Browsing Category

Featured

ପ୍ରଚଣ୍ଡ ଖରା: ୭୨ ଘଣ୍ଟାରେ ୫୪ ମୃତ, ୪୦୦ ହସ୍ପିଟାଲରେ ଭର୍ତ୍ତି

ବାଲିଆ: ଗତ ତିନି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ଲାଗି ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ଡାକ୍ତରଖାନାରେ ୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରମାନେ କହିଛନ୍ତି…

ଭାରତୀୟ ପୁଞ୍ଜି ବଜାରରେ ହାତ ଖୋଲି ନିବେଶ କରୁଛନ୍ତି ବିଦେଶୀ, ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଲେଣି କେତେ ନିବେଶ

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟପୋଲିଓ ନିବେଶ(ଏଫପିଆଇ) ନିବେଶ ଧାରା ଜୁନ୍ ମାସରେ ଲଗାତାର ଚତୁର୍ଥ ମାସ ପାଇଁ ଜାରି ରହିଛି । କରୋନା ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ଏବଂ…

(Video) ମନ କି ବାତ ୧୦୨ ଅଧ୍ୟାୟ: ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମନେପକାଇଲେ ଏମର୍ଜେନ୍ସି ଇତିହାସ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦୨ ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଆମେରିକା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ସେ ଛତ୍ରପତି ଶିବାଜୀଙ୍କୁ ମନେ ପକାଇ…

ଦ୍ରୁତ ପବନର ଝଟକା ମଝି ଆକାଶରେ ଖୋଲିଦେଲା ବିମାନର ଦ୍ୱାର, ସ୍ତବ୍ଧ ହୋଇଗଲେ ବିମାନର ଯାତ୍ରୀ

ନୂଆଦିଲ୍ଲୀ:ମଝି ଆକାଶରେ ଆପଣ ବିମାନରେ ଯାତ୍ରା କରୁଥିବେ ଆଉ ଅଚାନକ ବିମାନର ଦ୍ୱାର ଖୋଲିଯିବ । ଚିନ୍ତା କରନ୍ତୁ କ’ଣ ହେବ ଆପଣଙ୍କ ଅବସ୍ଥା । ଏହିପରି ଏକ ଭୟାନକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ…

(Video) ଆଲିଆଙ୍କ ପ୍ରଥମ ହଲିଉଡ୍ ଫିଲ୍ମ: ‘ହାର୍ଟ ଅଫ ଷ୍ଟୋନ’ ମୁଭିର ରିଲିଜ ହେଲା ଟ୍ରେଲର

ନୂଆଦିଲ୍ଲୀ: ଆଲିଆ ଭଟ୍ଟଙ୍କ ପ୍ରଥମ ଇଂରାଜୀ ଚଳଚ୍ଚିତ୍ର ହାର୍ଟ ଅଫ ଷ୍ଟୋନର ଟ୍ରେଲର ରିଲିଜ ହୋଇଛି । ପ୍ରଥମ ଥର ପାଇଁ ଆଲିଆ କୌଣସି ହଲିଉଡ ଫିଲ୍ମରେ ଖଳନାୟିକା ଭାବେ ନଜର ଆସିବେ । ଏହି ଫିଲ୍ମରେ ଗେଲ ଗେଡୋଟ ଏବଂ ଜେନୀ…

ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ ୨୦୨୩: ୪୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ; ଆଗରେ ହାଇଦ୍ରାବାଦ ଜୋନ୍

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ୨୦୨୩ ର ରେଜଲ୍ଟ। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଆଇଆଇଟି ହାଇଦ୍ରାବାଦ ଜୋନର ଭାଭିଲା ଚିଡଭିଲାସ୍ ରେଡ୍ଡୀ…

ରୋଜଗାର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ: କହିଲେ ୨ ଲକ୍ଷରୁ ଅଧିକ ଚାକିରୀକୁ କରାଯାଇଛି ରଦ୍ଦ

ନୂଆଦିଲ୍ଲୀ: ରୋଜଗାର ପ୍ରସଙ୍ଗରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି। ପିଏସୟୁ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ଅଭାବ ସମ୍ପର୍କରେ ସେ ଟ୍ୱିଟ…

ରାହୁଲଙ୍କ କମନ ମ୍ୟାନ୍ ଚିତ୍ର ପଛରେ କଣ ରହିଛି ରହସ୍ୟ, ପରିବର୍ତ୍ତିତ ଛବି ତାଙ୍କୁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଯୋଗ୍ୟ…

ନୂଆଦିଲ୍ଲୀ:ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ ଓ ଆମେରିକା ଯାତ୍ରା କରିବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି । କଣ ଏହା ପଛରେ କଂଗ୍ରେସର କୌଣସି ଗେମ୍ ପ୍ଲାନ ରହିଛି କିମ୍ବା…

ବାତ୍ୟା ବିପର୍ଯ୍ୟୟ ସମୁଦ୍ରକୁ ଟାଣିନେଲା ୫,୦୦୦ ଟନ୍ ଲୁଣ, ଦେଶରେ ବଢିପାରେ ଲୁଣର ଦାମ୍‌

ନୂଆଦିଲ୍ଲୀ: ବାତ୍ୟା ଆସିଲେ ମାଡ଼ ହୋଇଥିବା ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥାଏ । ଅନେକ ଲୋକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି । ନିକଟରେ ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଉପକୂଳ କଚ୍ଛ ସମେତ ଅନେକ ତଳିଆ ଅଞ୍ଚଳରେ…

ଜୀବନ ନେଉଛି ଜୁନ୍ ର ତାତି, ଗରମରେ ବଙ୍କା ହୋଇଯାଉଛି ରେଳ ଟ୍ରାକ୍

ନୂଆଦିଲ୍ଲୀ:ଦେଶର ଅଧିକାଂଶ ରାଜ୍ୟ ଏବେ ଯେପରି ଗରମ ତାୱାରେ ସିଝୁଛି । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ଧରି ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହୁଛି । ଉତ୍ତର ପ୍ରଦେଶ ଓ ବିହାରରେ ପ୍ରବଳ ଗରମ ଓ ଲୁ…