Browsing Category

Featured

Whatsapp ଆଣିଲା ନୂଆ ଫିଚର୍: ଏହି ଟ୍ରିକରେ ଆପଣଙ୍କ ଫଟୋ ହେବ ଆହୁରି Interesting

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ଆଣୁଛି ଏକ ନୂଆ ଦମଦାର ଫିଚର । ୟୁଜରଙ୍କ ଡିମାଣ୍ଡକୁ ନଜରରେ ରଖି ଲଗାତାର କମ୍ପାନୀ ନୂଆ ନୂଆ ଫିଚର ଉପଲବ୍ଧ କରୁଥିବା ବେଳେ…

କମିବ ଗର୍ଭାଶୟ କର୍କଟର ଟେନସନ୍! ସାରା ଦେଶରେ ଦିଆଯିବ ଟିକା, ଜାଣନ୍ତୁ କେଉଁ ମାସରୁ ଆରମ୍ଭ ହେବ ଅଭିଯାନ

ମହିଳାମାନଙ୍କ ଠାରେ ଗର୍ଭାଶୟ କର୍କଟ ରୋଗର ସଙ୍କଟ ଲଗାତାର ଭାବେ ବୃଦ୍ଧି ପାଉଛି ଏବଂ ଏହି ରୋଗର ମୁକାବିଲା ପାଇଁ ସରକାର ବର୍ତ୍ତମାନ ଏକ ବଡ ଯୋଜନା କରୁଛନ୍ତି । ଏହା ଅଧୀନରେ ସାରା ଦେଶରେ ୯ ରୁ ୧୪ ବର୍ଷ ବୟସର…

Breaking News: ମଞ୍ଚେଶ୍ୱର ଥାନା ASIଙ୍କୁ ଆକ୍ରମଣ, କର୍ପୋରେଟର ଅଟକ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ASIଙ୍କୁ ଆଜି ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ୨ ଜଣ କର୍ପୋରେଟର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି । ଏହି ଘଟଣାରେ…

ଇତିହାସ ସୃଷ୍ଟି କଲେ ଅଧିନାୟକ ରୋହିତ: ଏହି କାରନାମାରେ ବିଶ୍ୱର ପ୍ରଥମ ଖେଳାଳି

ନୂଆଦିଲ୍ଲୀ: ୧୪ ମାସ ପରେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଟି-୨୦ କ୍ରିକେଟରେ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ପ୍ରଥମ ମ୍ୟାଚରେ ହିଁ ଦମଦାର ବିଜୟ ସହ ସେ ଟି-୨୦ ଫର୍ମାଟକୁ କମବ୍ୟାକ କରିଛନ୍ତି । ଏହି…

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀ ବାଛିବା ସମୟରେ ପରଖି ନିଅନ୍ତୁ ଏହି ସବୁ ଅଭ୍ୟାସ, ବୈବାହିକ ଜୀବନ ହେବ ସୁଖମୟ

ବର୍ତ୍ତମାନ ସାରା ଦେଶରେ ୱେଡିଙ୍ଗ ସିଜନ ଜାରି ରହିଛି । ତେବେ ବିବାହ କରିବା ପାଇଁ ଅନେକ ଲୋକେ ଶୀତଋତୁକୁ ଉପଯୁକ୍ତ ମନେକରୁଥିବା କାରଣରୁ ଅନେକ ଲୋକ ଏହି ସମୟରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ପିତାମାତା ମଧ୍ୟ…

୩ରୁ ଅଧିକ ପିଲା ଥିବା ମହିଳାଙ୍କୁ ମିଳିବନି ସରକାରୀ ସହାୟତା: ବଡ଼ ଘୋଷଣା କଲେ ଏହି ସରକାର

ନୂଆଦିଲ୍ଲୀ: କଂଗ୍ରେସ ଏବଂ ମୁସଲଙ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସେ ଏକ ନୂଆ…

୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା: ଟେକନିକାଲ ଆସିଷ୍ଟାଣ୍ଟ ପଦରେ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭଲ ଚାକିରିଟିଏ ନ ମିଳିବାରୁ ଦେଶରେ ବେରୋଜଗାରୀ ସମସ୍ୟା ବଢିବାରେ ଲାଗିଛି । ଅନେକ ପିଲା ଏକାଧିକ ଡିଗ୍ରୀ ପାଇବା ପରେ ମଧ୍ୟ ସନ୍ତୋଷଜନକ ରୋଜଗାର ସଂସ୍ଥା ପାଉନାହାନ୍ତି । ତେବେ…

ପ୍ରକୃତ ପ୍ରେମକୁ ଆଇନର କଠୋରତା ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ନାହିଁ : ହାଇକୋର୍ଟ

ନୂଆଦିଲ୍ଲୀ: ୨୦୧୫ ମସିହାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ବଳାତ୍କାର ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କିଶୋରମାନଙ୍କ ମଧ୍ୟରେ 'ପ୍ରକୃତ…

ଜାନୁୟାରୀ ୨୬ ପରେଡରେ ନାରୀଶକ୍ତିକୁ ମିଳିବ ଅଗ୍ରାଧିକାର: CAPF ମାର୍ଚିଙ୍ଗ ସହ ଏହି ଦାୟିତ୍ୱ ନେବେ ମହିଳା

ନୂଆଦିଲ୍ଲୀ: ଜାନୁୟାରୀ ୨୬, ଗଣତନ୍ତ୍ର ଦିବସ ପାଇଁ ଦେଶରେ ବର୍ତ୍ତମାନ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତେବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଏହି ଉତ୍ସବ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି…

କ’ଣ ଆପଣ ବି ଲଗାଉଛନ୍ତି ନିଜ ଶିଶୁ ଆଖିରେ କଜଳ? ଜାଣନ୍ତୁ କ’ଣ ରହିଛି ସାଇଡ଼ ଇଫେକ୍ଟ

ଭାରତରେ ପିଲାମାନଙ୍କ ଆଖିକୁ ସୁନ୍ଦର କରିବା ପାଇଁ ମା'ମାନେ ସେମାନଙ୍କ ଆଖିରେ କାଜଲ ବା କଜଳ ଲଗାଇବା ପରମ୍ପରା ଏବେ ମଧ୍ୟ ଚାଲି ଆସୁଛି । ତେବେ ବିଶ୍ୱାସ କରାଯାଇଥାଏ ଯେ ଏହା ଦ୍ୱାରା ପିଲାମାନଙ୍କୁ ଖରାପ ଦୃଷ୍ଟି…