Browsing Category

Featured

ପ୍ରଧାନମନ୍ତ୍ରୀଙ୍କ ଆମେରିକା-ମିସର ଗସ୍ତରୁ ଭାରତକୁ ମିଳିଲା କ’ଣ? ଏହିସବୁ ଚୁକ୍ତି କରିଛନ୍ତି ମୋଦୀ

ନୂଆଦିଲ୍ଲୀ: ଆମେରିକା ଏବଂ ମିସର ରାଜକୀୟ ଗସ୍ତ ଶେଷ କରି ଭାରତକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଉଭୟ ଗସ୍ତରେ ବିଦେଶର ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ…

ଗୋଟିଏ ଦିନରେ ଦେଶରେ ଗଡିବ ୫ଟି ବନ୍ଦେ ଭାରତ ଟ୍ରେନ୍ , କେଉଁ କେଉଁ ରୁଟ୍ ରେ ଚାଲିବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ମଙ୍ଗଳବାର ଅର୍ଥାତ୍ ୨୭ ଜୁନ୍ ରେ ଦେଶରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନ୍ ଗଡିବ । ଦେଶର ଅଲଗା ଅଲଗା ସ୍ଥାନରେ ଗଡିବାକୁ ଥିବା ଏହି ୫ ଗୋଟି ଟ୍ରେନକୁ ୧୫ ମିନିଟ୍ରେ ପତାକା ଦେଖାଇ…

ଖୁସିରେ ରହିବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ, ଜାଣନ୍ତୁ କିପରି ରହିବେ ବିନ୍ଦାସ..

ଭୁବନେଶ୍ୱର : ସାଧାରଣତଃ ଆଜିକାଲିର ଖରାପ ଲାଇଫ ଷ୍ଟାଇଲ ଓ ଖାଦ୍ୟ ପେୟରେ ଅନିୟମିତା ପାଇଁ ମଣିଷ ଅନେକ ରୋଗର ଶିକାର ହେଉଛି। ତେବେ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବାକୁ ହେଲେ ଆମକୁ ମାନସିକ ସ୍ତରରେ ସୁସ୍ଥ ରହିବା…

ସ୍ୱାସ୍ଥ୍ୟ ପକ୍ଷେ ହିତକର ମେଥି ପାଣି: ହୃଦଘାତ ଏବଂ ଏସିଡିଟି ଭଳି ସମସ୍ୟାରୁ ମିଳିଥାଏ ମୁକ୍ତି

ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ । ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି…

ହିନ୍ଦୁ ମହିଳା ଓ ମୁସଲିମ୍ ଯୁବକ ଲିଭ ଇନ୍ ରିଲେସନରେ ରହିବାକୁ ନେଇ ଦାୟର କରିଥିଲେ ଯାଚିକା: କୋର୍ଟ କହିଲେ ଏହା ଅନୁଚିତ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜଣେ ହିନ୍ଦୁ ମହିଳାଙ୍କ ଯାଚିକା ଉପରେ ଶୁଣାଣୀ କରି କହିଛନ୍ତି ଇସଲାମରେ ଲିଭ୍ ଇନ୍ ରିଲେସନ୍ କୁ ସ୍ୱୀକୃତି ମିଳିବ ନାହିଁ । ଏହି ମହିଳା ଜଣକ ମୁସଲିମ୍ ଯୁବକଙ୍କ ସହ…

ବନ୍ୟା ବିତ୍ପାତରେ ୬ ମୃତ, ବୁଡିଗଲା ୧୨ ଗାଡି: ୭୨ ଘଣ୍ଟାରେ ସବୁକିଛି ଛାରଖାର

ଶିମଲା: ପ୍ରବଳ ବର୍ଷା ବର୍ତ୍ତମାନ ହିମାଚଳ ପ୍ରଦେଶରେ ନେଇଛି ଏକ ଭୟଙ୍କର ରୂପ । ବାଦଲ ଫଟା ବର୍ଷା ପରେ ଏଠାରେ ଭୀଷଣ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଅନେକ ଜନହାନୀ ଘଟୁଥିବା ବେଳେ ୧୨ଟି ଗାଡିକୁ ଧୋଇ ନେଇଛି…

ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ, ୬ ଦିନରେ ହେଲା ହେରାପଞ୍ଚମୀ ନୀତି ପରମ୍ପରା

ପୁରୀ : ବର୍ଷବର୍ଷ ଧରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିନରେ ହେରାପଞ୍ଚମୀ ନୀତି ପାଳନ କରାଯାଏ । ଏହି ହେରାପଞ୍ଚମୀ ନୀତିରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଗୋପନଯାତ୍ରା ଓ ରଥଭଙ୍ଗା ନୀତି ସଂପନ୍ନ…

ଡେଙ୍ଗୁ,ମ୍ୟାଲେରିଆ ପରି ଭୟଙ୍କର ରୋଗକୁ ସାଥିରେ ଧରି ଆସିଥାଏ ବର୍ଷା, କିପରି ନିଜକୁ ସୁରକ୍ଷିତ ରଖିିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଏବେ ଦେଶର ବହୁ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏହି ବର୍ଷା ଗୋଟିଏ ପଟେ ଗରମରୁ ମୁକ୍ତି ଦେଇଥିବା ବେଳେ ଅନ୍ୟପଟେ ଏହା ବିଭିନ୍ନ ରୋଗ (ଯେପରିକି ଡେଙ୍ଗୁ, ମ୍ୟାଲେରିଆ)ର ଆଶଙ୍କାକୁ ବି ନିଜ…

ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ…

ବାସ୍ତୁଦୋଷ ଦୂର କରେ ଗଙ୍ଗାଜଳ, କମିଯାଏ କୁ-ଦୃଷ୍ଟିର ପ୍ରଭାବ

ଗଙ୍ଗାଜଳକୁ ହିନ୍ଦୁଧର୍ମରେ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ । ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ…