Browsing Category

Featured

(Video)ଛାତ ସିଲିଂରୁ ବାହାରିଲା ଦୁଇଟି ବିରାଟକାୟ ଅଜଗର, ଦେଖନ୍ତୁ କିଭଳି ମହିଳା ଜଣଙ୍କ ସେମାନଙ୍କୁ ଉଦ୍ଧାର କରୁଛନ୍ତି….

ଓଡିଶା ଭାସ୍କର; ସାପ ଏଭଳି ଏକ ଜୀବ ଯାହାକୁ ସମସ୍ତେ ଭୟ କରନ୍ତି । ସାପକୁ ଦେଖିବା ମାତ୍ରେ ହିଁ କିଛି ଲୋକଙ୍କର ହୋସ ଉଡିଯାଇଥାଏ । ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଅଜାଗାରୁ ବି ଉଦ୍ଧାର କରିପାରନ୍ତି ।…

ରାସ୍ତା କଡ଼ କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରି ନେଦରଲାଣ୍ଡ ନେଲେ ମହିଳା

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ବାରଣାସୀରେ ରାସ୍ତା କଡ଼ରୁ ପାଇଥିବା ଏକ କୁକୁରକୁ ନିଜ ଦେଶକୁ ନେଲେ ପର୍ଯ୍ୟଟନ ଭିସାରେ ଭାରତ ଆସିଥିବା ଜଣେ ବିଦେଶୀ ମହିଳା । ଆମଷ୍ଟରଡାମର ବାସିନ୍ଦା ମେରାଲ ବୋଣ୍ଟେନବେଲ ଜୟା ନାମକ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କଲା ଇଡି

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କଲା ଇଡି ନଭେମ୍ବର ୨ତାରିଖରେ ପଚରାଉଚରା ପାଇଁ ଡକିଛି ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି  ମାମଲାରେ ପଚରାଉଚରା ପାଇଁ ନୋଟିସ୍ ଦିଆଯାଇଛି । ଏହା…

ପିଆଜ ବାହାର କଲା ଲୋକଙ୍କ ଆଖିରୁ ଲୁହ, ରିଟେଲ ବଜାରରେ କିଲୋଗ୍ରାମ ପିଛା ୭୮ ଟଙ୍କା

ନୂଆଦିଲ୍ଲୀ: ପିଆଜ ଦର ଏବେ ଲୋକଙ୍କ ଆଖିରୁ ଲୁହ ଆଣିଛି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ଏନସିଆରର ଖୁଚୁରା ବଜାରରେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୭୮ ଟଙ୍କାରେ ପହଞ୍ଚିଛି। ଉପଭୋକ୍ତା ବ୍ୟାପାର ବିଭାଗର…

କୋ-ଅପରେଟିଭ ବ୍ୟାଙ୍କ ପାଇଁ ନୂଆ ନିୟମ ଜାରି କଲା RBI, ନାମ ବଦଳାଇଲେ ନେବାକୁ ପଡିବ ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ରେଗୁଲେସନ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦ ମାଧ୍ୟମରେ କୋ-ଅପରେଟିଭ ବ୍ୟାଙ୍କର ନାମ ବଦଳେଇବା ସହ ଜଡିତ ଏକ ନୂଆ ନିୟମ ଆଜି ଆରବିଆଇ ନୋଟିଫିକେସନ ଜାରି କରି ଲାଗୁ କରିଛି । ଦେଶର କେନ୍ଦ୍ରୀୟ…

(Video) ପୁଣି ଚର୍ଚ୍ଚାରେ ଯାତ୍ରାକଳାକାର ପୀୟୁଷ ତ୍ରିପାଠୀ; ଅଭିନୟକୁ ବାସ୍ତବ ଭାବି ଯାତ୍ରା ମଝିରେ ବୋତଲ ମାଡ଼ କଲେ ଦର୍ଶକ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବାଲିଆପାଳ ରାବଣ ପୋଡ଼ି ପଡ଼ିଆରେ ଚାଲିଥିଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ । ଯାତ୍ରା ମଂଚରେ ମଂଚସ୍ଥ ହେଲା ନାଟକ ଅଧା ରାତିର ସାଥି । ରାତି ଯେତେ ବଢୁଥାଏ କଳାକାରମାନଙ୍କର ଅଭିନୟ ସେତେ…

ଜର୍ମାନ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଇସ୍ରାଏଲରୁ କରିଥଲେ କିଡନାପ, ଗାଜାରେ ମିଳିଲା ଶବ

ନୂଆଦିଲ୍ଲୀ: ଇସ୍ରାଏଲରୁ ଅପହରଣ ହୋଇଥିବା ଜର୍ମାନ ଟାଟୁ କଳାକାର ଶନି ଲାକଙ୍କର ମୃତ୍ୟୁ ଘଟିଛି । ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ତାଙ୍କୁ ହାମାସ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ଏହା ପରେ…

BIG BREAKING; ଘର ପାଖରେ ଖେଳୁଥିବା ବେଳେ ୮ ବର୍ଷର ନାବାଳକକୁ ଝାମ୍ପି ନେଲା ବାଘ

ଓଡିଶା ଭାସ୍କର; ଘର ପାଖରେ ଖେଳୁଥିବା ବେଳେ ୮ ବର୍ଷର ନାବାଳକଙ୍କୁ ଝାମ୍ପି ନେଲା ବାଘ । ନୂଆପଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁନାବେଡା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡାରେ ଏହି ଅଘଟଣ…

୧ ଜାନୁଆରୀରେ ସରଳ ଭାଷାରେ ଉପଲବ୍ଧ ହେବ ହେଲ୍ଥ ଇନସୁରାନ୍ସ ପଲିସି ଡକ୍ୟୁମେଣ୍ଟ, IRDAIର କମ୍ପାନୀକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯଦି ଆପଣ ମାର୍କେଟରେ ହେଲ୍ଥ ଇନସୁରାନ୍ସ କରୁଛନ୍ତି ତେବେ ନୂଆ ବର୍ଷରେ ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁମାନେ ରିନ୍ୟୁ କରିବେ ସେମାନେ ପଲିସି ଡକ୍ୟୁମେଣ୍ଟ ଏକ ସ୍ପଷ୍ଟ ଭାଷାରେ ମିଳିବ ।…

ବିଶ୍ୱକପ୍‌ରେ ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଲେ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍

ଓଡ଼ିଶା ଭାସ୍କର: ବିଶ୍ୱକପରେ ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ କରୁଥିବା ବେଳେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଯାହାତୁ ନେଇ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। ବାବର ଆଜମଙ୍କ…