Browsing Category
Featured
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଞ୍ଚଳିକ ଫୋରେନସିକ ଲାବୋରେଟୋରୀ: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ AIIMS
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର କ୍ଷତ ଆଜି ବି ମନରୁ ଲିଭି ନାହିଁ । ଉକ୍ତ ଦୁର୍ଘଟଣାର ଦୁଃଖଦ ଚିତ୍ର ସାରା ବିଶ୍ୱକୁ…
ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍-ବୋଲେରୋ ମୁହାଁମୁହିଁ, ୨ମୃତ, ୨ ଗୁରୁତର
କଣ୍ଟାବାଜି : ଦିନକୁ ଦିନ ଦୁର୍ଘ;ଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ପୁଣି ଏକ ଦୁର୍ଘଟଣା କଣ୍ଟାବାଞ୍ଜିରୁ ସାମ୍ନାକୁ ଆସିଛି । ଟ୍ରକ୍-ବୋଲେରୋ ମୁହାଁମୁହିଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି…
ପେନସନଭୋଗୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କଲେ କେନ୍ଦ୍ର ସରକାର: ଏଣିକି ଘରେ ବସି ବସି ହୋଇଯିବ ଏହି କାମ
ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି ଜଣେ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃଦ୍ଧ ପେନସନଭୋଗୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସମସ୍ତ ପେନସନ୍ ପ୍ରଦାନ…
ଚାଷୀଙ୍କ ଆତ୍ମହତ୍ୟା : ଫସଲ କ୍ଷତି ହେବାରୁ ନେଲେ କିଛି ଏଭଳି ନିଷ୍ପତି
ଯାଜପୁର : ଫସଲ କ୍ଷତି ହେବାରୁ ଚାଷି ନେଲେ ଚରମ ନିଷ୍ଟତି । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଯାଜପୁର ଧର୍ମଶାଳା ବାଜବାଟି ଗାଁରେ ଘଟିଛି । ଫସଲ ନଷ୍ଟ ହେବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ନାମ…
ହିଲିୟମ୍ ସିଲିଣ୍ଡର ବିସ୍ଫୋରଣ: ବେଲୁନ ବିକ୍ରେତା ମୃତ, ୧୧ ଶିଶୁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କେହି ବି କହିପାରିବେ ନାହିଁ । ବେଲୁନ ବିକ୍ରି କରିବାକୁ ଆସିଥିବା ଜଣେ ଯୁବକଙ୍କର ଅଚାନକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏଥିସହିତ କିଛି ଛୋଟ ପିଲା ମଧ୍ୟ ଏହି…
ସତର୍କ କଲା ବିଦେଶୀ ପାଣିପାଗ ସଂସ୍ଥା: ଆସନ୍ତା ବର୍ଷ ଆସିପାରେ ‘Super El Nino’, ମୌସୁମୀ ସାଜିପାରେ ଭାରତ ପାଇଁ ସମସ୍ୟା
ନୂଆଦିଲ୍ଲୀ: ଆସନ୍ତା ୨୦୨୪ରେ ଉତ୍ତର ଗୋଲାର୍ଦ୍ଧରେ ‘ସୁପର ଏଲ ନିନୋ’ ଆସିବାର ସମ୍ଭାବନା ରହିଛି । ଏକ ବିଦେଶୀ ପାଣିପାଗ ସଂସ୍ଥା ଏନେଇ ଆକଳନ କରିଛି । ଏଲ ନିନୋ ଆସିବାର ପାଖାପାଖି ୮୦ ପ୍ରତିଶତ ସମ୍ଭାବନା ରହିଥିବା…
ନବରାତ୍ରିରେ ଅଖଣ୍ଡ ଜ୍ୟୋତି ଜଳାଇବାର କ’ଣ ରହିଛି ମହତ୍ତ୍ୱ ? ଏହି ନିୟମକୁ ନପାଳିଲେ ରାଗିଯିବେ ମା’ ଦୁର୍ଗା
ନବରାତ୍ରିରେ ଅଖଣ୍ଡ ଜ୍ୟୋତି ଜଳାଇବାର ବିଶେଷ ମହତ୍ତ୍ୱ ରହିଛି । ଅଖଣ୍ଡ ଦୀପର ଅର୍ଥ ହେଉଛି ଲଗାତାର ଦୀପକୁ ଜଳାଇ ରଖିବା ଏବଂ ଏହାକୁ ଲିଭିବାକୁ ନଦେବା । ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ମା’ଙ୍କ…
ଭୟଙ୍କର ଅଗ୍ନିକାଣ୍ଡ : ଏକାସାଙ୍ଗେ ଜଳିଗଲା ୬୦ ଦୋକାନ
ସିଲିଗୁଡ଼ି : ପଶ୍ଚିମବଙ୍ଗରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ସିଲିଗୁଡ଼ି ନକ୍ସଲବାରିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନିଆଁ ଲାଗି ୬୦ଟି ଦୋକାନ ଜଳିଯାଇଛି । ଲୋକେ ନିଆଁ ଲାଗିଥରବାର ଦେଖି…
ବିଶ୍ୱ ଖାଦ୍ୟ ଦିବସ : ‘Water is Life, Water is Food. Leave No one Behind’
ଭୁବନେଶ୍ୱର : ମଣିଷର ମୌଳିକ ଅଧିକାର ହେଉଛି ଖାଦ୍ୟ ବସ୍ତ୍ର ଏବଂ ବାସଗୃହ । ମଣିଷକୁ ରହିବା ପାଇଁ ଗୋଟେ ଘରେ, ପିନ୍ଧିବା ପାଇଁ ଖଣ୍ଡେ ବସ୍ତ୍ର ଏବଂ ଖାଇବା ପାଇଁ ଗଣ୍ଡେ ଖାଦ୍ୟ ଆବଶ୍ୟକ । କିନ୍ତୁ ଆଜିର ଦିନରେ ଅନେକ…
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା: ନବୀନ ଆଜି ବି ଅପରାଜେୟ, ଆଜି ବି ସଭିଙ୍କ ପ୍ରିୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ପଟ୍ଟନାୟକ । ଏଇ ଦୁଇଟି ଶବ୍ଦ କେବଳ ଓଡ଼ିଶା ନୁହେଁ ସାରା ଭାରତବର୍ଷର ରାଜନୈତିକ ଇତିହାସର ଏକ ଉଚ୍ଚତମ ମାଇଲଖୁଣ୍ଟ । ଏହା କେବଳ ଦୁଇଟି ଶବ୍ଦ ନୁହେଁ, ଅନେକ ରେକର୍ଡ ଓ ସଫଳତାର…