Browsing Category

Featured

ରାମ ମନ୍ଦିରର ନିର୍ମାଣକୁ ନେଇ ଖୁସି ବ୍ୟକ୍ତ କଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ବିଜେପି ପୂରଣ କଲା ପ୍ରତିଜ୍ଞା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନର ତାରିଖ ସାମ୍ନାକୁ ଅସିସାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାତା କରିବା ପାଇଁ ଅଫିସିଆଲ ନିମନ୍ତ୍ରଣ ମଧ୍ୟ ମିଳିସାରିଛି ।…

ଶରଦ ପାୱାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ଏଠାରେ ଅନ୍ୟ ଏକ କୃଷି ମନ୍ତ୍ରୀ ଥିଲେ, ହେଲେ…

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ କିଛି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହ ସେଠାରେ ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଶରଦ…

ବିଦାୟୀ ରାଜ୍ୟପାଳଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ୨୭ ତାରିଖରେ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର…

ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଲାଭ ? ଜ୍ଞାନ ବୃଦ୍ଧି ସହ ସ୍ୱାସ୍ଥ୍ୟରେ ବି ହେବ ଉନ୍ନତି

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତର ବହୁତ ମୂଲ୍ୟ ରହିଛି । ଏହି ସମୟକୁ ଶୁଭ ସମୟ ବୋଲି ବିବେଚନା କରାଯାଇଛି । ବେଦ-ପୂରାଣରେ ମୁନି ଋଷିମାନେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦେଉଥିଲେ ।…

ଏହା ହେଉଛି ଭାରତର ସବୁଠାରୁ ବଡ଼ ମନ୍ଦିର : ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ଧାର୍ଯ୍ୟ ହୋଇଗଲାଣି । ଅନେକ ବର୍ଷର ସଂଘର୍ଷ ପରେ ରାମ ମନ୍ଦିରର ନିର୍ମାଣ ହେବାକୁ ଯାଉଛି । ଯାହାକି କିଛି ମାସ ମଧ୍ୟରେ ପୂର୍ଣ୍ଣ ହେବାକୁ ଯାଉଛି…

୨୬ ବର୍ଷ ବୟସରେ ୨୨ ସନ୍ତାନର ମା’ ହୋଇଛନ୍ତି ଏହି ମହିଳା, କୋଟିପତି ସ୍ୱାମୀଙ୍କ ଠାରୁ ୧୦୫ ସନ୍ତାନ ଲାଭ କରିବା ରହିଛି ଲକ୍ଷ୍ୟ

ନୂଆଦିଲ୍ଲୀ: ସବୁ ମହିଳାଙ୍କ ଲାଗି ମା’ ହେବା ଏକ ବଡ ସ୍ୱପ୍ନ ହୋଇଥାଏ । କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ସମସ୍ତଙ୍କ ଲାଗି ଏତେ ସହଜ ହୋଇ ନ ଥାଏ । ମାନସିକ ଠାରୁ ଆରମ୍ଭ କରି ଶାରୀରିକ ପର୍ଯ୍ୟନ୍ତ ଏହି ସମୟରେ ଜଣେ…

ମାତ୍ର ୧୬ ବର୍ଷ ବୟସରେ ମାଆ ଠାରୁ ଅଧିକ ବୃଦ୍ଧ ଦେଖାଯାଉଛି ଏହି ଝିଅ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଜବ ଘଟଣାମାନ ଦେଖିବାକୁ ମିଳୁଛି । ଫିଲିଫିନ୍ସର ଏକ ମହିଳା ଦାବି କରିଛନ୍ତି ଯେ, ତାଙ୍କ ଝିଅ ୧୬ ବର୍ଷ ବୟସରେ ୫୦ ବର୍ଷୀୟ ଭଳି ଦେଖାଯାଉଛି । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟରେ…

ଧନ୍ଵନ୍ତରୀରେ ଭୁଲରେ ବି କିଣନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ

ହିନ୍ଦୁ ଧର୍ମର ପର୍ବପର୍ବାଣୀ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଚଳିତ ବର୍ଷ ଦୀପାବଳୀ ନଭେମ୍ବର ୧୨ରେ ପାଳନ କରାଯିବ । ଦୀପାବଳିର ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୧୦ ତାରିଖ ଦିନ ଧନ୍ଵନ୍ତରୀ ପଡେ । ଏହି ଦିନ…

କରାମତି କୀଟ, ବଞ୍ଚିଥିବା ବେଳେ ନୁହେଁ ମରିଯିବା ପରେ ବଢାଇଥାଏ ମଣିଷର ଶୋଭା

ନୂଆଦିଲ୍ଲୀ: ଆଜି ଆମେ ଏପରି ଏକ ପୋକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜୀବିତ ଅବସ୍ଥାରେ ନୁହେଁ ମୃତ୍ୟୁ ପରେ ବହୁତ ବଢିଯାଏ । ଏହି ପୋକକୁ କିଣିବା ଲାଗି ଲକ୍ଷେ ଟଙ୍କା ଦେଇ ଗ୍ରାହକ ଲମ୍ବା ଧାଡିରେ…

ନିଜ ପସନ୍ଦ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତିର ସାମ୍ବିଧାନିକ ଅଧିକାର: କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଆଯାଇଥିବା ନିଷ୍ପତ୍ତିରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସମସ୍ତଙ୍କ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାର ସାମ୍ବିଧାନିକ ଅଧିକାର ରହିଛି। ଏପରିକି ପରିବାର ସଦସ୍ୟ ମଧ୍ୟ ଏପରି…