Browsing Category

Featured

ପୁଣି ମନୀଷ ସିସୋଦିଆଙ୍କୁ ଝଟ୍‌କା, ବଢିଲା ଜେଲ୍ ଅବଧି

ନୂଆଦିଲ୍ଲୀ: ଆପ୍ ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ କ୍ୟାବିନେଟ୍ ସହଯୋଗୀ ମନୀଷ ସିସୋଦିଆଙ୍କୁ ବଡ ଝଟକା ଲାଗିଛି । ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରିଲା…

ଚମ୍ପାଇ ସୋରେନଙ୍କ ଫ୍ଲୋର ଟେଷ୍ଟ; ବିଧାନସଭାରେ ପହଞ୍ଚିଲେ ହେମନ୍ତ ସୋରେନ୍

ରାଞ୍ଚି: ଝାଡ଼ଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଫ୍ଲୋର ଟେଷ୍ଟରେ ଭାଗ ନେବା ପାଇଁ…

ପେଟେଇକି ଶୋଇବା ଅଭ୍ୟାସ ଅଛି କି? ହୋଇପାରେ ଏହି ସମସ୍ୟା…

ଓଡ଼ିଶା ଭାସ୍କର: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟପେୟ ଯେତିକି ଜରୁରୀ ସୁନିଦ୍ରା ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୋଇବା ପୋଜିସନ୍ ବା ଅବସ୍ଥା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ…

୨୦୧୬ ପରି ଚଳିତ ବର୍ଷ ବି ଅନୁଭୂତ ହେବ ପ୍ରବଳ ତାତି, ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ: ଭାରତରେ ଏଥର ବସନ୍ତ ଋତୁ ବହୁତ କମ୍ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ । ଏହାପରେ ଭୀଷଣ ଗରମ ଅନୁଭୂତ ହେବ । ପାଣିପାଗ ବିଜ୍ଞାନୀ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ତାତି ପ୍ରବଳ ରହିବ ବୋଲି ଚେତାବନୀ ଶୁଣାଇଛନ୍ତି ।…

ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ; ଗୃହରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖୁଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ। ଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ । ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ । ୮ ଶହ…

ଇସଲାମିକ ଧର୍ମପ୍ରଚାରକ ମୁଫତି ସଲମାନ ଆଝାରିଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଜୁନାଗଡ଼: ଜୁନାଗଡ଼ରେ ଘୃଣ୍ୟ ଭାଷଣ ଦେବା ଅଭିଯୋଗରେ ଗୁଜରାଟ ପୁଲିସ ରବିବାର ମୁମ୍ବାଇରୁ ଇସଲାମିକ ପ୍ରଚାରକ ମୁଫ୍ତି ସଲମାନ ଆଝାରିଙ୍କୁ ଗିରଫ କରିଛି। ମୁଫତି ସଲମାନ ଆଝାରୀଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ବହୁ…

ବିବାଦ ଯୋଗୁ ଭୋଗମଣ୍ଡପ ଘରେ ତାଲା ମାରି ପଳାଇଲେ ସିଂହାରି; ବିନା ପହୁଡ଼ରେ ଆରମ୍ଭ ହେଲା ନୀତି

ପୁରୀ: ମହାପ୍ରଭୁଙ୍କ ନୀତି ବିଳମ୍ବ। ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହାପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି ହୋଇଛି । ଗତକାଲି ସିଂହାରି-ସୁପକାର ସେବକ ବିବାଦ…

କୋରାପୁଟ; ବିଷାକ୍ତ ଖାଦ୍ୟଖାଇ ୫୦ ଛାତ୍ରୀ ଅସୁସ୍ଥ, ୧୦ ଗୁରୁତର

କୋରାପୁଟ: କୋରାପୁଟ ଲମତାପୁଟରେ ଅଘଟଣ । ବିଷାକ୍ତ ଖାଦ୍ୟଖାଇ ଅସୁସ୍ଥ ହୋଇଛନ୍ତି ୫୦ ଜଣ ଛାତ୍ରୀ । ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ସମସ୍ତ ଗୁରୁତର ଲମତାପୁଟ ଗୋଷ୍ଠୀସ୍ୱାସ୍ଥ୍ୟ…

ଆଜି ୩୪ତମ ଜନ୍ମଦିନ ପାଳୁଛନ୍ତି ଭୁବନେଶ୍ୱର କୁମାର; ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଆଗରୁ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ଟିମ୍ ଇଣ୍ଡିଆ ପାଇଁ ତାଙ୍କର ମ୍ୟାଚ୍ ବିଜୟୀର ଦୃଶ୍ୟ ସାରା ବିଶ୍ୱ…

BREAKING…ଚିଲିରେ ଭୟାବହ ଅଗ୍ନିକାଣ୍ଡ; ୯୯ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚିଲିର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଯାଇଛି। ଅନେକ ଘର ଜଳି ଯାଇଛି। ଏହି ଭୟାନକ ପରିସ୍ଥିତି ଯୋଗୁଁ ଚିଲିରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।…