Browsing Category
Featured
ଆଜି ଦ୍ୱିତୀୟ ପର୍ଯ୍ୟାୟ ପଟ୍ଟା ବଣ୍ଟନ : ୩ଟି ଜୋନରେ ଉପକୃତ ହେବେ ୫୫୪୨ ପରିବାର
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବିଏମସି ପକ୍ଷରୁ ଆଜି ଅର୍ଥାତ ମଙ୍ଗଳବାର ଦିନ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବା ପଟ୍ଟା ପ୍ରଦାନ କରାଯିବ । ତେବେ ଏହି…
(Video) ଲୋକସଭା ସାଂସଦଙ୍କୁ ଛୁରାମାଡ଼: କରମର୍ଦ୍ଦନ ବାହାନାରେ ହଠାତ୍ ଆକ୍ରମଣ କଲେ ଅଜଣା ବ୍ୟକ୍ତି
ନୂଆଦିଲ୍ଲୀ: ଲୋକସଭାର ଜଣେ ସାଂସଦଙ୍କୁ ଛୁରାମାଡ଼ ହୋଇଛି । କରମର୍ଦ୍ଦନ ବାହାନାରେ ଜଣେ ଅଜଣା ବ୍ୟକ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଜଣେ ସାଂସଦଙ୍କୁ ଅଚାନକ ଛୁରାରେ ଆକ୍ରମଣ କରିଥିଲେ । ତେଲେଙ୍ଗାନାରେ ନିର୍ବାଚନ…
ପୃଥକୀକରଣ ବର୍ଜ୍ୟ ଦେବା ପାଇଁ ଅନୁରୋଧ : ବିଏମସି ଆରମ୍ଭ କରିଛି ସଚେତନତା ଅଭିଯାନ
ଭୁବନେଶ୍ୱର : ଓଡ଼ିଶାରେ ରାଜଧାନୀକୁ ସଫାସୁତୁରା ରଖିବା ପାଇଁ ଭୁବନେଶ୍ୱର ବିଏମସି ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଯେପରିକି ଆବର୍ଜନା ସଂଗ୍ରହ କରିବା ପାଇଁ ବିଏମସି ତରଫରୁ ଏକ ଗାଡ଼ି ବୁଲି ଘରୁ ଘରୁ ଅଳିଆ…
୩୧ ଅକ୍ଟୋବରରେ ରାଷ୍ଟ୍ରୀୟ ଏକତା ଦିବସ କାହିଁକି ପାଳନ କରାଯାଏ? ଜାଣନ୍ତୁ
ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ଆଜି ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତକରିବା ଏବଂ ଜାତୀୟ…
ରାଜ୍ୟର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କ ବିୟୋଗ ଘଟିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କର ପରଲୋକ ଘଟିଛି ।…
ମର୍ମନ୍ତୁଦ ଦୁର୍ଘଟଣା : ପୂରା ପରିବାରର ଚାଲିଗଲା ଜୀବନ
ଓଡ଼ିଶା ଭାଷ୍କର : ଦିନକୁ ଦିନ ଦୂର୍ଘଟଣାର ମାମଲା ବଢିବାରେ ଲାଗିଛି । ୟୁପିର ହାର୍ଦୋଇରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ଗୋଟିଏ ଗାଡ଼ିରେ ପରିବାରର ସମସ୍ତ ଲୋକ ଯାତ୍ରା କରୁଥିଲେ । ସେତିକି…
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍: ରାଜ୍ୟ ରିଜର୍ଭ ପୋଲିସର ୩୮ ଜଣ ଯବାନ ଆହତ
ନୂଆଦିଲ୍ଲୀ: ଗୁଜରାଟରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ପଞ୍ଚମହଲର ଜିଲ୍ଲାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ରାଜ୍ୟ ରିଜର୍ଭ ପୋଲିସ (ଏସଆରପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ଼ିଆ ଅଞ୍ଚଳରେ ଓଲଟି…
୨୦୨୪ର ପ୍ରଥମ ଦିନରୁ ବଢ଼ିବ ୩ ରାଶି ଲୋକଙ୍କ ବ୍ୟାଙ୍କ ବାଲାନ୍ସ: ଅଚାନକ୍ ମିଳିବ ବଡ଼ ପଦବୀ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନେ ସମୟ ସମୟରେ ସେମାନଙ୍କର ରାଶି ପରିବର୍ତ୍ତନ କରିଥା’ନ୍ତି ଏବଂ ଏହା ମଧ୍ୟ ବକ୍ର ହୋଇ ରୁହନ୍ତି । ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନଗୁଡ଼ିକର ପ୍ରତ୍ୟକ୍ଷ ପ୍ରଭାବ ମାନବ ଜୀବନ…
ଖାଇବା ପରେ ୫ ମିନିଟ୍ ପର୍ଯ୍ୟନ୍ତ ଏହି କାମ କଲେ କଣ୍ଟ୍ରୋଲରେ ରହିବ ଡାଇବେଟିସ୍ ! ରିସର୍ଚ୍ଚରୁ ଖୁଲାସା
ଡାଇବେଟିସର ସମସ୍ୟାର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ । ଯେତେବେଳେ ଶରୀରରେ ଗ୍ଲୁକୋଜ୍ ସ୍ତର ଅଧିକ ବଢ଼ିଥାଏ । ଏହାକୁ ସନ୍ତୁଳିତ କରିବା ପାଇଁ ଇନସୁଲିନ୍ ବେଶ୍ ସହାୟକ ହୋଇଥାଏ । ଇନସୁଲିନ୍ ପାନକ୍ରିୟାଜ୍ ରୁ…
ପ୍ରେମରେ ଠକି ରହସ୍ୟ ଜନକ ହତ୍ୟା ମାମଲାରେ ଫସିଲେ ଅର୍ଜୁନ, ମହିଳା ହତ୍ୟାକାରୀଙ୍କ ସହ ସମ୍ପର୍କକୁ ପ୍ରଶ୍ନ ?
ମୁମ୍ୱାଇ: (ଓଡ଼ିଶା ଭାସ୍କର) ଅର୍ଜୁନ କପୁର ଏବଂ ଭୂମି ପେଡନେକରଙ୍କ ନୂଆ ଫିଲ୍ମ ଦ ଲେଡି କିଲରର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହୋଇଛି । 'ଦ ଲେଡି କିଲର'ର ଟ୍ରେଲରରେ ରକ୍ତପାତ, ଗାଳିଗୁଲଜ ସହ ଅନ୍ତରଙ୍ଗ ଦୃଶ୍ୟ…