CHARIDHAM
Browsing Category

Featured

ହୋଲି ଦିନ କରିବେ କେଉଁ ଦେବତାଙ୍କ ପୂଜା, ଘରୁ ଦୂର ହେବ ସମସ୍ତ ସଂକଟ

ଓଡ଼ିଶା ଭାସ୍କର: ଭାରତରେ ଚଳିତ ବର୍ଷ ୨୫ ମାର୍ଚ୍ଚକୁ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି । ହୋଲିରେ ଦେଶର ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ଏହିଦିନ ହୋଲିକା ଦହନ ବି…

ଦୁଃଖ ପରେ ଦୁଃଖ ଆଣିଲା ମାର୍ଚ୍ଚ ୧୪-୧୫: ୨୪ ଘଣ୍ଟାରେ ମେଡିକାଲରେ ଭର୍ତ୍ତି ହେଲେ ୩ ରାଜନେତା ଓ ଜଣେ ଅଭିନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାର୍ଚ୍ଚ ମାସ ୧୪-୧୫ ତାରିଖ ଅନେକଙ୍କ ମନରେ ନିରାଶା ଭରି ଦେଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶ ଓ ରାଜ୍ୟର ୪ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ଜୀବନରେ ଦୁଃଖ ଭରି ଦେଇଛି । ଏହି ସ୍ୱଳ୍ପ ସମୟ…

BIG BREAKING: ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରୁ ଆସିଲା ପୁଣି ଏକ ବଡ଼ ଖବର। ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ। ସାଧାରଣ ସମ୍ପାଦକ ସହ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫା ପତ୍ର…

(video)ଅବିଶ୍ୱସନୀୟ ବନ୍ଧୁତ୍ୱ, ମଣିଷ ଓ ସିଂହର ଏପରି ବନ୍ଧୁତ୍ୱ ଆପଣ ଆଗରୁ କେବେ ବି ଦେଖି ନ ଥିବେ

ଓଡ଼ିଶା ଭାସ୍କର: ସିଂହ ହେଉଛି ଜଙ୍ଗଲର ରାଜା ଓ ସବୁଠାରୁ ହିଂସ୍ର ଏବଂ ଭୟଙ୍କର ପ୍ରାଣୀ । କିନ୍ତୁ ତା’ ସହ ପୁଣି ବନ୍ଧୁତ୍ୱ କରିବା ଭଳି ଖବର ଆପଣଙ୍କୁ ଅବିଶ୍ୱାସ ମନେ ହେବ ନିଶ୍ଚୟ । କିନ୍ତୁ ସୋସିଆଲ ମିଡିଆରେ ଏବେ ଏପରି…

ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ମନା, ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଲେ ପିସିସିଏଫ

ଓଡ଼ିଶା ଭାସ୍କର: ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେବା ପାଇଁ ପ୍ରାୟ ଅନେକ ଜଣ ଆଗ୍ରହୀ ଥା'ନ୍ତି। ସେମାନେ ଯେକୌଣସି ସମୟରେ ଯେଉଁଠିକୁ ବି ବୁଲିବାକୁ ଯାଇଥା'ନ୍ତି, ଆଗ ସେମାନେ ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନିଅନ୍ତି।…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ଼ ସୋ’କୁ ମିଳିଲାନି ଅନୁମତି

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ'କୁ ମିଳିଲାନି ଅନୁମତି । ତାମିଲନାଡୁ କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ମୋଦୀ ରୋଡ଼ ସୋ କରିଥା'ନ୍ତେ। କିନ୍ତୁ ଏଥପାଇଁ ତାଙ୍କୁ ଅନୁମତି ପ୍ରଦାନ କରାଯାଇ ନାହିଁ ।…

ରାଜ୍ୟରେ ନିଯୁକ୍ତି ପାଇବେ ଟ୍ରାଫିକ କନଷ୍ଟେବଳ: OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ବିଭାଗରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)…

ପୁଣି କାହିଁକି ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍ ବି’, ଟୁଇଟ୍ କରି ଲେଖିଲେ ଏପରି କିଛି..

ମୁୁମ୍ବାଇ: ଆଜି ସକାଳେ ପୁଣି ବିଗ୍ ବି ଅମିତାଭ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି । ତାଙ୍କ ଗୋଡରେ ଜମି ରହିଥିବା ବ୍ଲଡ କ୍ଲଟ ଯୋଗୁ ଏହି…

ଆସାମରେ କଂଗ୍ରେସକୁ ଝଟକା: ସାଂସଦ ଅବଦୁଲ ଖାଲିକ ଦଳରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଆସନ୍ତାକାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏନେଇ ଆସନ୍ତାକାଲି ଅପରାହ୍ଣ ୩ଟା ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯାଉଛି ଏୟାରଲିଫ୍ଟ, ଦୁର୍ଘଟଣା ଯୋଗୁଁ ଅଛନ୍ତି ଗୁରୁତର

ଓଡ଼ିଶା ଭାସ୍କର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ କରାଯାଉଛି। ସମ୍ବଲପୁର ମେଡିକାଲରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଉଥିବା ଦେଖିବାକୁ…