Browsing Category
Featured
‘ଆଲ୍ଲା ହୋ ଆକବର’ ସ୍ଲୋଗାନ ଦେଇ ପର୍ଯ୍ୟଟକଙ୍କ ଉପରକୁ କଲେ ଆକ୍ରମଣ: ଜଣେ ମୃତ ୨ ଆହତ
ନୂଆଦିଲ୍ଲୀ: ପ୍ୟାରିସର ଆଇଫିଲ ଟାୱାର ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜର୍ମାନ ପର୍ୟ୍ୟଟକଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦୁଇ ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଅଜଣା ବ୍ୟକ୍ତି ଜଣଙ୍କ ଏକ ଧାରୁଆ…
ଆଉ ନାହାନ୍ତି ସଭିଙ୍କ ପ୍ରିୟ ଇନ୍ସପେକ୍ଟର ଫ୍ରେଡିକ୍ସ: ଶୋ ‘CID’ରୁ ପାଇଥିଲେ ଲୋକପ୍ରିୟତା
ମୁମ୍ବାଇ: ଟିଭି ଦୁନିଆରୁ ଆସିଛି ଆଉ ଏକ ଦୁଃଖଦ ଖବର । ଲୋକପ୍ରିୟ ଶୋ CIDରେ ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡ଼ନୀସ ଆଉ ନାହାନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…
ଚକିତ ହୋଇଗଲେ ବିଶ୍ୱବାସୀ! ଏକ ବିଦ୍ୟୁତ ବଲବ କ୍ରମାଗତ ୧୨୨ ବର୍ଷ ଧରି ଜଳୁଛି, ଏହା କିପରି ସମ୍ଭବ
ନୂଆଦିଲ୍ଲୀ: ସାଧାରଣ ଭାବେ ଆମେ ଘରମାନଙ୍କରେ ବ୍ୟବହାର କରୁଥିବା ବିଦ୍ୟୁତ ବଲବ ଅତିବେଶିରେ ୨-୪ ବର୍ଷ ପର୍ଯ୍ୟନ୍ତ ଜଳିଥାଏ । ଏହାପରେ ଧୀରେଧୀରେ ଉକ୍ତ ବଲବଟି ଖରାପ ହୋଇଯାଇଥାଏ । ଫଳରେ ଆମକୁ ପୁଣି ଏକ ନୂଆ ବଲବ କିଣି…
କଞ୍ଚା ଟମାଟୋ ଖାଇବା ଦ୍ଵାରା ବଢିଥାଏ ଦୃଷ୍ଟି ଶକ୍ତି, ଜାଣନ୍ତୁ ଆଉ କ’ଣ ମିଳେ ଫାଇଦା ?
ଟମାଟୋ ଏମିତି ଏକ ପରିବା ଯାହା ସବୁଥିରେ ଦରକାର ହୋଇଥାଏ । ଏଥିରୁ ମଧ୍ୟ ବିଭିନ୍ନ ପ୍ରକାର ରୋଷେଇ ପ୍ରସ୍ତୁତ ହୋଇଥାଏ । ଏହା ତ ତରକାରୀ ପଡ଼ିଲେ ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । ଏଥିରେ ସାଲାଡ଼ ହୋଇଥାଏ ଏବଂ ଏହାକୁ…
ମୋବାଇଲ ଶୁଣୁଛି କି ଆପଣଙ୍କର ପର୍ସନାଲ କଥା, କେବେ ବି ହୋଇପାରେ ଲିକ୍ ! ତୁରନ୍ତ OFF କରନ୍ତୁ ଏହି ସେଟିଂ
ନୂଆଦିଲ୍ଲୀ: ଟେକ୍ନୋଲୋଜି ଯୋଗୁଁ ଆମ ଜୀବନ ସହଜ ହୋଇଛି ସତ, କିନ୍ତୁ ଏହି କାରଣରୁ ଲୋକଙ୍କ ଗୋପନୀୟତା ମଧ୍ୟ ହଜିଯାଉଛି । ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଥର ଲୋକଙ୍କ ବ୍ୟକ୍ତିଗତ କଥାବାର୍ତ୍ତା, ଭିଡିଓ ଏବଂ ଫଟୋ…
ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ହାଇକମାଣ୍ଡ ମାରିଲେ ମୋହର
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ସରିଛି । ଏବେ କେଉଁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ତା’ ଉପରେ ସାରା ଦେଶବାସୀଙ୍କ ନଜର । ତେବେ ନିର୍ବାଚନରେ ବିଜୟ ଲାଭ କରିଥିବା…
NCRB Report: କେଉଁ ରାଜ୍ୟରେ ଘଟୁଛି ବେଶି ଅପରାଧ, ଓଡ଼ିଶାର ସ୍ଥିତି କିପରି ରହିଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୨୨ ମସିହାରେ ସାରା ଦେଶରେ ମୋଟ ୨୮,୫୨୨ଟି ହତ୍ୟା ମାମଲାକୁ ନେଇ ଏଫଆଇଆର ଦାୟର କରାଯାଇଥିଲା । ଏହାର ଅର୍ଥ ହେଉଛି ଦୈନିକ ୭୮ଟି ମାମଲା ଅର୍ଥାତ ପ୍ରତି ଘଣ୍ଟାରେ ୩ରୁ ଅଧିକ ମାମଲା…
ଲୋକସଭା ନିର୍ବାଚନ ପୂର୍ବରୁ ହେବ ବଡ଼ ଘୋଷଣା: ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ବଢ଼ାଇବେ ମହଙ୍ଗା ଭତ୍ତା!
ନୂଆଦିଲ୍ଲୀ: ନୂଆ ବର୍ଷରେ ମୋଦୀ ସରକର କର୍ମଚାରୀଙ୍କୁ ଏକ ବଡ଼ ଫାଇଦା ଦେଇପାରନ୍ତି । ଆସନ୍ତା ବର୍ଷ ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ପ୍ରତିବର୍ଷ କେନ୍ଦ୍ର…
ଦେଶର ସରକାରୀ ସ୍କୁଲଗୁଡ଼ିକରେ ୮.୪ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ସମଗ୍ର ଦେଶର ସରକାରୀ ସ୍କୁଲଗୁଡ଼ିକରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ୮.୪ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି । ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଏ ବାବଦରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ…
ବ୍ରିଟେନରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଶକ୍ତ ହେଲା ଭିସା ନିୟମ: ଜାଣନ୍ତୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କର ଏପରି ପଦକ୍ଷେପ ପଛର କାରଣ
ନୂଆଦିଲ୍ଲୀ: ବ୍ରିଟେନ ସରକାର ଦେଶରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇଥିବା ସୋମବାର ଘୋଷଣା କରିଛନ୍ତି। ଏଥିରେ ବିଦେଶୀ ଶ୍ରମିକମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଭିସା ପାଇବା ପାଇଁ ଅଦିକ…