Browsing Category

Featured

ବିନା ପରୀକ୍ଷାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରନ୍ତୁ ଚାକିରୀ, ଜାଣି ନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ । ପୁଣି ସେ ସରକାରୀ ବ୍ୟାଙ୍କ ହୋଇଥିଲେ ସାରା ଜୀବନ ଆରାମ । ଏଠି ଆମେ ଆଉ କେଉଁ ସରକାରୀ ବ୍ୟାଙ୍କର କଥା କହୁନୁ ଆମେ କହୁଛୁ ଦେଶର ନମ୍ବର ୧ ସରକାରୀ ବ୍ୟାଙ୍କ…

ଫୋନ୍ ଛଡ଼ାଇନେଲା ସ୍ୱାମୀ, ରାଗରେ ଶୋଇଥିବା ସମୟରେ ସ୍ୱାମୀର ପ୍ରାଇଭେଟ୍ ପାର୍ଟରେ ଗରମ ତେଲ ଢାଳିଦେଲା ସ୍ତ୍ରୀ

ନୁଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପଡ଼ୋସୀ ସହିତ ଫୋନ୍‌ରେ କଥା ହେବାରୁ ଅଟକାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କର…

ସିଗାରେଟ୍‌ ଟାଣୁଥିଲେ ହୋଇଯାଅ ସାବଧାନ! ନଚେତ ପିଲାଙ୍କ ଶୁକ୍ରାଣୁ ସଂଖ୍ୟା ହୋଇଯିବ କମ୍‌, ରିସର୍ଚ୍ଚରୁ ଖୁଲାସା

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା ଦେଖାଯାଏ। ତେବେ ଯଦି ଆପଣ…

ନେହରୁ ମେମୋରିଆଲ୍ ମ୍ୟୁଜିୟମର ନା ବଦଳାଇଦେଲେ ମୋଦୀ ସରକାର, କଂଗ୍ରେସ କହିଲା ସଂକୀର୍ଣ୍ଣତା ଓ ପ୍ରତିଶୋଧର ଅନ୍ୟ ନାମ ହେଉଛନ୍ତି ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମ ବଦଳାଇ ଦିଆଯାଇଛି । ଏବେ ଏହା ପ୍ରାଇମ୍ ମିନିଷ୍ଟର ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବରେ ପରିଚିତ ହେବ । ତେବେ ଏହି ଘଟଣା ପରେ…

ଆଦିପୁରୁଷ : ଫିଲ୍ମରେ ଟ୍ରୋଲ ହେଉଛନ୍ତି ସୈଫ ଅଲୀ ଖାନ, ଧୋକା ଦେଲା ଭିଏଫଏକ୍ସ

ନୂଆଦିଲ୍ଲୀ : ଅନେକ ବିବାଦ ପାରେ ସିନେମା ଘରେ ରିଲିଜ ହୋଇଛ ଫିଲ୍ମ ‘ଆଦିପୁରୁଷ’ । ଏହି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କର ଖୁସିର ସୀମା ନାହିଁ । ଏହି ଫିଲ୍ମକୁ ସ୍ୱାଗତ ଜଣାଇବା ପାଇଁ ସିନେମାଘରର ବାହାରେ ଫ୍ୟାନ୍ସ…

ବିବାହରେ ଆଡଭାନ୍ସ ପାଇଁ ବିଶେଷ ସୁବିଧା ଦେଉଛି EPFO, ଜାଣନ୍ତୁ PF ଟଙ୍କା କିପରି ଉଠାଇବେ

ନୂଆଦିଲ୍ଲୀ: ବେତନ ପ୍ରାପ୍ତ ଶ୍ରେଣୀର ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ସବୁଠାରୁ ଲୋକପ୍ରିୟ ସଞ୍ଚୟ ଯୋଜନା। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍) ରେ ନିବେଶ ଯେକୌଣସି ଚାକୀରିଆ ବ୍ୟକ୍ତିଙ୍କ ପାଇଁ ଏକ…

IKIO Lighting IPO: ଆଇକିୟୋ ଲାଇଟିଂର ଧମାକାଦାର ଏଣ୍ଟ୍ରି, ସେୟାର ମାର୍କେଟ୍‌ରେ ତାଲିକାଭୁକ୍ତ ହେଉ ହେଉ ଧନୀ ହୋଇଗଲେ ନିବେଶକ

ମୁମ୍ବାଇ: ଆଇକିୟୋ ଲାଇଟିଂ ସେୟାର ନିକଟରେ ଆଇପିଓ ଆଣିବା ପରେ ଶୁକ୍ରବାର ସେୟାର ବଜାରରେ ଧମାକାଦାର ଏଣ୍ଟ୍ରି କରିଛି। କମ୍ପାନିର ସେୟାର ବିଏସ୍‌ଇ ଏବଂ ଏନ୍‌ଏସ୍‌ଇରେ ପ୍ରାୟ ୩୮ ପ୍ରତିଶତ ପ୍ରିମିୟମ ସହିତ ତାଲିକାଭୁକ୍ତ…

ଚନ୍ଦ୍ରଯାନ ୩ କୁ ଧରି ୩୮୪,୪୦୦ କିଲୋମିଟର ଦୂର ଚନ୍ଦ୍ରପୃଷ୍ଠକୁ ଯିବ ଇସ୍ରୋର ବାହୁବଳୀ, ଲକ୍ଷ୍ୟ ପୃଥିବୀ ବାହାରେ ମହାକାଶଯାନର ସଫ୍ଟ ଲ୍ୟାଣ୍ଡିଂ…

ନୂଆଦିଲ୍ଲୀ:ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ଚନ୍ଦ୍ରୟାନ -୩ ମିଶନକୁ ଶ୍ରୀହରିକୋଟା ସତୀଶ ଧାୱନ ସ୍ଥିତ ମହାକାଶ କେନ୍ଦ୍ରରୁ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ଜିଏସଏଲ୍ଭି ଏମକେ ୩ ଜରିଆରେ ଲଞ୍ଚ କରିବ ।…

ଅନ୍ଧବିଶ୍ୱାସର ଭୟଙ୍କର ପରିଣତି: କ୍ଷୀର ପିଉ ନ ଥବାରୁ ୫ ଦିନର ଶିଶୁର ହାତକୁ ଗରମ ତେଲରେ ପୋଡିିଦେଲା ମା’

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବାରବାଙ୍କୀରୁ ଆସିଛି ଏପରି ଏକ ଚକିତ କରିଦେବା ଭଳି ଖବର । ଯେଉଁଠି ପିଲା ଲାଗି ମା ନିଜର ଜୀବନ ବାଜି ଲଗାଇବାକୁ ବି ପଛାଇ ନ ଥାଏ ସେଠି ଏପରି ଏକ ଖବର ଶୁଣି ସମସ୍ତଙ୍କ ପାଟିରୁ ଏବେ ବାହାରୁଛି…

୪୨ ହଜାର କୃଷକଙ୍କ ବନ୍ଦ ହୋଇପାରେ ସମ୍ମାନ ନିଧି : ଶୀଘ୍ର କରନ୍ତୁ ଏହି କାମ ନହେଲେ ମିଳିବନି ପରବର୍ତ୍ତୀ କିସ୍ତି

ନୂଆଦିଲ୍ଲୀ: କାନପୁର ଜିଲ୍ଲାର ୪୨ ହଜାର ଚାଷୀଙ୍କର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବନ୍ଦ ହୋଇପାରେ । ଯେଉଁ କୃଷକମାନେ ନ ଏପର୍ଯ୍ୟନ୍ତ ଇ- କେୱାଇସି, ଭୁଲେକ୍ ମାର୍କିଂ ଏବଂ ଆଧାର କାର୍ଡ ଅପଡେଟ୍ କରିନାହାଁନ୍ତି,…