Browsing Category

Featured

ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତୀୟ ଦଳ ଘୋଷଣା କଲା BCCI, ୨୨ ବର୍ଷୀୟ ୱିକେଟ କିପରଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେଣୁ ତା’ ପୂର୍ବରୁ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ରୋହିତ ଶର୍ମା ଏହି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହେଲା ଆଚାର୍ଯ୍ୟ ବରଣ ପ୍ରକ୍ରିୟା, ୧୭ତାରିଖରେ ହେବ ପୂର୍ଣ୍ଣାହୁତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଆଚାର୍ଯ୍ୟ ବରଣ ଅବସରରେ ଗଜପତି ମହାରାଜ କହିଛନ୍ତି ଯେ, ୭ ଶହ ବର୍ଷ ପରେ ଶ୍ରୀମନ୍ଦିରର ରୂପାନ୍ତରଣ ସମ୍ଭବ ହୋଇଛି। ପରିକ୍ରମା…

‘କୁକୁର ଲାଙ୍ଗୁଡ଼ ବଙ୍କା କାହିଁକି’: କାରଣ ଜାଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ

‘କୁକୁର ଲାଙ୍ଗୁଡ଼ ବଙ୍କା କାହିଁକି?’ ଏହି ପ୍ରଶ୍ନଟି ଆମ ପିଲାଦିନରୁ ଆମେ ବହୁଥର ଶୁଣିଆସିଛେି । ଯେଉଁମାନେ ଜମା ସୁଧରନ୍ତି ନାହିଁ ସେମାନଙ୍କୁ ଅନେକ ଲୋକ ଏପରି ଉଦାହରଣ ଦେଉଥିବାର ଦେଖାଯାଇଥାଏ । ତେବେ ଏକଥା ଆପଣ ଶୁଣି…

ଜାମ୍ମୁ କାଶ୍ମୀରରେ ସେନାଙ୍କ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରର କୃଷ୍ଣ ଘାଟି ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ କନଭେନରେ ଗୁଳି ଚଳାଇଛନ୍ତି। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହେବା ଖବର ଆସିନାହିଁ।…

AICC ପକ୍ଷରୁ ଘୋଷଣା: ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିରେ ସ୍ଥାନ ପାଇଲେ ୧୮ ଜଣ ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ସେନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ…

(Video) Nivea cream ଡବାରେ ୩୬ ଲକ୍ଷ ଟଙ୍କାର ସୁନା ଚୋରି, ଏୟାରପୋର୍ଟରେ ଏପରି ଧରାପଡିଲେ ମହିଳା

ନୂଆଦିଲ୍ଲୀ: ସୁନା କିପରି ଚୋରା ଚାଲାଣ ହେଉଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କୋଚିନ୍ ବିମାନବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ କଷ୍ଟମ ବିଭାଗର ଅଧିକାରୀମାନେ ରୋମରୁ କୋଚିନ୍‌କୁ ଆସିଥିବା ଜଣେ…

‘ବିଶ୍ଵାସ’ କଲେଜରେ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ

ଓଡ଼ିଶା ଭାସ୍କର: ଛତାବର ସ୍ଥିତ ବିଶ୍ଵାସ କଲେଜରେ ନବାଗତ ନର୍ଶିଙ୍ଗ ଛାତ୍ରଛାତ୍ରୀ ମାନଙ୍କର ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଅଛି । ଏହା ତିନି ଦିନ ପର‌୍ୟ୍ୟନ୍ତ ଚାଲୁ ରହିବ । ଏହି କାଯ୍ୟକ୍ରମକୁ ବିଶ୍ଵାସ…

OAS ଅଧିକାରୀ ସ୍ତରରେ ଅଦଳବଦଳ: CMC ଜଏଣ୍ଟ କମିଶନର ହେଲେ ଇପସିତା ପ୍ରିୟଦର୍ଶିନୀ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଲଙ୍କେଶ୍ୱର ଅମତାଙ୍କୁ ଯାଜପୁର ଜିଲ୍ଲା କଳିଙ୍ଗନଗରର…

ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ, ଏହି ବିଭାଗରେ ପଡିବ ସବୁଠୁ ଖରାପ ପ୍ରଭାବ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୁଗୁଲର କର୍ମଚାରୀମାନେ ପୁଣି ଥରେ ବିଶ୍ୱବ୍ୟାପୀ ଛଟେଇର ଶିକାର ହୋଇଛି। ଗତ ବର୍ଷ ଆରମ୍ଭରେ ମଧ୍ୟ କମ୍ପାନୀ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ…

OSSTET ପରୀକ୍ଷା ପାଇଁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ

ଭୁବନେଶ୍ବର: OSSTET ପରୀକ୍ଷା ପାଇଁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ । OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ…