
Browsing Category
Featured
ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପରଲୋକ: କାନପୁର ସହିତ ରହିଥିଲା ଖାସ୍ ସମ୍ପର୍କ
ନୂଆଦିଲ୍ଲୀ: ନିକଟରେ ଦିନିକିଆ ବିଶ୍ୱକପ କ୍ରିକେଟ ସମାପ୍ତ ହୋଇଥିବା ବେଳେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ବିୟୋଗ ଘଟିଛି । ଏହି ଖବର ବିଶ୍ୱର ବିଭିନ୍ନ…
ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଏପରି ଶୁଭେଚ୍ଛା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…
୩ ନୂଆ ଚେହେରା ହେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ! ବିଜେପିର ରାଜନୈତିକ ଇତିହାସରୁ ବଡ଼ ଖୁଲାସା
ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ…
ଭାରତୀୟ ବଜାରରେ ବିକ୍ରି ହେଉଛି ଚାଇନାର ନକଲି ରସୁଣ, ଯାହା ସ୍ୱାସ୍ଥ୍ୟ ପାଇଁ ଅତି ଭୟଙ୍କର: ଯାଞ୍ଚ ଦାବି କଲେ ଆମେରିକା ସାଂସଦ
ନୂଆଦିଲ୍ଲୀ: ନକଲି ସାମଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ରସୁଣ ତିଆରି କରୁଛି କି? ତେବେ ଏହି ବିଷୟ ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା, ଯେଉଁଥିରେ ଚାଇନାର 'ନକଲି ରସୁଣ'…
ଏଣିକି ବିଦେଶ ଯାତ୍ରା ସହଜ: ବିନା ଭିସାରେ ଭାରତୀୟମାନେ ୪ଟି ଦେଶ ଭ୍ରମଣ କରିପାରିବେ
ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଏହା ହେଉଛି ପିକନିକର ଋତୁ । ୨୦୨୩ ବର୍ଷ ସରି ଆସୁଥିବାରୁ ସମସ୍ତେ ନୂଆ ନୂଆ ସ୍ଥାନ ଭ୍ରମଣରେ ଯାଇଥାନ୍ତି । ତେବେ ଆପଣମାନେ ଯଦି ଭ୍ରମଣପ୍ରିୟ ତେବେ ଏନେଇ ଆସିଛି ଏକ…
ଏହି ୩ଟି ଜିନିଷ ସେବନ କରୁଥିଲେ ସାବଧାନ ! ଦୁର୍ବଳ ହୋଇଥାଏ ହାଡ଼
ସନ୍ତୁଳିତ ଆହାର ଏବଂ ସୁସ୍ଥ ଜୀବନଶୈଳୀ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ । ଆମ ଶରୀରର ସମ୍ପୂର୍ଣ୍ଣ ଆଧାର ହାଡ଼ ଉପରେ ନିର୍ଭର କରିଥାଏ । ଜନ୍ମରୁ ଯୁବାବସ୍ଥା ଯାଏଁ ଆମ ଶରୀରରେ ଅସ୍ଥି ଗଠନ ହୋଇଥାଏ । କିନ୍ତୁ ୨୦…
୧୧ ବର୍ଷର ରିସର୍ଚ୍ଚ ପରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ: ଦିନରେ ଶୋଇବା ଓ ଘୁଙ୍ଗୁଡ଼ି ମାରିବା କାରଣରୁ ଆପଣ ହରାଇ ପାରନ୍ତି ଦୃଷ୍ଟିଶକ୍ତି
ନୂଆଦିଲ୍ଲୀ: ଆଜିର ସମୟରେ ବିଜ୍ଞାନ ଯେତିକି ଆଗକୁ ଯାଉଛି, ମାନବ ସମାଜ ଆଗରେ ସେହି ଅନୁପାତରେ ନୂଆ ନୂଆ ସମସ୍ୟା ଉଭା ହେଉଛି । ଦିନକୁ ଦିନ ବିଶ୍ୱର ଜଳବାୟୁରେ ପରିବର୍ତ୍ତନ ଘଟୁଥିବା ବେଳେ ମଣିଷ ସମାଜ ପାଇଁ ଉପକାରୀ…
ମର୍ଣ୍ଣିଂ କନସଲ୍ଟ ରେଟିଂ: ବିଶ୍ୱର ଲୋକପ୍ରିୟ ନେତାଙ୍କ ମଧ୍ୟରେ ପୁଣି ମୋଦୀ ନମ୍ବର ୱାନ୍, ଜାଣନ୍ତୁ ଦ୍ୱିତୀୟରେ ରହିଛି କିଏ …
ନୂଆଦିଲ୍ଲୀ: ପୁଣି ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିରେ ସେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ବହୁ ବଡ଼ ବଡ଼ ରାଷ୍ଟ୍ରନେତାଙ୍କୁ ପଛରେ ପକାଇଛନ୍ତି।…
RMRCରେ ହେବ HIV ସଂକ୍ରମିତଙ୍କର ଭାଇରାଲ ଲୋଡ୍ ପରୀକ୍ଷା: ଓଡ଼ିଶାର ରୋଗୀଙ୍କୁ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଏଚଆଇଭି ଏକ ଭୟଙ୍କର ବିମାରୀ । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏଡସ ଓ ଏଚଆଇଭି ମାମଲା ହ୍ରାସ ପାଇବାରେ ଲାଗିଛି । ତେବେ ଓଡ଼ିଶା କଥା ବିଚାର…
ଆପଣ ଡିଜିଟାଲ ଷ୍ଟ୍ରେନ୍ର ଶିକାର ନୁହନ୍ତି ତ? ଜାଣନ୍ତୁ କେମିତି କରିବେ ଉପଚାର…
ଆଜିକାଲି ଡ଼ିଜିଟାଲ ଯୁଗ । ପ୍ରାୟ ଅଧିକାଂଶ କାମ ଅନଲାଇନ୍ ମାଧ୍ୟମରେ ହୋଇଯାଏ । କର୍ମଜୀବୀ ଲୋକମାନେ ପ୍ରାୟ ସମୟ କମ୍ପ୍ୟୁଟର, ଲାପ୍ଟପ୍, ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଣ ସାମ୍ନାରେ ବିତାଇଥାନ୍ତି । । ଏହା ପରେ…