Browsing Category

Featured

ବଦଳିଲା ପାଗ : ରାଜଧାନୀରେ ପ୍ରବଳ ବର୍ଷା ୧୧ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ଭିଷଣ ଖରା ପରେ ଆଜି ବଦଳିଛି ପାଗ । ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୩ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପୂର୍ବାନୁମାନରୁ କୁହାଯାଇଥିଲା…

ବୁଢ଼ା ଗଛକୁ ପେନସନ ଦେବେ ସରକାର: ଗଛର ଯତ୍ନ ଯିଏ ନେବ ସିଏ ପାଇବ ଅର୍ଥରାଶି

ନୂଆଦିଲ୍ଲୀ: ସାଧାରଣ ଭାବେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ କର୍ମଚାରୀଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିଥାଏ । କିଛି ଘରୋଇ ସଂସ୍ଥାର କର୍ମଚାରୀମାନେ ମଧ୍ୟ ପେନସନ ପାଇଥାନ୍ତି । ତେବେ କୌଣସି ଗଛ ପେନସନନ…

୧୫୦ ଟଙ୍କାରେ ଦେଖିପାରିବେ ଆଦିପୁରୁଷ : କମିଲା ଟିକଟର ଦର

ନୂଆଦିଲ୍ଲୀ : ଜୁନ ୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଦର୍ଶକ ଫିଲ୍ମର ବ୍ୟାନ ପାଇଁ ଦାବି କରୁଛନ୍ତି । ଏଥି ମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି ।…

ଗରମରେ କ୍ଷୀର ଛିଣ୍ଡି ଯାଉଥିଲେ ଫିିଙ୍ଗନ୍ତୁ ନାହିଁ, ତିଆରି କରନ୍ତୁ ଫ୍ରେସ୍ ପନିର

ବହୁ ସମୟରେ ଭୁଲ୍ ଉପାୟରେ ସାଇତି କରି ରଖିବା କାରଣରୁ କ୍ଷୀର ଖରାପ ହୋଇଯାଏ । ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଏ । ଖରାଦିନେ ସାମାନ୍ୟ ଅସାବଧାନତା କାରଣରୁ କ୍ଷୀର ଛିଣ୍ଡି ଯାଏ । କିଛି ଲୋକ କ୍ଷୀର ଛିଣ୍ଡିଗଲା ପରେ…

ବଡ଼ଧରଣର ସଡ଼କ ଦୁର୍ଘଟଣା: ୫୦୦ ମିଟର ଉଚ୍ଚତାରୁ ଖାଇକୁ ଖସିଲା କାର, ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଗୋଟିଏ କାର ୫୦୦ ମିଟର ଗଭୀର ବିଶିଷ୍ଟ ଏକ ଖାଇ ମଧ୍ୟକୁ ଖସି ପଡ଼ିବା ଫଳରେ ଏପରି ଭୟଙ୍କର ସ୍ଥିତି…

ଆପଣଙ୍କୁ ଯଦି କେହି ମିଛ କେସରେ ଫସାଇବେ ତେବେ ଆପଣ ବର୍ତ୍ତିବେ କିପରି: False FIRକୁ ରଦ୍ଦ କରିବେ କିପରି?

ନୂଆଦିଲ୍ଲୀ: ବିଭିନ୍ନ ବିବାଦ, ଅପରାଧକୁ ନେଇ ଥାନା, କୋର୍ଟ, କଚେରୀରେ ବହୁ ମାମଲା ଆଗତ ହୋଇଥାଏ । ତେବେ ଅନେକ ସମୟରେ କିଛି ପୁରୁଷ, ମହିଳା ଆଇନର ଦୁରୂପଯୋଗ କରି ଜଣଙ୍କ ବିରୋଧରେ ମିଛ କେସ ଦାୟର କରିଥାନ୍ତି । ଏଭଳି…

ଚଳନ୍ତା ଟ୍ରେନରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ସଂପର୍କୀୟଙ୍କ ସହ ଠେଲି ଦେଲେ ତଳକୁ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ଗ୍ୱାଲିଅରରୁ ଆସିଛି ଏକ ଭୟଙ୍କର ଖବର । ଏଠାରେ ଏକ ଚଳନ୍ତା ଟ୍ରେନ୍ ମଧ୍ୟରେ କିଛି ଅସାମାଜିକ ବ୍ୟକ୍ତି ଜଣେ ମହିଳାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଛନ୍ତି । ଅଭିଯୁକ୍ତମାନେ ନିଜ ଉଦ୍ୟମରେ…

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଯୁକ୍ତି: ୨୫ ପ୍ରକାର ପଦ ପାଇଁ ବାହାରିଲା ଚାକିରି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଡାଟା ଆନାଲିଟିକ୍ସ, ଆଇଟି ସିକ୍ୟୁରିଟି ଆଡମିନିଷ୍ଟ୍ରେସନ, ଆପ୍ଲାଏଡ ମାଥମେଟିକ୍ସ, କ୍ରେଡିଟ ରିସ୍କ ଆନାଲିଟିକ୍ସ, ମାର୍କେଟ ରିସ୍କ…

ଭାରତ ଓ ବ୍ରିଟେନ୍ ସଂପର୍କରେ ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ଜୋରଦାର ପ୍ରଶଂସା କଲେ ଋଷି ସୁନକ, କହିଲେ ଏହା ଦୁଇ ଦେଶର ଅର୍ଥନୀତିକୁ…

ନୂଆଦିଲ୍ଲୀ:ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ ଭାରତ -ବ୍ରିଟେନ୍ ସଂପର୍କରେ ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ଜୋରଦାର ପ୍ରଶଂସା କରିଛନ୍ତି । ଇଣ୍ଡିଆନ୍ ଗ୍ଲୋବାଲ ଫୋରମ ଫ୍ଲାଗସିପ୍ ରେ ଆଗକୁ ଆୟୋଜିତ ହେବାକୁ…

ଶରଧାବାଲିରେ ବିଜେ କରିଲେ ତିନି ରଥ, ଆଜି ମହାପ୍ରଭୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ

ପୁରୀ : ମାଉସୀ ମାଆ ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ତିନିରଥ । ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ଶେଷ ହୋଇଥିଲା । ରଥ ଉପରେ ବସି ଭକ୍ତଙ୍କୁ ଦେଖାଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁ…