Browsing Category

Featured

(Video) ଭିଡ ଭିତରେ ଅଚାନକ ଏକ ମହିଳାଙ୍କୁ କିସ୍ କଲେ ସଲମାନ ଖାନ, ଭାଇରାଲ ହେଲା ଭିଡିଓ

ଗୋଆ: ଦୀପାବଳିରେ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରକୁ ନେଇ ଅଭିନେତା ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ, ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI ୨୦୨୩ ) ରେ ଭାଗ…

SBI CBO ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ୫୪୪୭ ପଦ ପାଇଁ ଆଜିଠାରୁ ଆବେଦନ ଆରମ୍ଭ

ଗତ ସପ୍ତାହରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୮ ହଜାରରୁ ଅଧିକ କ୍ଲରିକାଲ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ଏସବିଆଇ ପକ୍ଷରୁ ସର୍କଲ ବେସଡ ଅଫିସର (ସିବିଓ)…

ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଏ ଡାଇବେଟିସ, ଜାଣନ୍ତୁ କିପରି କରିବେ ଏହାର ଚିକିତ୍ସା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ମଧୁମେହ ଆଜି ବିଶ୍ୱର ପ୍ରାୟ ୪୨୨ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଛି। ମଧୁମେହରେ ପୀଡିତ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉର୍ବରତା ଏବଂ ଯୌନ ସ୍ୱାସ୍ଥ୍ୟ ସହ ଜଡିତ…

ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଏସଏସ ବଦ୍ରିନାଥଙ୍କ ପରଲୋକ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡାକ୍ତର ଏସଏସ ବଦ୍ରିନାଥ ଆଉ ନାହାନ୍ତି । ୮ ବର୍ଷ ବୟସରେ ବଦ୍ରିନାଥଙ୍କ ପରଲୋକ ଘଟିଛି । ଶଙ୍କର ନେତ୍ରାଳୟ ଦେଶର ସର୍ବବୃହତ ଚାରିଟେବଲ ଆଖି ହସ୍ପିଟାଲ ଭାବେ ଜଣାଶୁଣା…

ପ୍ରଥମେ ନଡ଼ା ଜାଳିଲେ କୃଷକ, ପରେ କେସ୍ ହେବା ଭୟରେ ଫାଶି ଦେଇ କଲେ ଆତ୍ମହତ୍ୟା!

ଚଣ୍ଡିଗଡ଼: ପଞ୍ଜାବରେ ନଡ଼ା ଜଳିବା ମାମଲା ବଢିବା ପରେ ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଯେଉଁମାନେ ନଡ଼ା ପୋଡିଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସରକାରଙ୍କ ଏହି କାର୍ଯ୍ୟକୁ ଭୟ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ‘ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବ୍’: ଭୂତାଣୁ ପ୍ରତିକାର ପାଇଁ ରାଜ୍ୟ କୃଷି ବିଭାଗର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପାରମ୍ପରିକ ଧାନ ଚାଷ ବଦଳରେ ପନିପରିବା ଓ ଫସଲ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ଅନେକ…

OFDC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଆସିଷ୍ଟାଣ୍ଟ, ଷ୍ଟେନୋ, ଫିଲ୍ଡ ଆସିଷ୍ଟାଣ୍ଟ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସିଷ୍ଟାଣ୍ଟ, ଷ୍ଟେନୋ, ଫିଲ୍ମ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ (ଓଏଫଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ…

ହାମାସ ସହ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କଲା ଇସ୍ରାଏଲ : ମୁକ୍ତ ହେବେ ୫୦ ବନ୍ଦୀ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଥମିବାର ନାମ ନେଉନି । ବର୍ତ୍ତମାନ ଯୁଦ୍ଧକୁ ନେଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବୁଧବାର ଦିନ…

୨୦୨୩ ବିଶ୍ୱକପର ୮ଟି ଅଭୁଲା ରେକର୍ଡ: ବର୍ଷ ବର୍ଷ ପାଇଁ ମନେରଖିବେ କ୍ରୀଡ଼ାପ୍ରେମୀ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ତେବେ ବିଶ୍ୱକପରେ ଅନେକ ନୂଆ କିର୍ତ୍ତୀମାନ ସ୍ଥାପିତ ହୋଇଛି । ବିଭିନ୍ନ ଦେଶର…

ମଣିଷର ଶୋଇବା ଷ୍ଟାଇଲରୁ ତା’ର ସ୍ୱାସ୍ଥ୍ୟ ଓ ଚରିତ୍ର ବିଷୟରେ ଜାଣିହେବ, ଶୋଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ: ବିଶେଷଜ୍ଞ

ଆମ ସମାଜରେ ବିଭିନ୍ନ ସ୍ୱଭାବର ଲୋକ ରହିଥିବା ବେଳେ ପ୍ରତ୍ୟେକଙ୍କର ଖାଇବା, ପିଇବା, ପିନ୍ଧିବାର ଶୈଳୀ ଅଲଗା ଅଲଗା ହୋଇଥାଏ । ସାଧାରଣତଃ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ଷ୍ଟାଇଲରେ ବିଛଣାରେ ଶୋଇଥାନ୍ତି । ବିଶେଷଜ୍ଞଙ୍କ…