Browsing Category
Featured
ସୁଡ଼ଙ୍ଗରେ ଫସିଥିବା ପୁଅକୁ ଅପେକ୍ଷା କଲେ ୧୭ ଦିନ: ଶେଷରେ ଆଖିବୁଜିଲେ ଶ୍ରମିକଙ୍କ ବାପା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକ ବର୍ତ୍ତମାନ ବାହାରକୁ ଆସିଛନ୍ତି। ସେମାନଙ୍କ ପରିବାର ଗତ ୧୭ ଦିନ ଧରି ଏହି ଶ୍ରମିକମାନଙ୍କୁ ଅପେକ୍ଷା କରିଥିଲେ। ତେବେ ଶ୍ରମିକମାନେ…
ବିଶ୍ୱର ପଞ୍ଚମ ସର୍ବାଧିକ ମୂଲ୍ୟବାନ ମାର୍କେଟ ହେଲା ଭାରତୀୟ ଶେୟାର ବଜାର: ପ୍ରଥମ ଥର BSEର ମାର୍କେଟ ଭାଲ୍ୟୁ ୪ ଟ୍ରିଲିୟନ ଡଲାର ପାର୍ କଲା
ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ମାର୍କେଟ ଭାଲ୍ୟୁ ୪ ଟ୍ରିଲିୟନ ଡଲାର ପାର୍ କରିଛି । ଏହାଫଳରେ ଭାରତୀୟ…
ଟ୍ରକ ସହ ପିଟିହେଲା କାର୍, ଚାଲିଗଲା ଆଇପିଏସ୍ ଅଧିକାରୀଙ୍କ ବାପା,ମା ଓ ଆଈଙ୍କ ଜୀବନ
ଦୁର୍ଗ: ଛତିଶଗଡ ଦୁର୍ଗରେ ଏକ ଭୀଷଣ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଆଇପିଏସ୍ ଅଧିକାରୀଙ୍କ ମାତାପିତା ଓ ଆଇଙ୍କ ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣା ଜିଲ୍ଲାର ଜାମୁଲ ଥାନା କ୍ଷେତ୍ର ଅନ୍ତର୍ଗତ ଖେଦାମାରା…
RBI ପକ୍ଷରୁ ସୂଚନା: ବ୍ୟାଙ୍କରେ ସବୁ ପ୍ରକାର କଏନ୍ ଚଳିବ, ରାଜ୍ୟର ସବୁ ବ୍ଲକରେ ଚିରାଫଟା ନୋଟ ଓ କଏନ୍ ଏକ୍ସଚେଞ୍ଜ କରିପାରିବେ ଜନତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ନୋଟକୁ ନେଇ ବଜାରରେ କୌଣସି ପ୍ରକାର ସମସ୍ୟା ଦେଖାଦେଇ ନଥାଏ । ମାତ୍ର କଏନକୁ ଦୋକାନୀମାନେ ନେବାକୁ କୁଣ୍ଠାବୋଧ କରୁଥିବା ଦେଖାଯାଇଥାଏ । ଏପରିକି ୧୦ ଟଙ୍କିଆ କଏନକୁ…
ଆପଣ ଜାଣିଛନ୍ତି କି ‘ସୁଭାନ୍ ଆଲ୍ଲାହ’ ଏବଂ ‘ମାଶା ଆଲ୍ଲାହ’ ମଧ୍ୟରେ କ’ଣ ରହିଛି ଫରକ? ବହୁତ କମ ଲୋକ ଜାଣିଥିବେ ଏହାର ଅର୍ଥ
କଥା ହେବା ସମୟରେ ଆମେ ଏପରି ଅନେକ ଶବ୍ଦ ବ୍ୟବହାର କରିଥାଉ ଯାହାର ପ୍ରକୃତ ଅର୍ଥ ଆମକୁ ଜଣା ନ ଥାଏ । ଏଭଳି ଶବ୍ଦ ସହ ଆମେ ଏତେ ପରିଚିତ ଥାଉ କି ତାହାର ଅର୍ଥ ଜାଣିବା ପାଇଁ କେବେ ହେଲେ ଚେଷ୍ଟା କରି ନଥାଉ । ଦୈନନ୍ଦିନ…
ଭିଭିଏସ୍ ଲକ୍ଷ୍ମଣ ନୁହଁନ୍ତି ଏହି ଖେଳାଳୀଙ୍କୁ ବିସିସିଆଇ ପକ୍ଷରୁ ମିଳିଛି କୋଚ୍ ପଦର ଅଫର, ଜାଣନ୍ତୁ କିଏ ସେହି ଖେଳାଳୀ
ନୂଆଦିଲ୍ଲୀ: ଭାରତୀୟ ଟିମ୍କୁ ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟର ସାମ୍ନା କରିବାକୁ ପଡିଲା । ଏହି ୱାର୍ଲ୍ଡ କପ୍ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ…
ସାର୍ବଜନୀନ ନଳରୁ ପାଣି ପିଇଥିବାରୁ ଦଳିତଙ୍କୁ ପିଟି ପିଟି ହତ୍ୟା: ଜଣେ ଗିରଫ
ଉତ୍ତରପ୍ରଦେଶ: ସାର୍ବଜନୀନ ନଳକୂପରୁ ପାଣି ପିଇବା କାରଣରୁ ଜଣେ ଦଳିତଙ୍କୁ ପିଟି ପିଟି ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲା ଉସହୈତ ଥାନା ଅନ୍ତର୍ଗତ…
ବଲିଉଡ୍ ଅଭିନେତା ରଣଦୀପ ହୁଦା ଆଜି ବିବାହ କରିବେ: କିଏ ସେହି ଭାଗ୍ୟଶାଳୀ ଅଭିନେତ୍ରୀ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଖୁସି ଖବର । ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡର ଜଣେ ଅଭିନେତା । ବହୁ ବଲିଉଡ ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶକଙ୍କ ହୃଦୟରେ ଘର କରିସାରିଥିବା ଅଭିନେତା…
ବରିଷ୍ଠ ବିଜେପି ନେତା ସୁନିଲ ଓଝାଙ୍କ ପରଲୋକ: ଘନିଷ୍ଠ ବନ୍ଧୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୋଦୀ
ନୂଆଦିଲ୍ଲୀ: ଚଳିତ ମାସରେ ଦେଶର ୪ଟି ରାଜ୍ୟର ବିଧାନସଭା ନିମନ୍ତେ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ତେଲେଙ୍ଗାନ ବିଧାନସଭା ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା ମାସ ୩ ତାରିଖରେ ଏହି…
ନିଜ ମନ୍ତ୍ରୀଙ୍କୁ ମୋଦି ଦେଲେ ମନ୍ତ୍ର, କହିଲେ ଏପରି କଲେ ଯାଇ ଜିତିପାରିବ ଜନତାଙ୍କ ହୃଦୟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହିତ ୫ ଗୋଟି ରାଜ୍ୟର ନିର୍ବାଚନ ଏବେ ସମାପ୍ତ ହେବାକୁ ଯାଉଛି ଓ ଡିସେମ୍ବର ୩ ରେ ଏହି ସମସ୍ତ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…