Browsing Category

Featured

ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଯୋଜନା: ଗ୍ରୀଷ୍ମ ଛୁଟିରେ ‘ହଲିଡେ ହୋମୱାର୍କ’ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୮ରୁ ୨୦ ପର୍ଯ୍ୟନ୍ତ ତିନି ଦିନ ସ୍କୁଲ ବନ୍ଦ ରହିଥିବା ବେଳେ ଏପ୍ରିଲ ୨୫ରୁ ରାଜ୍ୟରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ…

(Video) ପାକିସ୍ତାନରେ ହିନ୍ଦୁ ଦେବତାଙ୍କ ଅପମାନ, ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଶୌଚାଳୟରେ ପରିଣତ କଲେ

ଇସଲାମାବାଦ: ପାକିସ୍ତାନର ଲାହୋରରେ ଅବସ୍ଥିତ ବାସୁଲୀ ହନୁମାନ ମନ୍ଦିରର ଏକ ଏପରି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ପ୍ରତି ହିନ୍ଦୁ ଦେଖିବା ମାତ୍ରେ କ୍ରୋଧ ପ୍ରକାଶ କରିବେ । ଲାହୋରର ଅନାରକଲୀ ବଜାର ପାଖରେ ୨୦ ଶତାବ୍ଦୀ…

ଜଳିଗଲା ୧୨ ବଖରା ଘର, ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ପୋଡି ପାଉଁଶ

ଭୁବନେଶ୍ୱର: ଢେଙ୍କାନାଳ କାମାକ୍ଷାନଗରରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଁଳାବେରିଣୀ ଗାଁରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଘର ଜଳି ଭସ୍ମ ହୋଇଯାଇଛି । ଏହି…

ଭାଷଣ ଦେବା ବେଳେ ମଞ୍ଚ ଉପରେ ବେହୋସ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଯବତମାଲରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ ହୋଇ ପଡିଯାଇଥିଲେ । ମଞ୍ଚରେ ଉପସ୍ଥିତ ଲୋକମାନେ ତତ୍କାଳ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ ।…

ଜାରି ହେଲା ନିୟମାବଳୀ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବଦଳରେ ମିଳିବ ଚାଉଳ ଓ ରନ୍ଧାଖାଦ୍ୟ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବର୍ତ୍ତମାନ ସମୟରେ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ…

ଏହି ବ୍ୟାଙ୍କ ଉପରେ RBI ନେଲା କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ ଗ୍ରାହକଙ୍କୁ କେଉଁ ଅସୁବିଧାର ସାମ୍ନା କରିବାକୁ ହେବ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ଏବେ ଏକ ବ୍ୟାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ଏକ କୋଅପରେଟିଭ୍ ବ୍ୟାଙ୍କ ଯାହା ମହାରାଷ୍ଟ୍ର ଉଲ୍ଲାସନଗରରେ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ଏହା ଉପରେ ନଗଦ…

INHERITANCE Tax କ’ଣ? ଏହାକୁ କାହିଁକି ଭାରତରୁ ହଟାଗଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଉତ୍ତରାଧିକାରୀ କର ବା ଇନହେରିଟାନ୍ସ ଟ୍ୟାକ୍ସକୁ ନେଇ ଆଜି ଇଣ୍ଡିଆନ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡା ଏହି ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ଏପରି କହିଛନ୍ତି ଯାହା ଲୋକସଭା ନିର୍ବାଚନ ମଧ୍ୟରେ…

ଆମେରିକାକୁ ମୋଦୀଙ୍କ ପରି ନେତା ଆବଶ୍ୟକ, ବିଶ୍ୱ ପ୍ରସିଦ୍ଧ କମ୍ପାନୀର ମୁଖ୍ୟ କଲେ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସାରା ବିଶ୍ୱରେ କିପରି ରହିଛି ତାହା ଏହିଥିରୁ ଦେଖିବାକୁ ମିଳୁଛି କି ଏବେ ଲୋକମାନେ କହିବାକୁ ଲାଗିଲେଣି କି ତାଙ୍କ ଭଳି ନେତା ଆମେରିକାକୁ ବି ଆବଶ୍ୟକତା…

ଭାରତରେ ‘ଅବିଶ୍ୱସନୀୟ କାମ’ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଜେମି ଡିମୋନ୍

ନୂଆଦିଲ୍ଲୀ: ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମି ଡିମୋନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ 'ଅବିଶ୍ୱସନୀୟ କାମ' କରୁଛନ୍ତି। "୪୦୦ ନିୟୁତ ଲୋକ ଶୌଚାଳୟ…

(Video) ସତ ହେଉଛି ମାଳିକା! ଅଚାନକ ପାତାଳପୁରୀକୁ ଫିଟିଲା ରାସ୍ତା… ଏଥର ଧ୍ୱଂସ ହେବ ପୃଥିବୀ

ଓଡ଼ିଶା ଭାସ୍କର: ୨୨ ପାହାଚେ ଖେଳିବ ମୀନ, ରତ୍ନ ସିଂହାସନକୁ ସମୁଦ୍ର ଜଳରାଶି ଛୁଇଁବ । ପୃଥିବୀ ଧ୍ୱଂସ ହେବା ନେଇ ବାରମ୍ବାର ସଂକେତ ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା । ସାରା ଜୀବଜଗତ ପ୍ରତି ଘୋଟି ଆସୁଛି ବଡ଼…