Browsing Category

Featured

୫୮ ବର୍ଷରେ ବିବାହ କରିବେ ସଲମାନ ଭାଇଜାନ୍… ନିଜେ କହିଲେ କେବେ-କିପରି ହେବ ବାହାଘର

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍ ହେଉଛନ୍ତି ହିନ୍ଦୀ ସିନେମାର ମୋଷ୍ଟ ଏଲିଜିବଲ ବ୍ୟାଚେଲର । ସଲମାନଙ୍କୁ ବିବାହ କରିବା ପାଇଁ ଅନେକ ଝିଅ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଆଜି ସେ ୫୮ ବର୍ଷ ବୟସରେ ପହଞ୍ଚି…

ବେଳେ ବେଳେ ଲାଗେ କି କେହି ଆପଣଙ୍କ ପିଛା କରୁଛି କିନ୍ତୁ ଦେଖିଲା ବେଳକୁ କେହି ନଥାନ୍ତି: ଏମିତି କାହିଁକି ହୁଏ?

ଓଡିଶା ଭାସ୍କର: ବେଳେ ବେଳେ ଆମ ସହ ଏମିତି କିଛି ଅଜବ ଘଟଣା ଘଟୁଥାଏ ଯାହା ଆମେ ଆଦୌ ବୁଝି ପାରନ୍ତି ନାହିଁ। ତେବେ କିଛି କାରଣ ନଥିବା ବେଳେ ସେହି ଅଜବ ଘଟଣା ଆମକୁ ବାହାରି ଅଡୁଆରେ ପକାଇଥାଏ। ଏହି ଘଟଣାକୁ ନେଇ ମନରେ…

ଜନ୍ମଭୂମୀରୁ ବାହାରକୁ ଆସିବେନି ରାମଲଲା: ଅଯୋଧ୍ୟାରେ ରଦ୍ଦ ହେଲା ଶୋଭାଯାତ୍ରା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ରହିଛି । କିନ୍ତୁ ବର୍ତ୍ତମାନ ସୂଚୀ ମଧ୍ୟରେ ଏକ ପରିବର୍ତ୍ତନ ହୋଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ…

ଭିଜିଲାନ୍ସ ଜାଲରେ ଏମଭିଆଇ, ଏକକାଳୀନ ୭ଟି ଘର ଉପରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତିର ମାଲିକାନା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ପଞ୍ଚାନନ ବେହେରାଙ୍କ ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ…

BIG BREAKING: କ୍ଲୋରିନ୍ ସିଲିଣ୍ଡର ଲିକ୍ ହେବାରୁ ଲୋକେ ଅଣନିଶ୍ୱାସୀ, ନିରାପଦ ନିଷ୍କାସନ ପାଇଁ ପଦକ୍ଷେପ ଆରମ୍ଭ

ଓଡିଶା ଭାସ୍କର: ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ପ୍ରେମ ନଗର ପୋଲିସ୍ ଷ୍ଟେସନର ଝାଞ୍ଜରା ଅଞ୍ଚଳରେ କ୍ଲୋରିନ୍ ସିଲିଣ୍ଡର ଲିକ୍ ହୋଇଥିବା ସୂଚନା ମିଳିଛି। ଫଳରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ପସନ୍ଦ ଆସୁନି Aadhar Cardରେ ଥିବା ପୁରୁଣା ଫଟୋ… ଜାଣି ରଖନ୍ତୁ କିପରି ଏହାକୁ ବଦଳାଇବେ

ନୂଆଦିଲ୍ଲୀ: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାର ବିନା, ପିଲାଙ୍କ ସ୍କୁଲ ଆଡମିଶନରୁ ଆରମ୍ଭ କରି ଚାକିରି ପାଇବା ପର୍ଯ୍ୟନ୍ତ ସବୁକିଛି…

ମାଗଣା ରାସନ ବଣ୍ଟନ ତାରିଖ ଘୋଷଣା: ଜାଣନ୍ତୁ, କେବେଠାରୁ ମିଳିବ ମାଗଣା-ଚାଉଳ

ଓଡିଶା ଭାସ୍କର: କେନ୍ଦ୍ର ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନା ପ୍ରଚଳିତ କରିଛନ୍ତି। ଯାହାଦ୍ୱାରା ଗରିବ ଲୋକ ଉପକୃତ ହୋଇପାରୁଛନ୍ତି। ଏହି ଗରିବ କଲ୍ୟାଣ ଯୋଜନାର ଫାଇଦା ଉଠାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଏହି ଯୋଜନା…

ବାବାରେ ଶୀତ! ଥଣ୍ଡା ପାଇଁ ବଦଳିଗଲା ସ୍କୁଲ ସମୟ: ଏଣିକି ୧୦ଟାରେ ଆରମ୍ଭ ପାଠପଢା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଶୀତର ଲହରୀ ଜାରି ରହିଛି । ଅସହ୍ୟ ଜାଡ଼ରେ କମ୍ପୁଛି ଦେଶର ବିଭିନ୍ନ ରାଜ୍ୟ । ଏଭଳି ସ୍ଥିତିରେ ସକାଳୁଆ ସ୍କୁଲ ପିଲାମାନଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ…

ନିଜକୁ Mentally Strong କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଅଭ୍ୟାସ…

ଓଡ଼ିଶା ଭାସ୍କର: ଜୀବନ ଅଛି ମାନେ ସମସ୍ୟା ବି ରହିବ । ଜୀବନରେ ଚ୍ୟାଲେଞ୍ଜ ଓ ପ୍ରତିକୂଳ ପରିସ୍ଥିତି ବିନା କୌଣସି ବ୍ୟକ୍ତି ପ୍ରଗତି କରିବା ଅସମ୍ଭବ । ଅଧିକାଂଶ ବ୍ୟକ୍ତିମାନେ ଜୀବନରେ ରିସ୍କ ନେବାକୁ ପସନ୍ଦ କରିଥାନ୍ତି…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏଲିଜାବେଥ୍ ବର୍ଣ୍ଣ: ରାଜନୈତିକ ତିକ୍ତତା ପାଇଁ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବର୍ଣ୍ଣଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାକୁ ଗ୍ରହଣ କରିଛନ୍ତି । ଏ ନେଇ…