fbpx
Browsing Category

Featured

‘ଆପଣ ନିଜ ନିୟମକୁ ଦେଖନ୍ତୁ…’; ଋଷରୁ ତେଲ କିଣିବା ଉପରେ ପୁଣି ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ତେଲଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ଦେଶ ଏଥିରେ ଅସନ୍ତୁଷ୍ଟ ହୋଇ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଭାରତ ଋଷ ପାଖରୁ ଶସ୍ତାରେ ତେଲ…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦-୪୦ ଆତଙ୍କୀ! ଜମାନ ପାର୍କକୁ ଘେରିଲା ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶେହବାଜ ଶରୀଫଙ୍କ ମଧ୍ୟରେ ଚାଲିଛି ଦମଦାର ସଂଘର୍ଷ । ଇମ୍ରାନ ନିର୍ବାଚନକୁ ଯଥାଶୀଘ୍ର ଶେଷ କରିବାକୁ ଦାବି କରୁଥିବା ବେଳେ ପାକିସ୍ତାନ ସରକାର…

ରାଜ୍ୟ ବିଜେପିରେ ହେବ ବଡ଼ ପରିବର୍ତନ: ଦିଲ୍ଲୀରୁ ଫେରି ନୂଆ ଟିମ୍ ଗଢିବେ ମନମୋହନ ସାମଲ

ଭୁବନେଶ୍ୱର: ଓଡ଼ିଶା ବିଜେପି ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡଙ୍କୁ ଭେଟିଛନ୍ତି ମନମୋହନ ସାମଲ। ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।…

ଖୁସି ଖବର, ଚାଷୀମାନଙ୍କୁ ମିଳିବ ସବସିଡି: ୧.୦୮ ଲକ୍ଷ କୋଟି ଟଙ୍କାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ଏକ ବଡ ଉପହାର ଆଣିଛନ୍ତି ମୋଦି ସରକାର । ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ୧.୦୮ ଏକ୍ଷ କୋଟି ଟଙ୍କାର ଉର୍ବରକ ସବସିଡିକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏ ନେଇ…

ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ସିନେପ୍ଲସ୍ OTT ସେବା ଘୋଷଣା କଲା BSNL: ଜାଣନ୍ତୁ ପ୍ଳାନ୍, ମିଳିବାକୁ ଥିବା ସେବା

ନୁଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ) ନିଜର ଗ୍ରାହକମାନଙ୍କ ପାଇଁ 'ସିନେମା ପ୍ଲସ୍' ନାମ ଏକ ନୂଆ ଓଭର-ଦ-ଟପ୍‌(ଓଟିଟି) ସେବା ଘୋଷଣା କରିଛି । ସରକାରୀ ଟେଲିକମ୍ ସଂସ୍ଥା ଏହି ଘୋଷଣା ସହିତ ଅନେକ…

ବଡ ଖବର; କରୋନା ପରେ ଦେଶରେ ବ୍ୟାଟ ଭାଇରସର ଆତଙ୍କ! ଜାଣନ୍ତୁ କିପରି ମଣିଷ ହେଉଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଆଉ ଏକ ଭାଇରସ ବର୍ତ୍ତମାନ ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି । ଏପରିକି କରୋନା ତୁଳନାରେ ଏହାର ମୃତ୍ୟୁହାର ଖୁବ ଅଧିକ ଥିବା ବେଳେ ଏହି ସଂକ୍ରମଣକୁ ରୋକିବା ପାଇଁ କୌଣସି ଟୀକା କିମ୍ବା…

ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଓ ଉଚିତ ପଦକ୍ଷେପ ଭାରତକୁ ଯଥା ସ୍ଥାନରେ ପହଞ୍ଚାଇବାରେ ସହାୟକ ହେବ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ

ଓଡ଼ିଶା ଭାସ୍କର: ଭୁବନେଶ୍ୱରରେ ଚାଲିଥିବା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଜି ଶେଷ ଦିନରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ କହିଛନ୍ତି, ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଏବଂ ଉଚିତ…

ଶିବକୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀମଣ୍ଡଳ ଅଫର ଦେଲେ ରାହୁଲ ଗାନ୍ଧୀ: ତଥାପି ମାନୁନି ମନ, ମୁଖ୍ୟମନ୍ତ୍ରୀ ପଦବୀରେ ଅଟକିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଡିକେ ଶିବକୁମାର ଅଲଗା ଅଲଗା ରାହୁଲ ଗାନ୍ଧିଙ୍କୁ…

‘Love Marriageରେ ହେଉଛି ଅଧିକ ଛାଡପତ୍ର’: ମେଡିଟେସନ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଏକ ସର୍ଭେରୁ ଜଣାଯାଇଛି ଯେ, ଦେଶରେ ଅଧିକାଂଶ ଛାଡପତ୍ର 'ପ୍ରେମ ବିବାହ'ରେ ହେଉଛି । ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ସୂଚନା ଦେଇଛନ୍ତି । ବୁଧବାର ଏକ ମାମଲାର ଶୁଣାଣୀ ସମୟରେ ଜଷ୍ଟିସ ବି.ଆର ଗବଇ ଏବଂ ଜଷ୍ଟିସ…

ବିଶ୍ୱର ଅନ୍ୟତମ କୁଖ୍ୟାତ ଡ୍ରଗ ମାଫିଆ: ୧.୫ କି.ମିର. ଦୀର୍ଘ ସୁଡ଼ଙ୍ଗ ତିଆରି କଲା, ଜେଲରୁ ଫେରାର ହୋଇଗଲା

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବହୁ କୁଖ୍ୟାତ ଅପରାଧି ରହିଛନ୍ତି । ତେବେ ଅନେକ ଅପରାଧୀ କୌଣସି ବଡ଼ଧରଣର ଅପରାଧ କରିବା ସମୟରେ ଏପରି ବୁଦ୍ଧିର ପ୍ରୟୋଗ କରିଥାନ୍ତି ଯେ ତାହାକୁ ସମସ୍ତେ ସହଜରେ ବୁଝିପାରନ୍ତି…