସମର୍ପିତ । ମଙ୍ଗଳବାର ଦିନ ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ । ଏହି ଦିନ ପବିତ୍ର ମନରେ ପ୍ରଭୁଙ୍କ ବ୍ରତ ଏବଂ ପୂଜାର୍ଚ୍ଚନା କଲେ…

ଫିଲ୍ମ ଦୁନିଆରୁ ବିଦାୟ ନେବେ କୁଇନ କଙ୍ଗନା! ଟାଟା-ବାଏବାଏକୁ ନେଇ କହିଲେ ଏହି କଥା

ମୁମ୍ବାଇ: କଙ୍ଗନା ରାନାୱତ ଦାବି କରିଛନ୍ତି ଯେ, ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅମିତାଭ ବଚନଙ୍କ ପରି ଭଲପାଇବା ଏବଂ ସମ୍ମାନ ମିଳିଛି । ରାଜନୀତିରେ ପାଦ ଥାପିସାରିଥିବା ଏହି ଅଭିନେତ୍ରୀ ହିମାଚଳ ପ୍ରଦେଶର ମଣ୍ଡି…

ହସ୍ପିଟାଲରେ ଖେଳିଗଲା ଚହଳ, ଚୋରୀ ହୋଇଗଲା ୭୦ ୟୁନିଟ୍ ପ୍ଲାଜମା

ଜୟପୁର: ରାଜଧାନୀ ଜୟପୁର ସ୍ଥିତ ଜେକେ ଲୋନ୍ ହସ୍ପିଟାଲରୁ ୭୦ ୟୁନିଟ୍ ପ୍ଲାଜମା ଚୋରୀ ହୋଇଯାଇଛି । ପ୍ଲାଜମା ଚୋରୀ ହେବା ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲରେ ଚହଳ ସୃଷ୍ଟି ହୋଇଥିଲା । ହସ୍ପିଟାଲ ପକ୍ଷରୁ ଏ…

ଗରମ କାରଣରୁ ମୁଡ୍ ଖରାପ ହୋଇଥାଏ: ରିସର୍ଚ୍ଚରୁ ଖୁଲାସା, ଠିକ୍ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍‌

ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତରେ ଅନେକ ସହରରେ ଗରମ ସହ ଗୁଳୁଗୁଳି ରେକର୍ଡ ଭାଙ୍ଗିଛି । ଅଧିକ ତାପମାତ୍ରା ଯୋଗୁଁ ଅଧିକାଂଶ ଲୋକେ ଅଶୁଂଘାତର ମଧ୍ୟ ଶିକାର ହେଉଛନ୍ତି । ତେବେ କିଛି ରିସର୍ଚ୍ଚରୁ ଜଣାପଡିଛି ଯେ,…

ଫୋନ ଉଠାଇବା ମାତ୍ରେ ସାଇବର ଠକେଇର ଶିକାର ହେଉଛନ୍ତି ଲୋକେ, ବଞ୍ଚିବା ପାଇଁ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଦେଶରେ ତଥା ବିଦେଶରେ ସାଇବର ଠକେଇର ମାମଲା ବଢିବାରେ ଲାଗିଛି । ଏହି ଠକାମୀର ଉପାୟ ଦିନକୁ ଦିନ ପରିବର୍ତ୍ତନ ମଧ୍ୟ ହେଉଛି । ଏହି ଲୋକେ ସଚ୍ଚୋଟ ଏବଂ ନିରିହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି…