Browsing Category

Featured

ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ…

PoK ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶର ଜମ୍ମୁ କଶ୍ମୀରରେ ଅଧିକାଂଶ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ କାର୍ଯ୍ୟକଳାପ ଚାଲିଥାଏ । ତେବେ ପାକ୍ ଅଧିକୃତ କଶ୍ମୀର (ପିଓକେ) ରେ ଆତଙ୍କବାଦୀମାନେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି । ଫଳରେ…

ଘରକୁ ଯିବା ପାଇଁ ଛୁଟି ମିଳିଲାନି: ଡେପୁଟି କଲେକ୍ଟର ଦେଲେ ଇସ୍ତଫା, ବଡ଼ ଅଫିସରଙ୍କ ଅବସ୍ଥା ଏପରି, ତଳିଆ କର୍ମଚାରୀଙ୍କ କଥା ଛାଡ଼

ନୂଆଦିଲ୍ଲୀ: ଚାକିରି ସରକାରୀ ହେଉ କି ବେସରକାରୀ, ସବୁ କ୍ଷେତ୍ରରେ ଛୁଟି ଏକ ବଡ଼ ସମସ୍ୟା । ଅନେକ ସମୟରେ କିଛି ବ୍ୟକ୍ତିଗତ ସମସ୍ୟା ପାଇଁ କର୍ମଚାରୀଙ୍କୁ ଛୁଟି ମିଳିନଥାଏ । ଏପରି ସ୍ଥିତିରେ ସମ୍ପୃକ୍ତ କର୍ମଚାରୀ…

ଘରର ଏହି ଦିଗରେ ରଖନ୍ତୁ ଦୀପ, ଧନରେ କେବେ ମଧ୍ୟ ହେବନି ଅସୁବିଧା

ଭୁବନେଶ୍ୱର : ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଆମେ ଦୀପ ଜାଳିଥାଉ । କୁହାଯାଏ ଯେ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର…

ସ୍ବପ୍ନରେ ଆମ୍ବ ଦେଖୁଛନ୍ତି କି? ଆଗକୁ ହେବେ ଧନବାନ, ପାଇବେ ସଫଳତା

ନୂଆଦିଲ୍ଲୀ: ସ୍ୱପ୍ନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜାଗ୍ରତ ସମୟରେ ଦେଖାଯାଇଥିବା ସ୍ୱପ୍ନ ଦ୍ୱାରା ଆମ ଜୀବନ ତିଆରି ହୁଏ ଏବଂ ଶୋଇବା ସମୟରେ ଦେଖାଯାଇଥିବା ସ୍ୱପ୍ନ ଦ୍ୱାରା ଆମର ନିଦ ସ୍ଥିର ହୁଏ । ଭଲ ନିଦ…

ରାଶିଫଳ(ଶୁକ୍ରବାର,୨୩ ଜୁନ,୨୦୨୩)

ମେଷ : ଆଜି କ୍ରୋଧ ଏବଂ ଲୋଭ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅଫିସ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ…

ଆଜିଠାରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ: HSRP ନଥିଲେ ୫ରୁ ୧୦ ହଜାର ଫାଇନ୍ ଆଦାୟ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ନେଇ ରାଜ୍ୟ ସରକାର ଗତବର୍ଷ ବାଧ୍ୟତାମୂଳକ କରିଥିଲେ ।…

କିପରି ବଢିବ ପିଲାଙ୍କ ଉଚ୍ଚତା : ଆସନ୍ତୁ ଜାଣିବା ଏହାର ୫ଟି ଉପାୟ

ଭୁବନେଶ୍ୱର : ପ୍ରତ୍ୟେକ ପିତାମାତା ଚାହାଁନ୍ତି ସେମାନଙ୍କର ପିଲାମାନେ ଉଚିତ ଭାବରେ ଲମ୍ବା ସହିତ ଚଉଡା ମଧ୍ୟ ହୁଅନ୍ତୁ | କିନ୍ତୁ ପିଲାମାନଙ୍କର ବ୍ୟକ୍ତିତ୍ୱ ସେମାନଙ୍କର ଉଚ୍ଚତା ଦ୍ୱାରା ମାପ କରାଯାଏ ନାହିଁ,…

ଆମେରିକାରେ ଶୁଭିଲା ‘ମୋଦୀ-ମୋଦୀ’ ନାରା: ମୋଦୀଙ୍କ ଅଟୋଗ୍ରାଫ ନେବାକୁ ସାଂସଦମାନେ ଲଗାଇଲେ ଲାଇନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଆମେରିକା ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ଗତ ୨୨ ତାରିଖରେ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିଥିଲେ । ମୋଦୀ ନିଜର ଭାଷଣ ଅବସରରେ କୋଭିଡ ଟିକରକରଣ,…

ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ ହେବା ନେଇ ମୋଡ଼ାଲିଟି ପ୍ରକାଶ

ଭୁବନେଶ୍ୱର: ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଡ଼ାଲିଟି ପ୍ରକାଶ ପାଇଛି । ୨୦୧୩ ମସିହା…