CHARIDHAM
Browsing Category

Featured

ସୁପର ସନ ଡେ’ରେ ବିଗ୍ ଫାଇଟ: ଆଇପିଏଲ ପ୍ଲେ-ଅଫ୍ ପାଇଁ ହେବ ମହାମୁକାବିଲା

ନୂଆଦିଲ୍ଲୀ: ଆଜି ସୁପର ସନ୍ଡେରେ ହେବ ମହା ମୁକାବିଲା । ଆଜି ଟୁର୍ଣ୍ଣାମେଣ୍ଟର ଦୁଇଟି ମ୍ୟାଚ ଖେଳାଯିବ । ଏହାର ପ୍ରଥମ ମ୍ୟାଚ୍ ଅପରାହ୍ନ ୩.୩୦ ରେ ପଞ୍ଜାବ କିଙ୍ଗସ୍ ଏବଂ ଚେନ୍ନାଇ ଲୁପର କିଙ୍ଗସ୍ ଭିତରେ ମୁହାଁମୁହିଁ…

ନୌସେନାରେ ଅଗ୍ନିବୀର ହେବାର ସୁବର୍ଣ୍ଣ ସୁଯୋଗ, ଦ୍ୱାଦଶ ପରେ କରିପାରିବେ ଆବେଦନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଯୁବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଏହାର ଅଗ୍ନିବୀର SSR ଏବଂ MR ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଅବିବାହିତ ପୁରୁଷ ଏବଂ…

ମହାରାଷ୍ଟ୍ର ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ…

‘ମୁଁ ଦରମା ନେଉଛି ହେଲେ ଗାନ୍ଧୀ ପରିବାରର ଚାକିରି କରୁନି’, ଆମେଥିର କଂଗ୍ରେସ ପ୍ରାର୍ଥୀ କେଏଲ ଶର୍ମା କହିଲେ ଏପରି କଥା

ନୂଆଦିଲ୍ଲୀ: କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଉତ୍ତର ପ୍ରଦେଶ ଆମେଥି ଲୋକସଭା ଆସନ ପାଇଁ ଟିକେଟ ଦେଇଛି । ଏହି ଆସନରୁ ତାଙ୍କର ଲଢେଇ ବିଜେପିର ସ୍ମୃତି ଇରାନୀଙ୍କ ସହ ହେବ । କେଏଲ ଶର୍ମାଙ୍କର ଗାନ୍ଧୀ ପରିବାର ସହ…

ଆଶଙ୍କାରେ ଅଲିମ୍ପିକ୍ସ ସ୍ୱପ୍ନ: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସସପେଣ୍ଡ କଲା NADA

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା ତଥା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ଼ ଝଟକା । ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ବଜରଙ୍ଗଙ୍କୁ ସସପେଣ୍ଡ କରିଛି । ନାଡାର ଏହି ନିଷ୍ପତ୍ତି ପରେ…

ନୂଆ ପଦକ୍ଷେପ ନେବେ ଟେଲିକମ୍ କମ୍ପାନୀ: ଏଣିକି ଦୁଇଟି ସିମ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକଙ୍କୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ !

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଜମାନାରେ ଅଧିକାଂଶ ଲୋକ ନିଜ ନିଜର ସ୍ମାର୍ଟଫୋନରେ ଦୁଇଟି ଲେଖାଏଁ ସିମ୍ ବ୍ୟବହାର କରୁଛନ୍ତି । ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଇବା ସହିତ ଦ୍ୱିତୀୟଟିକୁ ସକ୍ରିୟ…

ଭୁବନେଶ୍ୱରରେ ଏନସିଇଆରଟିର ନକଲି ବହି ଜବତ, ୪ ଜଣ ଅଟକ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀରେ ଜବତ କରାଯାଇଛି ନକଲି ଏନସିଇଆରଟି ପୁସ୍ତକ । ଏହାକୁ ଜବତ କରିଛି କମିଶନରେଟ ପୋଲିସ । ପାଖାପାଖି ୧୦ ଲକ୍ଷ ଟଙ୍କାର ନକଲି ବହି ସହିତ ଏହି ବହି ଭଣ୍ଡାର ଗୁଡିକୁ ଧରିବାରେ ସଫଳ ହୋଇଛି କମିଶନରେଟ…

ବଡ଼ ଅଘଟଣ: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଧାରଣାରେ ପଡ଼ିଥିଲା ବଡ଼ ବଡ଼ ପଥର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ ରେଳ ଷ୍ଟେସ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହ ଅଘଟଣ ପରେ କୋରାପୁଟ-ବିଶାଖାପଟନମ ରୁଟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ତେବେ ରେଳ…

(Video) ପୃଥିବୀ ପାଇଁ ବଡ଼ ବିପଦ! ସୂର୍ଯ୍ୟରେ ହେଉଛି ବିସ୍ଫୋରଣ, ଆହୁରି ବଢ଼ିଯିବ ତାତି, ସତ ହେବ କି ବୈଜ୍ଞାନିକଙ୍କ କଥା..

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ଜାରି କରିଥିବା ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଅସହ୍ୟ…

Instagram Reels କରିବା ପାଇଁ ଫୋନରେ କେତେ ମେଗା ପିକ୍ସେଲର କ୍ୟାମେରା ରହିବା ଆବଶ୍ୟକ? ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରିଲ କରି ସମସ୍ତେ ଫେମସ ହେବାକୁ ଚାହୁଁଛନ୍ତି । ଏଥିପାଇଁ ଲୋକମାନେ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି ଏବଂ ନୂଆ ନୂଆ କଣ୍ଟେଣ୍ଟ କ୍ରିଏଟ ମଧ୍ୟ କରୁଛନ୍ତି । ହେଲେ…