CHARIDHAM
Browsing Category

Featured

ଚାଣକ୍ୟ ନୀତି; ଏହି ଅଭ୍ୟାସ କାରଣରୁ ବ୍ୟକ୍ତିକୁ ସର୍ବଦା ପଡିଥାଏ ଅଭାବ

ଆଚାର୍ଯ୍ୟ ଚାଣକ୍ୟ ଉନ୍ନତି ପଥରେ ଆଗକୁ ଯିିବା ଓ ଜୀବନରେ ମହାନ୍ ଉପଲବ୍ଧି ଲାଗି କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ବହୁ ବ୍ୟକ୍ତି ଜୀବନରେ ଏପରି ବଦଭ୍ୟାସ ଆପଣାଇଥାନ୍ତି ଯେଉଁ…

ସାବଧାନ୍ ହୋଇଯାଅ ଏହି ବ୍ଲଡ ଗ୍ରୁପର ଲୋକେ, କରୋନା ଟିକା ପରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ବଢ଼ିଲା ଆଶଙ୍କା !

ଏକ ନୂଆ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଭାରତରେ ଦିଆଯାଇଥିବା କୋଭିଶିଲ୍ଡ ଟିକା ପରେ ‘O’ ବ୍ଲଡ ଗ୍ରୁପ୍ ଥିବା ଲୋକଙ୍କୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି । ଅନୁସନ୍ଧାନକାରୀମାନେ କହିଛନ୍ତି…

କଂଗ୍ରେସ ସଜାଡ଼ିବ ନିଜର ଆର୍ଥିକ ସ୍ଥିତି: ‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ମଗାଯିବ ଚାନ୍ଦା!

ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମକ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଘୋଷଣା କରିଛି କଂଗ୍ରେସ ଦଳ । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଶନିବାର…

ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିଲା ସଂସଦର ସୁରକ୍ଷା ଉଲ୍ଲଂଘନ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପଛର ମାଷ୍ଟରମାଇଣ୍ଡ ଲଳିତ ଝା ଦେଶରେ ଅରାଜକତା ସୃଷ୍ଟି କରିବା ସହ ସରକାରଙ୍କୁ ସେମାନଙ୍କ ଦାବି ଜଣାଇବାକୁ ଚାହୁଁଥିଲା। ଲଳିତ ଝା ସୁରକ୍ଷା ଉଲ୍ଲଂଘନରେ ସମ୍ପୃକ୍ତ ଥିବା ୫ ଜଣଙ୍କ…

(video)ଟିଭିରେ ଚାଲୁଥିଲା ରୋମାଣ୍ଟିକ ସିନ୍‌, ମା’ଆସୁଥିବାର ଦେଖି ଝିଅ ଭୟରେ କରିଦେଲା ଏପରି କିଛି

ପିଲାଦିନେ ଆମେ ଯେତେବେଳେ ଟିଭି ଦେଖୁଥିଲୁ ସେତେବେଳେ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଆସିଗଲେ ଆମକୁ ଖରାପ ଲାଗୁଥିଲା ଓ ଆମେ ବାହାନା କରି ସେଠାରୁ ଉଠି ପଳାଇ ଯାଉଥିଲୁ । ଯେତେବେଳେ ଆମେ ଏକାକୀ ଏପରି କିଛି ସିନ୍…

ନିୟନ୍ତ୍ରଣ ରେଖା ସେପଟେ ଛକି ରହିଛନ୍ତି ୨୫୦ରୁ ଅଧିକ ଆତଙ୍କବାଦୀ, କେବେ ବି କରିପାରନ୍ତି ଭାରତରେ ପ୍ରବେଶ

ଶ୍ରୀନଗର: ନିୟନ୍ତ୍ରଣ ରେଖା(LOC)ସେପଟେ ପାକିସ୍ତାନ କବ୍‌ଜାରେ ରହିଥିବା କାଶ୍ମୀରର ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୨୫୦ରୁ ୩୦୦ ପର୍ଯ୍ୟନ୍ତ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବା ଲାଗି ସୁଯୋଗର ଅପେକ୍ଷାରେ…

ସୁନା ଦୋକାନରୁ ଲୁଟ ବେଳେ ପୋଲିସ ଷ୍ଟାଇଲରେ ଚୋରଙ୍କୁ ମାଡ଼ିବସିଲେ ସ୍କୁଲ ପିଲା

ଭୁବନେଶ୍ୱର:(ଓଡ଼ିଶା ଭାସ୍କର) ପୋଲିସ ଷ୍ଟାଇଲରେ ଚୋର ଧରିଲେ ସ୍କୁଲ ପିଲା। ଚୋରି ଉଦ୍ୟମ ବେଳେ ଚୋରକୁ ମାଡ଼ି ବସିଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣୀ SBI ପାଖ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ଚୋରଙ୍କୁ ଧରିଦେଲେ…

ପେଟିଏମ୍‌ରେ ବୁକ୍ କରନ୍ତୁ ଫ୍ଲାଇଟ୍ ଟିକେଟ୍‌, ପାଆନ୍ତୁ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଛାଡ

ନୂଆଦିଲ୍ଲୀ: ପେଟିଏମ୍ ୟୁଜର୍ସଙ୍କ ଲାଗି ଆସିଲା ଏକ ଖୁସି ଖବର । ବର୍ଷ ଶେଷରେ ଯଦି କେହି ବିଦେଶ ବୁଲିଯିବାକୁ ଯୋଜନା କରୁଛନ୍ତି ତେବେ ଏଟିଏମ୍‌ରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରି ବଡ ରକମର ସଞ୍ଚୟ କରନ୍ତୁ । କମ୍ପାନୀ…

ଦିନ ଦ୍ୱିପ୍ରହରେ ବଡ଼ଦାଣ୍ଡରେ ବୁଲୁଛି ବିଲୁଆ; ଲୋକେ ଭୟଭୀତ

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ବଡ଼ଦାଣ୍ଡରେ ବିଲୁଆ ଆତଙ୍କ । ଅନେକ ସମୟ ଧରି ବଡ଼ଦାଣ୍ଡ ନିକଟସ୍ଥ ଏକ କୋଠା ଉପରେ ବିଲୁଆଟି ବସିଥିବାର ଦେଖିବାକୁ ମିଳିଥିଲା । ଜନଗହଳିପୂର୍ଣ୍ଣ ସହର ଭିତରେ ବିଲୁଆ ବୁଲିବାର ଦେଖି…

ସଂସଦରେ ସୁରକ୍ଷା ଭଙ୍ଗ ଘଟଣା: ପୋଲିସ ହାତରେ ଧରାପଡିଲା ଆଉ ଜଣେ ଅଭିଯୁକ୍ତ

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭାରତ ସରକାର। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଅଧିକ ଖୋଳତାଡ଼ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି…