Browsing Category
Featured
୫ମ ଥର ବିବାହ କରିବାକୁ ଯାଉଛନ୍ତି ୯୨ ବର୍ଷୀୟ ଏହି ମିଡିଆ ଟାଇକୁନ, ପ୍ରେମିକା ଜୁକୋଭାଙ୍କ ସହ ସରିଲା ଏନଗେଜମେଣ୍ଟ
ନୂଆଦିଲ୍ଲୀ: ମିଡିଆ ଟାଇକୁନ୍ ରୁପୋର୍ଟ ମୁର୍ଡୋକ୍ଙ୍କର ୯୨ ବର୍ଷରେ ନିଜ ପ୍ରେମିକା ଏଲେନା ଜୁକୋଭାଙ୍କ ସହ ଏନଗେଜମେଣ୍ଟ ସଂପନ୍ନ ହୋଇଛି । ଏହା ତାଙ୍କର ୫ମ ଏନଗେଜମେଣ୍ଟ । ବିଶେଷ ସୂତ୍ରରୁ ଜଣାପଡିଛି କି ଏଲେନା…
ଜୀବନରେ ଏହି ଭୁଲ୍ରୁ ରୁଷ୍ଟ ହୁଅନ୍ତି ଭୋଳାନାଥ, ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ସୁଧାରି ନିଅନ୍ତୁ
ଓଡ଼ିଶା ଭାସ୍କର:ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ମହାଦେବ ମାତ୍ର ଏକ କଳସୀ ଜଳରେ ବି ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଶିବ ପୁରାଣରେ ଏପରି କିଛି ଭୁଲ୍ ବିଷୟରେ ଉଲ୍ଲେଖ…
ରୋହିତ-ଗିଲଙ୍କ ଶତକ: ଏହି ମ୍ୟାଚ ଜିତିଲେ ୧୧୨ ବର୍ଷ ତଳର ଐତିହାସିକ ରେକର୍ଡ ଭାଙ୍ଗିବ ଭାରତ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମାନମାନେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକ ହାସଲ କରିଛନ୍ତି । ଗତକାଲି ଇଂଲଣ୍ଡ ପ୍ରଥମ…
ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩ ଅନ୍ତରାଷ୍ଟ୍ରୀୟଙ୍କ ସମେତ ମୋଟ ୨୩ ଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ…
ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା-୨୦୨୪: ଗ୍ରୁପ-ବି ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ବି ପଦରେ…
ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ବଦଳିଲା: ସୂଚନା ଜାରି କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…
ପାକିସ୍ତାନକୁ ୧୪ ଅଗଷ୍ଟରେ ଅଭିନନ୍ଦନ ଜଣାଇବା ଅପରାଧ କି? ଜାଣନ୍ତୁ କ’ଣ କହୁଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଇବା କିମ୍ବା ଅଗଷ୍ଟ ୫ କୁ 'ବ୍ଲାକ ଡେ' ବୋଲି କହିବା ଅପରାଧ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ…
ଗ୍ୟାସ୍ ସିଲିଣ୍ଡର ଦର କମିଲା: ମହିଳା ଦିବସରେ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଉପହାର ଦେଇଛନ୍ତି । ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ନେଇ ଘୋଷଣା କରାଯାଇଛି । ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ ପାଇଛି । ସୋସିଆଲ…
ମାତ୍ର ୩୬ ବର୍ଷ ବୟସରେ ଆଖି ବୁଜିଲେ ବିଞ୍ଝାରପୁର ବ୍ଲକର ସମିତି ସଭ୍ୟ: ଶୋକ ପ୍ରକାଶ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ଦୁଃଖ ଖବର । ମାତ୍ର ୩୬ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜଣେ ସମିତି ସଭ୍ୟ । ଏକ ସଡ଼କ ଦୁର୍ଘଟଣାରେ ବ୍ଲକର ଶାସନ୍ଦା ପଞ୍ଚାୟତର…
ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବେଙ୍ଗାଲୁରୁ ଗସ୍ତ: ଜାରି ହେଲା ଟ୍ରାଫିକ ଆଡଭାଇଜରୀ, ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ କେଉଁ ରାସ୍ତାରେ…
ନୂଆଦିଲ୍ଲୀ: ମାର୍ଚ୍ଚ ୮ ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ଆଡ଼ଭାଇଜରୀ ଜାରି କରିଛି। ସହରରେ ଭିଭିଆଇପି ମୁଭମେଣ୍ଟକୁ ଦୃଷ୍ଟିରେ ରଖି ଟ୍ରାଫିକ ଆଡ଼ଭାଇଜରୀ ଜାରି କରାଯାଇଛି। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର…