CHARIDHAM
Browsing Category

Featured

କଂଗ୍ରେସ ବିଧାୟକ ଗିରଫ: ଅପମାନଜନକ ମନ୍ତବ୍ୟ ନେଇ ହୋଇଥିଲା ଅଭିଯୋଗ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହା ମଧ୍ୟରେ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ପାଇଁ ମତଦାନ ସରିଥିବା ବେଳେ ୭୭…

ICMR ଓ ବିଦେଶୀ ସଂସ୍ଥାର ରିସର୍ଚ୍ଚ ରିପୋର୍ଟ: ଜଣେ ମଣିଷ ବର୍ଷକୁ ୨ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ ଗିଳୁଛି, ଜନ୍ମିତ ଶିଶୁ ନପୁଂସକ ହେବାର ଆଶଙ୍କା

ନୂଆଦିଲ୍ଲୀ: ପ୍ଲାଷ୍ଟିକକୁ ନେଇ ବର୍ତ୍ତମାନ ସମୟରେ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । ପ୍ଲାଷ୍ଟିକ ଏପରି ଏକ ଜିନିଷ ଯାହାକି ମଣିଷ ପାଇଁ ନିହାତି ଜରୁରୀ । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ଲାଷ୍ଟିକ ମଣିଷକୁ…

Deepfake ଟେକ୍ନୋଲୋଜି କବଳରୁ ନିଜକୁ କିପରି ସୁରକ୍ଷିତ ରଖିବେ: କେବଳ ରଶ୍ମିକା-କ୍ୟାଟ୍ରିନା ନୁହନ୍ତି, ଆପଣ ବି ଏହାର ଶିକାର ହୋଇ ପାରନ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଡିପଫେକ ଭିଡିଓକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ରଥମେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ଭାଇରାଲ ହୋଇଥିବା ଏବେ ପୁଣି କ୍ୟାଟ୍ରିନା କୈଫଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।…

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୧୩୮ ନୂଆ ନିଯୁକ୍ତି : କୁଳପତି ସମେତ ଏହି ପଦବୀକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ନିମନ୍ତେ ୧୩୮ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହାକୁ ରାଜ୍ୟପାଳ ମଂଜୁରୀ ପ୍ରଦାନ କରିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ପୂର୍ବତନ ମନ୍ତ୍ରୀ ଡି.ବି ଚନ୍ଦ୍ରେ ଗୌଡ଼ଙ୍କ ପରଲୋକ: ଇନ୍ଦିରା ଗାନ୍ଧିଙ୍କ ପାଇଁ ଛାଡ଼ିଥିଲେ ନିଜ ଲୋକସଭା ଆସନ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । କର୍ଣ୍ଣାଟକ ରାଜନୀତିର ଜଣେ ବରିଷ୍ଠ ରାଜନେତା ଡିବି ଚନ୍ଦ୍ରେ ଗୌଡ଼ ଆଉ ନାହାନ୍ତି । ୮୭ ବର୍ଷ ବୟସରେ ଗୌଡ଼ ପରଲୋକ ଗମନ କରିଛନ୍ତି । ଗତ କିଛିଦିନ ଧରି ତାଙ୍କର…

ବିନା ପରୀକ୍ଷାରେ SBIରେ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ: ଦରମା ୭୮୦୦୦ ରୁ ଅଧିକ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଗ୍ରାଜୁଏଟ୍ ଏବଂ ଏକ ବ୍ୟାଙ୍କରେ ମ୍ୟାନେଜର ଚାକିରି (ସରକାରୀ ଚାକିରି) ଖୋଜୁଛନ୍ତି, ତେବେ ଏସବିଆଇରେ ରହିଛି ସୁବର୍ଣ୍ଣ ସୁଯୋଗ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୭ ନଭେମ୍ବରରୁ ଡେପୁଟି…

ୱେୟାର ହାଉସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ: ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଏକ ୱେୟାର ହାଉସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମହାରଷ୍ଟ୍ରର ଥାଣେ ଜିଲ୍ଲାରେ । ଥାନେର ଭିୱାଣ୍ଡି ସହରରେ ଥିବା ଏକ କଟନ ୱେୟାର ହାଉସରେ ଏହି ଘଟଣା ଘଟିଛି । ଗତକାଲି…

ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: Videoରେ ଦେଖନ୍ତୁ ଗୁଳି ଚଳାଇବାର ଦୃଶ୍ୟ

ନୂଆଦିଲ୍ଲୀ: ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ୱାସଙ୍କୁ ହତ୍ୟା କରିବାର ପ୍ରୟାସ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ଏହି ଘଟଣା ଘଟିଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସେୟାର କରାଯାଇଛି । ଏହା ସହିତ…

ପ୍ରଥମ ଥର ଓଡ଼ିଶାରେ ପ୍ରତିଷ୍ଠା ହେବ ଏଭିଏସନ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍: BCAS ବୈଷୟିକ ସହାୟତା ଯୋଗାଇବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟର ବିମାନ ସେବାକୁ ଆଗକୁ ନେବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି ।…

(Video) ‘ଗ୍ଲେନ୍ ମାକ୍ସୱେଲ ଜଣେ ମାନବ ନୁହନ୍ତି’: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ବିଧ୍ୱଂସୀ ଦ୍ୱିଶତକ ପରେ ଇଣ୍ଟରନେଟ୍ ବି ପାଗଳ ହୋଇଗଲା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୨୦୧ ରନର ଐତିହାସିକ ଇନିଂସ ଖେଳିବା ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ମାକ୍ସୱେଲଙ୍କୁ…