Browsing Category
Featured
କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡରେ ଅନେକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦରମା ୧ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅଧୀନରେ ଥିବା ଜାତୀୟ ସ୍ୱଚ୍ଛ ବାୟୁ…
ଏହି ଗଛ ଲଗାଇବା ଦ୍ୱାରା ଘରକୁ ଆସନ୍ତି ନାହିଁ ମଶା : ରହିବନି ଡେଙ୍ଗୁ ଓ ମ୍ୟାଲେରିଆର ସଂଙ୍କଟ
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଡେଙ୍ଗୁର ମାମଲା ବଢିବାରେ ଲାଗିଛି । ଯଦି ଏହି ରୋଗକୁ ଠିକ ସମୟରେ ଚିକିତ୍ସା ନ କରାଯାଏ, ତେବେ ଏହା ଜୀବନ ପାଇଁ ବିପଦ ମଧ୍ୟ ଆଣିପାରେ । ଏଥିଯୋଗୁଁ ଡେଙ୍ଗୁରୁ ବଞ୍ଚିବା ପାଇଁ କିଛି…
What is Disease X: WHO ଦେଇଥିଲା ଚେତାବନୀ, ଆଗାମୀ ଦିନରେ ଏହା କରୋନାଠାରୁ ଅଧିକ ବିପଜ୍ଜନକ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ
ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱରେ ଭୟଙ୍କର ଧ୍ୱଂସଲୀଳା ରଚିବା ପରେ କରୋନା ମହାମାରୀ ଏବେ ସ୍ଥାଣୁ ଅବସ୍ଥାରେ ରହିଛି । ତେବେ ଆଗାମୀ ଦିନରେ ପୁଣି ଏକ ନୂଆ ମହାମାରୀ ଆସିପାରେ ବୋଲି ବୈଜ୍ଞାନିକମାନେ…
ରୋଗିଣୀ ପତ୍ନୀଙ୍କ ଠାରୁ ଦୂରେଇ ଯିବାକୁ ଛାଡପତ୍ର ଚାହୁଁଥିଲା ସ୍ୱାମୀ, କୋର୍ଟ କ’ଣ କହିଲେ ଜାଣନ୍ତୁ
ମୁମ୍ବାଇ: ପତ୍ନୀ ଦୀର୍ଘଦିନ ଧରି ଅପସ୍ମାର ରୋଗରେ ପୀଡିତ । ଏହି କାରଣରୁ ମୁଁ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛି । ଏହି କାରଣ ଦର୍ଶାଇ ଜଣେ ବ୍ୟକ୍ତି ମୁମ୍ବାଇ ହାଇକୋର୍ଟରେ ଛାଡପତ୍ର ମାମଲା ଦାୟର କରିଥିଲେ । ଏହି…
ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ବିଜେପିରେ ସାମିଲ ହେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।…
ସୀମା ସହିତ କୃଷି କାର୍ଯ୍ୟର ମଧ୍ୟ ଦେଖାଶୁଣା କରିବ ପାକିସ୍ତାନୀ ସେନା, ଅଧିଗ୍ରହଣ କରିବାକୁ ଯାଉଛି ୧୦ଲକ୍ଷ ଏକର ଜମି
ଓଡ଼ିଶା ଭାସ୍କର: ଦେଶର ସୁରକ୍ଷା ସହ ପ୍ରଶାସକର ଭୂମିକା ତୁଲାଉଛି ପାକିସ୍ତାନର ସେନା। ଇତିହାସ କହୁଛି ସେନା ପ୍ରାୟ ଅଧା ସମୟ ଧରି ତାଙ୍କ ଦେଶକୁ ଶାସନ କରିଛି । ମାସ ମାସ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ଦେଶକୁ…
OnePlus ପ୍ରେମୀଙ୍କ ପାଇଁ ଖୁସି ଖବର : ଏବେ ଦମଦାର ଡିଜାଇନ୍ ଓ ଫିଚର୍ସ ସହ ଆସୁଛି ଟ୍ୟାବଲେଟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ : ଭାରତରେ OnePlus Pad Go ଅକ୍ଟୋବର ୬ରେ ଲଞ୍ଚ ହେବ । ଏହାକୁ ଆପଣ ଅନଲାଇନ ସାହାଯ୍ୟରେ ଯେପରିକି Amazon, Flipkart ଆଦିରେ କିଣି ପାରିବେ । ଚାଇନାରେ ଓପୋ ପ୍ୟାଡ ଏୟାର ୨ କୁହାଯାଉଥିବା ଏହି ଟ୍ୟାବଲେଟକୁ…
ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ଇସ୍ରୋର ନଜର ଶୁକ୍ର ଉପରେ, କେବେ ଲଞ୍ଚ ହେବ ଶୁକ୍ରଯାନ ଓ କ’ଣ ରହିଛି ଯୋଜନା ଆସନ୍ତୁ ଜାଣିନେବା
ନୂଆଦିଲ୍ଲୀ:ଚନ୍ଦ୍ରଯାନ ୩ ଓ ଆଦିତ୍ୟ ଏଲ୍ ୧ ପରି ସଫଳ ମିଶନ ପରେ ଏବେ ଇସ୍ରୋର ନଜର ପଡିଛି ଶୁକ୍ର ଗ୍ରହ ଉପରେ । ଇସ୍ରୋ ଶୁକ୍ରଯାନକୁ ନେଇ ପ୍ରସ୍ତୁତି ବି ଆରମ୍ଭ କରିଦେଇଛି । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି…
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଲ ବସ : ଜଣେ ମୃତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଉମରକୋଟ : ଚନ୍ଦାହାଣ୍ଡି ଘାଟି ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଉମରକୋଟରୁ ବିଭିନ୍ନ ସ୍କୁଲର ଛାତ୍ରଙ୍କୁ ନେଇ ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବା ପାଇଁ ବସରେ ଯାଉଥିଲେ । ଏତିକି ବେଳେ ଚନ୍ଦାହାଣ୍ଡି ଘାଟି…
ଇସ୍କନ ଉପରେ ବଡ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ, କହିଲେ ‘ଇସ୍କନ ଗୋଶାଳାରୁ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରୀ କରୁଛି’
ନୂଆଦିଲ୍ଲୀ: ଇସ୍କନ ଅର୍ଥାତ୍ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା କନସସନେସ୍ ଉପରେ ଭାରତୀୟ ଜନତା ପାର୍ଟି ସାଂସଦ ମେନକା ଗାନ୍ଧୀ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଇସ୍କନରେ ବଡ ମାତ୍ରାରେ ଧୋକାଦାରୀ…