Browsing Category
Featured
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି: ଆସିଷ୍ଟାଣ୍ଟ, ଅନୁବାଦକ, LDC, ଟାଇପିଷ୍ଟ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ନୂଆବର୍ଷ ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ୨୯ ପ୍ରକାର…
୨୦୨୪ରେ ୩ ରାଶିର ଲୋକଙ୍କ ଉପରେ କୃପାବର୍ଷା କରିବେ ଶନିଦେବ, ସୁଖ-ସୁବିଧା ଓ ଟଙ୍କାର ରହିବନି ଅଭାବ
ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କ ପୁଅ ଶନିଦେବଙ୍କର ବିଶେଷ ମହତ୍ତ୍ୱ ରହିଛି । ଶନିଶ୍ଚରାୟଙ୍କୁ ନ୍ୟାୟ ଏବଂ କର୍ମ ଦେବତା ବୋଲି କୁହାଯାଏ । ସମସ୍ତ ଗ୍ରହ ମଧ୍ୟରେ ଶନି ହେଉଛି ଧୀମା ଗ୍ରହ ।
ଶନି ପ୍ରତ୍ୟେକ ରାଶି…
ନୂଆବର୍ଷ ପୂର୍ବରୁ ବଢ଼ିଲା ସଂକ୍ରମଣ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାତି ପାହିଲେ ନୂଆବର୍ଷ ୨୦୨୪ ପାଦ ଥାପିବ । ତେବେ ଏହା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ରାଜ୍ୟରୁ ପୁଣି ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…
Big Breaking; ଓଲଟିଲା ପିକନିକ୍ ବସ୍, ଏକାଧିକ ଆହତ
ଭୁବନେଶ୍ୱର: ଗଞ୍ଜାମ ପୋଲସରାରେ ଆଜି ଏକ ପିକନିକ୍ ବସ୍ ଓଲଟି ପଡିଛି । ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ…
ଗର୍ଭଧାରଣ କରିପାରୁ ନ ଥିବା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା, ୮ ଜଣ ଗିରଫ
ପାଟନା: ବିହାରର ନୱାଦାରେ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ଘଟଣା ସମ୍ପର୍କରେ ଜାଣିଲେ ଆପଣ ତାଜୁବ ହୋଇଯିବେ ଯେ, ଏଭଳି ବି ଆଜିକାଲି ଠକେଇ ହେଉଛି । ତେବେ ସେଠାରେ ଥିବା…
ବୁଲିବାକୁ ନା ‘ଯୁଦ୍ଧ’ କରିବାକୁ ଆସିଛନ୍ତି; ଯାଞ୍ଚ ବେଳେ ଜବତ ହେଲା ଶହ ଶହ ବାଡ଼ି-ଲୁହା ରଡ୍
ସିମଲା: ନୂଆବର୍ଷ ପାଳନ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶର ରାଜଧାନୀ ତଥା କୁଇନ୍ ଅଫ୍ ହିଲ୍ସ ଶିମଲା କୁ ଆସୁଛନ୍ତି। ଶିମଲାର ରିଜ୍ ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷ ପାଳନ କରିବେ ବୋଲି ଆଶା…
ରାତିରେ ଡେରିରେ ଶୋଇବା ଦ୍ୱାରା ଫୁସଫୁସ ଏବଂ ଲିଭର ଉପରେ ପଡିଥାଏ ଖରାପ ପ୍ରଭାବ : ରିସର୍ଚ୍ଚ
ବୈଜ୍ଞାନିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଜିନିଷକୁ ନେଇ ଗବେଷଣା କରିଥାନ୍ତି । ଫଳରେ ସେମାନେ ଏହା ଦ୍ୱାରା ଅନେକ କିଛି କଥାର ସନ୍ଧାନ ପାଇଥାନ୍ତି , ଯାହାକି ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିତ୍ୟାନ୍ତ ଜରୁରୀ ।…
ଶୀତଋତୁରେ କମ୍ବଳରେ ମୁହଁ ଢାଙ୍କି ଶୋଉଥିଲେ ହୋଇଯାନ୍ତୁ ସାବଧାନ! ଭୋଗିପାରନ୍ତି ଏହି ସବୁ ସମସ୍ୟା
ଶୀତ ଋତୁରେ ପ୍ରତ୍ୟେକ ଲୋକଙ୍କର ପ୍ରିୟ ସ୍ଥାନ କମ୍ବଳ ଏବଂ ରେଜେଇ ହୋଇଥାଏ । ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୋଟା ଚଦର କିମ୍ବା କମ୍ବଳ ଘୋଡ଼େଇ ହୋଇ ଶୋଇବାକୁ ପସନ୍ଦ କରିଥାନ୍ତି । ତେବେ ଆନେକ ଳୋକଙ୍କର ଏନେଇ ଏକ…
ଜର୍ଜିଆ ମେଲୋନୀ ହେଲେ Man of the Year, ପୁରୁଷଙ୍କ ଅହଂକାରକୁ ଭାଙ୍ଗି ବିଶ୍ୱ ପାଇଁ ସାଜିଛନ୍ତି ଉଦାହରଣ
ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏଠିକାର ଏକ ସମ୍ବାଦପତ୍ର ମ୍ୟାନ ଅଫ୍ ଦି ଇୟର ଭାବରେ ଚୟନ କରିଛି । ତେବେ ଏହା ଉପରେ ବିବାଦ ବି ଆରମ୍ଭ ହୋଇଯାଇଛି । ବହୁ ମହିଳା ଅଧିକାର କାର୍ଯ୍ୟକର୍ତ୍ତା ଓ…
ତେହରିକ୍-ଏ-ହୁରିୟତ ଜମ୍ମୁ-କଶ୍ମୀରକୁ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର
ନୂଆଦିଲ୍ଲୀ: ତେହରିକ୍-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର। ତେବେ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦୀ ସରକାର ଏଭଳି ଏକ ବଡ଼ ପଦକ୍ଷେପ…